Use of either, neither, also, too, as well
try Again
Tip1:hello
Lesson 163
Use of either, neither, also, too, as well
ଟିପ୍
You can play either cricket or tennis. = ତୁମେ କ୍ରିକେଟ୍ ଖେଳି ପାର ନହଲେ ଟେନିସ୍.
'Either' ର ବ୍ୟବହାର ବାକ୍ୟ ରେ ଉପସ୍ଥିତ ଥିବା ଦୁଇଟା ବିକଳ୍ପ ର ପୁର୍ବରୁ କରାଯାଏ ଏବଂ ଦୁଇଟି ବିକଳ୍ପ ମଧ୍ୟ ରେ 'or' ଲାଗେ.
Ask him to either wait or go away. = ତାକୁ କୁହ ଅପେକ୍ଷା କରିବ ନହଲେ ପଳେଇବ.
ଏଠାରେ 'ଅପେକ୍ଷା କରିବା' ଏବଂ 'ପଳେଇବା' ହେଉଛି ଦୁଇଟା ବିକଳ୍ପ, ତେଣୁ ଉଭୟ ବିକଳ୍ପ ପୁର୍ବରୁ 'either' ଏବଂ ମଝିରେ 'or' ର ବ୍ୟବହାର ହେବ.
'ତୁମେ ଦିଲ୍ଲୀ ଯାଇ ପାର ନହଲେ ମୁମ୍ବାଇ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
You can go to either Delhi either Mumbai.
You can go to either Delhi or Mumbai.
You can go to either Delhi and Mumbai.
You can go to either Delhi but Mumbai.
'ତୁମେ ରବିବାର ଦିନ ଆସି ପାର ନହଲେ ସୋମବାର ଦିନ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
You can come either on Sunday nor Monday.
You can come neither on Sunday or Monday.
You can come either on Sunday and Monday.
You can come either on Sunday or Monday.
ଟିପ୍
Either Neha or Sachin is helping with the decorations. = ନେହା ନହଲେ ସଚିନ୍ ସଜେଇବା ରେ ସାହାଯ୍ୟ କରିବେ.
ଏଠାରେ Either Neha or Sachin 'are' helping କହିବା ଟା ଭୁଲ୍ କାରଣ କାମ ଟା ଦୁଇ ଜଣଙ୍କ ମଧ୍ୟରୁ ଜଣେ କେବଳ କରି ପାରିବ, ତେଣୁ ଏକବଚନ କ୍ରିୟା ର ବ୍ୟବହାର ହେବ.
=
'ମୁଁ ଖୁସି ହେଇଯିବି ଯଦି ମୋହନ କିମ୍ବା ସୋହନ ମଧ୍ୟ ରୁ ଜଣେ ବିଦେଶ ପଳେଇବ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
I will be happy, if either Mohan or Sohan goes abroad.
I will be happy, of either Mohan or Sohan goes abroad.
I will be happy, if neither Mohan nor Sohan goes abroad.
I will be happy, if either Mohan or Sohan go abroad.
'ମୁଁ ଫ୍ରେଞ୍ଚ୍ ଭି ରେ କଥା ହେଇ ପାରେ ନାହିଁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
I am not speak French either
I can't speaks French either.
I can't speak French either.
I can't speak French neither.
ଟିପ୍
Neither = ଦୁଇଟା ମଧ୍ୟରୁ କିଛି ଭି ନୁହଁ.
'Neither' ର ବ୍ୟବହାର ମଧ୍ୟ ବାକ୍ୟ ଗୁଡିକ ରେ ଉପସ୍ଥିତ ଥିବା ଦୁଇଟା ବିକଳ୍ପ ପୁର୍ବରୁ ହୁଏ ଏବଂ ଦୁଇଟା ଯାକ ବିକଳ୍ପ ମଧ୍ୟରେ 'nor' ଲାଗେ.
Neither Ram nor Shyam is present today. = ନାତ ରାମ ନା ଶ୍ୟାମ ଆଜି ଉପସ୍ଥିତ ଅଛନ୍ତି.
ବାକ୍ୟ ରେ ରାମ ଏବଂ ଶ୍ୟାମ ମଧ୍ୟରୁ କେହି ଉପସ୍ଥିତ ନାହାନ୍ତି, ତେଣୁ 'neither - nor' ର ବ୍ୟବହାର କରା ଯାଇଛି.
'ମୁଁ ନାତ ମନୁଷ୍ୟ ଠାରୁ ଡରେ ନା ପଶୁ ଠାରୁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ଯଦି.;
I fear neither man nor beast.
I fear man nor beast.
I fear neither man or beast.
I fear neither man not beast.
'ନାତ ଆପଣ ଈ-ମେଲ୍ କରୁଛନ୍ତି ନା ଫୋନ୍. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
You neither emails nor calls.
You neither email nor call.
You neither email or call.
Either you email nor call.
ଟିପ୍
Which one did you buy? Neither. = ତୁମେ କେଉଁଟା କିଣିଲ? କିଛି ଭି ନୁହେଁ.
ଏହି ଦୁଇଟା ଜାକ (କିମ୍ବା ଦୁଇଟା ଠାରୁ ଅଧିକ) ଜିନିଷ ମଧ୍ୟରୁ ଆମକୁ କିଛି ଭି କିଣିବାର ନାହିଁ, ତେଣୁ ବାକ୍ୟଟା ହେଉଛି ନକାରାତ୍ମକ, ସେଇଥି ପାଇଁ 'neither' ର ପ୍ରୟୋଗ ହେବ.
Which one do you prefer? Either. = ତୁମକୁ କେଉଁଟା ଅଧିକ ପସନ୍ଦ? ଯେକୌଣସି.
ଏଠାରେ ଦୁଇଟା (କିମ୍ବା ଦୁଇଟା ଠାରୁ ଅଧିକ) ମଧ୍ୟରୁ ଆମକୁ ଯେକୌଣସି ଜିନିଷ ଚଳିବ, ତେଣୁ ବାକ୍ୟ ଟା ହେଉଛି ସକାରାତ୍ମକ. ସେଇଥି ପାଇଁ 'either' ବ୍ୟବହାର ହେଇଛି.
'ଶ୍ରୀ ଶର୍ମାଙ୍କର ଝିଅ ଗାଇ ପାରେ ଏବଂ ନାଚ ମଧ୍ୟ କରି ପାରେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
Mr. Sharma's daughter can either sing or dance as well.
Mr. Sharma's daughter can sing and dance as well.
Mr. Sharma's daughter can't sing and dance as well.
Mr. Sharma's daughter can sing and dance well.
ଟିପ୍
He has finished his work. So have I. = ସେ ତାର କାମ ଶେଷ କରି ଦେଇଛି. ମୁଁ ମଧ୍ୟ.
ଏଠାରେ ଦ୍ବିତୀୟ ବ୍ୟକ୍ତି ଦ୍ବାରା ଏକମତ ହେବା ଟା ଦର୍ଶା ହେଇଛି, ତେଣୁ ବାକ୍ୟ ରଚନା ଅନୁସାରେ 'so have I' ର ବ୍ୟବହାର ହେଇଛି.
=
'ଆପଣ କେଉଁଠାର ? ଦିଲ୍ଲୀ ?
ମୁଁ ମଧ୍ୟ!' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.
;
Where are you from? Delhi?
So am I!
Where are you from? Delhi?
Either me!
Where are you from? Delhi?
Me neither!
Where are you from? Delhi?
And me!
'ସେ ହେଉଛି ମୋର ଭାଇ. ସେ ମଧ୍ୟ ମୋର ଶ୍ରେଣୀ-ଶିକ୍ଷକ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ. ;
He is my brother. He is too my class teacher.
He is my brother. He is as well my class teacher.
He is my brother. He is also my class teacher.
He is either my brother or my class teacher.
ଟିପ୍
I haven't finished my work yet.
I haven't finished it either.
= ମୁଁ ଏପର୍ଯ୍ୟନ୍ତ ମୋର କାମ ଶେଷ କରି ନାହିଁ.
ମୁଁ ମଧ୍ୟ ସାରୀ ନାହିଁ.
ପ୍ରଥମ ବାକ୍ୟ ରେ ଆମେ କ୍ରିୟା କୁ ରଦ୍ଦ କରୁଛୁ ତେଣୁ 'either' ଲାଗିବ.
I haven't finished my work yet.
Neither/nor have I.
= ମୁଁ ଏପର୍ଯ୍ୟନ୍ତ ମୋର କାମ ସରି ନାହିଁ.
ମୁଁ ମଧ୍ୟ ନୁହେଁ.
ଦ୍ବିତୀୟ ବାକ୍ୟରେ କ୍ରିୟାଟା ହେଉଛି ସକାରାତ୍ମକ, ତେଣୁ ବାକ୍ୟ କୁ ରଦ୍ଦ କରିବା ପାଇଁ 'neither' ର ବ୍ୟବହାର ହେବ.
ଟିପ୍
=
I don't like him = ମୁଁ ତାକୁ ପସନ୍ଦ କରେ ନାହିଁ
I don't like him either = ମୁଁ ମଧ୍ୟ ତାକୁ ପସନ୍ଦ କରେ ନାହିଁ

ଦ୍ବିତୀୟ ଭାଗ ରେ, don't ହେଉଛି ପ୍ରଥମରୁ ନକାରାତ୍ମକ ତେଣୁ 'either' ଲାଗିବ.
=
I don't like him = ମୁଁ ତାକୁ ପସନ୍ଦ କରେ ନାହିଁ
Neither do I = ମୁଁ ମଧ୍ୟ କରେ ନାହିଁ

ଏଠାରେ 'do' ସକାରାତ୍ମକ ତେଣୁ ରଦ୍ଦ କରିବା ପାଇଁ 'neither' ଲାଗିବ. ଏହାକୁ ଆପଣ 'Me neither = ମୁଁ ମଧ୍ୟ ନୁହେଁ' ମଧ୍ୟ କହି ପାରନ୍ତି.
'ସେ ସ୍କୁଲ୍ ଯାଇ ନାହିଁ. ତାର ଭଉଣୀ ମଧ୍ୟ ଯାଇ ନାହିଁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
He didn't go to school. His sister didn't (go) neither.
He didn't go to school. Either did his sister.
He didn't go to school. Or his sister didn't (go).
He didn't go to school. His sister didn't (go) either.
'ସେ ପହଁରି ପାରେ ନାହିଁ. ମୁଁ ମଧ୍ୟ ପରେନି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
He can't swim. I can't swim neither.
He can't swim. Either can't I.
He can't swim. Neither can I.
He can't swim. Neither can't I.
'ତା ପାଖରେ ଗାଡି ଅଛି. ମୋ ପାଖରେ ମଧ୍ୟ ଅଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
He has a car. So am I.
He has a car. So do I.
He have a car. So does I.
He has a car. So did I.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I requested both of them to help, but ______
not
neither
nor
no
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Neither you ______
nor
or
and
either
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I am ______
too
as well
also
very
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He hasn't got money. I ______
haven't neither
neither
either
haven't either
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ