Uses of May/Might/Could
try Again
Tip1:hello
Lesson 169
Uses of May/Might/Could
ଟିପ୍
The police may arrive at any moment. = ପୁଲିସ୍ କୌଣସି ମୁହୁର୍ତ୍ତ ରେ ପହଞ୍ଚି ପାରେ.
'May', ସେହି ସମ୍ବାବନାଟା ଦର୍ଶାଏ ଯେଉଁଟା ପ୍ରାୟ ନିଶ୍ଚିତ ଅଛି.
ଏହିଟା ମଜଭୁତ୍ ସମ୍ବାବନା ବ୍ୟକ୍ତ କରେ.
She may be at work today. = ସେ ବଧେ ଆଜି କାମ(କାର୍ଯ୍ୟ ସ୍ଥଳ) ରେ ଥିବ.
ଯଦି ବାକ୍ୟ କ୍ରିୟା ଉପସ୍ଥିତ ଅଛି (arrive) ତାହାଲେ କେବଳ 'may' ର ବ୍ୟବହାର ହେବ କିନ୍ତୁ ଯଦି କୌଣସି କ୍ରିୟା ନାହିଁ, ତାହାଲେ 'may be' ଲାଗିବ.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
It ______
be might
might
might be
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You ought to buy now; the prices ______
are
may will
may
may be
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
may be
may
is may be
be may
'ସେ ବଧେ ତାଙ୍କ ଅଫିସ୍ ରେ ନଥାଇ ପାରନ୍ତି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
He may don't be in his office.
He may be not in his office.
He should not be in his office.
He may not be in his office.
ଟିପ୍
I may be at home in the evening. = ମୁଁ ବଧେ ସନ୍ଧ୍ୟା ବେଳେ ଘରେ ଥିବି.
I may have been outside Delhi that time. = ମୁଁ ବଧେ ସେହି ସମୟ ରେ ଦିଲ୍ଲୀ ବାହାରେ ଥିଲି.
May be -> May have been (past).
ଟିପ୍
I may go. = ମୁଁ ବଧେ ଯିବି.
I may have gone. = ମୁଁ ବଧେ ଯାଇ ଥାନ୍ତି.
May + verb -> May have + past participle (past).
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They ______
may be
may
may been
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
may have
may be
have may
ଟିପ୍
I might see you tomorrow. = ମୁଁ ବଧେ କାଲି ତୁମ ସହିତ ସାକ୍ଷାତ କରି ପାରେ.
'Might', ଅନିଶ୍ଚିତ ଭାବ ଏବଂ କମ ସମ୍ବାବନା ଦର୍ଶାଏ.
ସମ୍ବବ, କିନ୍ତୁ ନିଶ୍ଚିତ ନୁହେଁ.
I am not sure, but she might be angry. = ମତେ ନିଶ୍ଚିତ ଭାବରେ ଜଣା ନାହିଁ, କିନ୍ତୁ ସେ ବଧେ ରାଗି ଥିବ.
ଯଦି ବାକ୍ୟରେ କ୍ରିୟା ଅଛି (see) ତାହାଲେ କେବଳ 'might' ବ୍ୟବହାର ହେବ କିନ୍ତୁ ଯଦି କିଛି କ୍ରିୟା ନାହିଁ, ତାହାଲେ 'might be' ଲାଗିବ.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
might have been
might
might be
may be
'ଯଦି ଆପଣ ଗୋଟେ ଲଟରୀ ଟିକେଟ୍ କିଣିଛନ୍ତି, ତାହାଲେ ଆପଣ ଗୋଟେ ଗାଡି ଜିତି ପାରନ୍ତି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
If you have bought a lottery ticket, you might have won a car.
If you have bought a lottery ticket, you might be win a car.
If you have bought a lottery ticket, you are win a car.
If you have bought a lottery ticket, you might win a car.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He ______
might
might is
may be
might be
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I'm not sure, he ______
might is
might
mite
ଟିପ୍
You could be in a difficult situation if you are not careful. = ଯଦି ତୁମେ ସାବଧାନ ନ ରହିବ, ତାହାଲେ ତୁମେ ଗୋଟେ କଠିନ ପରିସ୍ଥିତି ରେ ପଡି ଯାଇ ପାର.
'Could' ରୁ ଜଣା ପଡେକି କିଛି ସମ୍ଭବ ହେବାକୁ ଯାଉଛି.
=
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Might
Could
Could be
Might be
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He ______
could be
could
should be
may be
'ସେ କୌଣସି ମୁହୁର୍ତ୍ତ ରେ ପହଞ୍ଚି ପାରନ୍ତି. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
They may be arrive any time.
They could be arrive any time.
They could arrive any time.
They could have been arrive any time.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
May
May be
Could
କଣ ସେ ସୋମବାର ଦିନ ଆସି ପାରିବ ନାହିଁ?
    • she
    • Monday?
    • May
    • come
    • Couldn't
    • on
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ