Elections: ନିର୍ବାଚନ ବିଷୟରେ ଆଲୋଚନା
try Again
Tip1:hello
Lesson 170
Elections: ନିର୍ବାଚନ ବିଷୟରେ ଆଲୋଚନା
ଡାଏଲଗ୍ ଶୁଣନ୍ତୁ
Ajay, elections are just around the corner, who will you vote for?
ଅଜୟ, ନିର୍ବାଚନ ପାଖେଇ ଳାଣୀ, ତୁମେ କାହାକୁ ଭୋଟ୍ ଦେବ?


I'm not sure yet.
ମୁଁ ଏପର୍ଯ୍ୟନ୍ତ କିଛି ନିଶ୍ଚିତ କରି ନାହିଁ.


Why? What's the confusion?
କାହିଁକି ? ବିଶୃଙ୍ଖଳା ଟା କଣ?


Both the candidates look promising.
ଉଭୟ ପ୍ରାର୍ଥୀ ଖୁବ୍ ଆଶାପ୍ରଦ ଲାଗୁଛନ୍ତି.


Around the corner=ପାଖା ପାଖୀ
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Elections are just ______
around
close to
in
on
'ଆପଣ କାହାକୁ ଭୋଟ୍ ଦେବେ? ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
Who will you vote for?
Who are you vote for?
Who will you vote to?
Who will you give vote for?
'ବିଶୃଙ୍ଖଳା ଟା କଣ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
Who's the confusion?
What's the confusion?
What's the confucion?
What's the confusing?
ଉଭୟ ପ୍ରାର୍ଥୀ ଆଶାପ୍ରଦ ଲାଗୁଛନ୍ତି.
    • look promise.
    • two
    • the candidates
    • both
    • look promising.
    • are
    'ମୁଁ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ନାହିଁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
    I haven't deciding yet
    I haven't decide yet
    I haven't decided yet
    I haven't decision yet
    ଡାଏଲଗ୍ ଶୁଣନ୍ତୁ
    Both? But there are not just two parties in the election.
    ଉଭୟ ? କିନ୍ତୁ ନିର୍ବାଚନ ରେ ମାତ୍ର ଦୁଇଟା ପାର୍ଟୀ ନାହାନ୍ତି.


    For me, the promising candidates are from the ABC party and the SKP party.
    ମୋ ପାଇଁ, ଆଶାପ୍ରଦ ପ୍ରାର୍ଥୀ ହେଉଛନ୍ତି ABC ପାର୍ଟୀ ଏବଂ SKP ପାର୍ଟୀ ରୁ.


    You should also consider the work done in the past by other parties.
    ଅନ୍ୟ ପାର୍ଟୀଙ୍କ ଦ୍ବାରା କରା ଯାଇଥିବା କାର୍ଯ୍ୟ ଉପରେ ମଧ୍ୟ ଆପଣଙ୍କୁ ଧ୍ୟାନ ଦେବା କଥା.


    It's not just about the past, a chance should be given to the new parties as well.
    ଏହିଟା କେବଳ ଅତୀତ କଥା ନୁହେଁ, ନୁଆ ପାର୍ଟୀ ଗୁଡିକୁ ମଧ୍ୟ ସୁଯୋଗ ମିଳିବା ଦରକାର.


    'ନିର୍ବାଚନ ରେ ମାତ୍ର ଦୁଇଟା ପାର୍ଟୀ ନାହାନ୍ତି. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
    There are not just two parties in the election.
    Their are not just two parties in the election.
    There is not just two parties in the election.
    There are just not two parties in the election.
    'ଆପଣଙ୍କୁ ଅନ୍ୟ ପାର୍ଟୀଙ୍କର କାର୍ଯ୍ୟ ଉପରେ ମଧେ ଧ୍ୟାନ ଦେବା କଥା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    You should also consider the work done by other parties.
    You should also considering the work done by other parties.
    You should also considerate the work done by other parties.
    You should also consideration the work done by other parties.
    ନୁଆ ପାର୍ଟୀ ମାନଙ୍କୁ ମଧ୍ୟ ଗୋଟେ ସୁଯୋଗ ଦେବା ଦରକାର.
    • would be
    • the new
    • a chance
    • parties as well.
    • given to
    • should be
    ଡାଏଲଗ୍ ଶୁଣନ୍ତୁ
    On what basis should they be given a chance?
    ସେମାନଙ୍କୁ କେଉଁ ଆଧାର ରେ ସୁଯୋଗ ଦିଆ ଯିବା କଥା?


    Their promises are not only different but also doable.
    ସେମାନଙ୍କର ପ୍ରତିଶ୍ରୁତି କେବଳ ଭିନ୍ନ୍ ନୁହେଁ କିନ୍ତୁ ଯୋଗ୍ୟ ମଧ୍ୟ.


    Everyone says the same thing but it's important to make a note of the one who does it.
    ସମସ୍ତେ ଏକା ସମାନ କଥା କୁହନ୍ତି, କିନ୍ତୁ ଏହିଟା ଆବଶ୍ୟକ କି ଆମେ ତା ଉପରେ ଧ୍ୟାନ ଦେବା ଯେ ପ୍ରକୃତ ରେ କାର୍ଯ୍ୟ କରେ.


    Who will you vote for?
    ତୁମେ କାହାକୁ ଭୋଟ୍ କରିବ?


    'ସେମାନଙ୍କୁ କେଉଁ ଆଧାର ରେ ସୁଯୋଗ ଦିଆ ଯିବା ଦରକାର?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    In what basis should they be given a chance?
    On what basis should they be given a chance?
    On what basis would they be given a chance?
    On what basis are they given a chance?
    'ସେମାନଙ୍କ ପ୍ରତିଶ୍ରୁତି ଗୁଡିକ କେବଳ ଅଲଗା ହି ନୁହେଁ, କିନ୍ତୁ କରିବା ଯୋଗ୍ୟ ମଧ୍ୟ. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    There promises are not only different but doable.
    Their promises need not be different but doable.
    Their promises are not only different but doable.
    Their promises have to be different and doable.
    ଆପଣ କାହାକୁ ଭୋଟ୍ ଦେବେ?
    • for?
    • you are
    • will
    • who
    • you
    • vote
    ଡାଏଲଗ୍ ଶୁଣନ୍ତୁ
    I will vote for JKL but you still haven't told me your choice.
    ମୁଁ JKL ପାଇଁ ଭୋଟ୍ କରିବି କିନ୍ତୁ ତୁମେ ଏପର୍ଯ୍ୟନ୍ତ ମତେ ତୁମର ପସନ୍ଦ କହିନ.


    I would like to vote for ABC.
    ମୁଁ ABC କୁ ଭୋଟ୍ କରିବା ପସନ୍ଦ କରିବି.


    Why?
    କାହିଁକି?


    Because I want a new face for the country.
    କାରଣ ମୁଁ ଏହି ଦେଶ ପାଇଁ ଏକ ନୁଆ ଚେହେରା ଚାହେଁ.


    'ମୁଁ JKL କୁ ଭୋଟ୍ କରିବି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    I will vote for JKL.
    I will be vote for JKL.
    I can be vote for JKL.
    I could be vote for JKL.
    ମୁଁ ABC ପାର୍ଟୀ କୁ ଭୋଟ୍ ଦେବା କୁ ପସନ୍ଦ କରିବି.
    • the ABC party.
    • I would
    • vote to
    • vote for
    • to
    • like
    'ମୁଁ ଦେଶ ପାଇଁ ଏକ ନୁଆ ଚେହେରା ଚାହୁଁଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    I want a new face for the country.
    I will want a new face for the country.
    I am wanting a new face for the country.
    I should want a new face for the country.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ