Friendship: ମିତ୍ରତା ଉପରେ ଅଲୋଚନା
try Again
Tip1:hello
Lesson 164
Friendship: ମିତ୍ରତା ଉପରେ ଅଲୋଚନା
ଡାଏଲଗ୍ ଶୁଣନ୍ତୁ
Hello Ram, what qualities should a good friend have?
ହେଲୋ ରାମ୍, ଗୋଟେ ଭଲ ବନ୍ଧୁ ରେ କଣ ସଦଗୁଣ ଥିବା କଥା?


The most important quality a friend should have is a good sense of humour.
ଗୋଟେ ଭଲ ବନ୍ଧୁ ରେ କୌତୁକ ପ୍ରଦାୟକ ଗୁଣ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ.


That's true! A person who can make you laugh when you are unhappy.
ସେହିଟା ହେଉଛି ସତ୍ୟ ! ଗୋଟେ ବ୍ୟକ୍ତି ବ୍ୟକ୍ତି ଯିଏ ଆପଣଙ୍କୁ ହସେଇ ପାରିବ ଯେବେ ଆପଣ ଦୁଃଖୀ ଅଛନ୍ତି.


Yes. Also, a friend should be someone you can trust and confide in.
ହଁ, ଗୋଟେ ବନ୍ଧୁ ଯାହା ଉପରେ ଆପଣଙ୍କର ଆସ୍ଥା ଥିବ ଏବଂ ବିଶ୍ବାସ କରି ଗୁପ୍ତ କଥା ମଧ୍ୟ କହି ପାରିବେ.


Exactly, someone with whom you can talk about anything and express your feelings.
ଏକଦମ ସଠିକ୍, କେହି ଜଣେ ଯାହା ସହିତ ଯେକୌଣସି ବିଷୟ ଉପରେ କଥା ହେଇ ପାରିବେ ଏବଂ ନିଜର ମନୋଭାବ ଟା ବ୍ୟକ୍ତ କରି ପାରିବ.


A friend should also have common sense and should be mature enough to handle difficult situations.
ଗୋଟେ ବନ୍ଧୁ ରେ ବୈଷୟିକ ଜ୍ଞାନ ମଧ୍ୟ ଉପସ୍ଥିତ ଥିବା ଆବଶ୍ୟକ ଏବଂ କଠିନ ସ୍ଥିତି ସମ୍ଭାଳିବା ରେ ପରିପକ୍ତ ଥିବା କଥା.


You have all these qualities and you have always been a good friend to me.
ତୁମ ପାଖରେ ଏହି ସବୁ ଗୁଣ ଅଛି ଏବଂ ତୁମେ ଦୀର୍ଘ ଦିନ ଧରି ମୋର ଭଲ ବନ୍ଧୁ ଅଛ.


ଟିପ୍
=
Good sense of humor ର ଓଡିଆ ରେ ଅନୁବାଦ ହେବ 'କୌତୁକ ପ୍ରଦାୟକ ଗୁଣ'.
ଏହାକୁ ସର୍ବଦା ସକାରାତ୍ମକ ଭାବ ରେ ବ୍ୟବହାର କରାଯାଏ.
=
He makes me laugh=ସେ ମତେ ହସାଇ ଦିଏ.
'ମୋର ସବୁଠାରୁ ଭଲ ବନ୍ଧୁ ମତେ ବହୁତ ହସାଏ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
My best friend makes me laugh a lot.
My best friend laughs me a lot.
My best friend does me laugh a lot.
My best friend laughs at me a lot.
'ଗୋଟେ ଘନିଷ୍ଠ ମିତ୍ର ଆପଣଙ୍କୁ କଠିନ ପରିସ୍ଥିତି ରେ ସୁରକ୍ଷିତ ଅନୁଭବ କରାଏ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
A real friends makes you feel safe in difficult situations.
A real friend does you feel safe in difficult situations.
A real friend makes you feel safe in difficult situations.
A real friend do you feel safe in difficulty situations.
'ମୋ ସାଙ୍ଗ ମୋର ଗୁପ୍ତ କଥା କାହାକୁ କୁହେ ନାହିଁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
My friend doesn't revealed my secrets to anyone.
My friend doesn't reveal my secrets to anyone.
My friend doesn't reveal my secrets with anyone.
My friend doesn't reveal mine secrets to anyone.
'ତାକୁ ତା ସାଙ୍ଗ ମାନଙ୍କ ଉପରେ ବିଶ୍ବାସ ଥିବା କଥା.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
He would have faith in his friends.
He should have faith in his friend.
He should has faith in his friends.
He should have faith in his friends.
'ଆମର ଏମିତି ସାଙ୍ଗ ଥିବା କଥା ଯାହା ସହିତ ଆମେ ନିଜ ସମସ୍ୟା ବାଣ୍ଟି ପାରିବୁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ର. ;
We should have friends with whose we can share our problems.
We should have friends with whom we can share our problems.
We should have friends with who's we can share our problems.
We should have friends from whom we can share our problems.
'ଆପଣଙ୍କର ଟିକିଏ ବୈଷୟିକ ଜ୍ଞାନ ଥିବା କଥା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
You should have some common sense.
You should have few common sense.
You should have some common senses.
You should have some mutual sense.
ବୈଷୟିକ ଜ୍ଞାନ
ବିଶ୍ବାସ
କଠିନ ପରିସ୍ଥିତି
ମୋ ସାଙ୍ଗ ମତେ ଭଲ ଅନୁଭବ କରେଇବା ପାଇଁ ଚେଷ୍ଟା କରୁଛି.
    • feel better.
    • is trying
    • to make
    • my friend
    • me
    • try
    ମୁଁ ତୁମ ଉପରେ ବିଶ୍ବାସ କରି ପାରିବି.
    • I
    • in
    • trust
    • you.
    • do
    • can
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ