Wishes and regrets: ଇଛା ଓ ପଶ୍ତାତ୍ତାପ
try Again
Tip1:hello
Lesson 171
Wishes and regrets: ଇଛା ଓ ପଶ୍ତାତ୍ତାପ
ଟିପ୍
=
ଏହି ଲେସନ୍/ପାଠ ରେ ନିଜ ଇଛା, ଅନୁତାପ ଏବଂ ଅସନ୍ତୋଷ କୁ ପ୍ରକାଶ କରିବା ଶିଖନ୍ତୁ.
=
If only/I wish (ଓଡିଆ ଭାଷା ରେ ଏହି ବାକ୍ୟାଂଶ ର କିଛି ସଠିକ୍ ଅନୁବାଦ ନାହିଁ) ବାକ୍ୟ ଗୁଡିକ ତିନି ପ୍ରକାର ର ଥାଏ:
1) ଇଛା (wish) ପ୍ରକାଶ କରିବା - ଯେଉଁଠି ବର୍ତ୍ତମାନ କିମ୍ବା ଭବିଷ୍ୟତ କୁ ଅତୀତ କାଳ ରୁ ଦର୍ଶା ଯାଏ.
2) ଅନୁତାପ (regrets) ପ୍ରକାଶ କରୁଥିବା ବାକ୍ୟ ଗୁଡିକ - ଯେଉଁ ଗୁଡିକୁ 'if only/ I wish + past perfect' ଦର୍ଶାଯାଏ.
3) ଅସନ୍ତୋଷ/ଅଭିଯୋଗ (complaints) ପ୍ରକାଶ କରୁଥିବା ବାକ୍ୟ - ଯେଉଁ ଗୁଡିକୁ 'would + verb' ବ୍ୟବହାର କରି ଦର୍ଶାଯାଏ.
I wish=ମୋର କାମନା
I were=ମୁଁ ଥାନ୍ତି
a millionaire.=ଏକ କୋଟିପତି
ଟିପ୍
I wish I were a millionaire. = ଭଲ ହେଇଥାନ୍ତା ଯଦି ମୁଁ ଏକ କୋଟିପତି ହେଇଥାନ୍ତି.
ଇଛା ପ୍ରକାଶ କରିବା : ଏମିତି ବାକ୍ୟ ଗୁଡିକରେ 'If only/I wish' ଦୁଇଟାଯାକ ର ପ୍ରୟୋଗ ହେଇ ପାରିବ.

ଏହି ବାକ୍ୟ ଗୁଡିକ ରେ ବର୍ତ୍ତମାନ କିମ୍ବା ଭବିଷ୍ୟତ ର ଇଛା ଗୁଡିକ କୁ ଅତୀତ କାଳ ରେ ଦର୍ଶା ଯାଏ.

ଅତୀତ କାଳ ଏହା ଦର୍ଶାଏ କି ଆମେ ଅବାସ୍ତବିକ ଇଚ୍ଛା ବିଷୟରେ କହୁଛୁ.
'To be' verb ରେ 'were' ର ବ୍ୟବହାର ହୁଏ, 'subject' ଏକବଚନ ଥାଉ ବା ବହୁବଚନ.
=
'ଭଲ ହେଇଥାନ୍ତା ଯଦି ମୁଁ କମ୍ପ୍ୟୁଟର ଚଳେଇବା ଜାଣିଥାନ୍ତି. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
If only I knew how to use a computer.
If only I know how to use a computer.
If only I known how to use a computer.
If only you knew how to use a computer.
ଟିପ୍
=
ଅନୁତାପ ପ୍ରକାଶ କରିବା : ଅତୀତ ରେ ହେଇଥିବା ଅନୁତାପ କୁ ବ୍ୟକ୍ତ କରିବା ପାଇଁ ମଧ୍ୟ 'If only/I wish' ଉଭୟ ର ପ୍ରୟୋଗ କରା ଯାଇ ପାରିବ. କିନ୍ତୁ ବାକ୍ୟ ଗୁଡିକ 'Past perfect' ରେ ହେଉ ଥାଏ.
If only I had woken up early. = ଭଲ ହେଇଥାନ୍ତା ଯଦି ମୁଁ ଟିକିଏ ଶୀଘ୍ର ଉଠି ଯାଇଥାନ୍ତି.
\'ଭଲ ହେଇଥାନ୍ତା ଯଦି ମୁଁ ଟିକିଏ ଶୀଘ୍ର ଉଠି ଯାଇଥାନ୍ତି କିନ୍ତୁ ମୁଁ ଉଠିଲି ନାହିଁ ଏବଂ ମୋର ବସ୍ ଛାଡି ଦେଲା\'. ଏହିଟା ହେଉଛି ଗୋଟେ ଅନୁତାପ ଜଣେଇବା ପାଇଁ ବାକ୍ୟ. ଏବଂ ଯେହେତୁ ଏହି ଘଟଣା ଟା ଅତୀତ ରେ ଘଟି ସାରିଛି ତେଣୁ ବାକ୍ୟଟା Past perfect ରେ ହେବ.
'ଭଲ ହେଇଥାନ୍ତା ଯଦି ମୁଁ ଆଗରୁ ଜାଣିଥାନ୍ତି କି ଆପଣ ଆସୁଛନ୍ତି. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If only I have known you are coming.
If only I had know you are coming.
If only I had known you are coming.
If only I had knew you are coming.
ଟିପ୍
=
ଅଭିଯୋଗ ବ୍ୟକ୍ତ କରୁଥିବା ବାକ୍ୟ: ବର୍ତ୍ତମାନର କିଛିଟା ଏମିତି କଥା ଯାହାକୁ ଆମେ ବଦଳିବା କୁ ଚାହିଁବୁ କିମ୍ବା କୌଣସି ଘଟଣା ପ୍ରତି ରାଗ ବା ଅସନ୍ତୋଷ ପ୍ରକାଶ କରିବା ପାଇଁ ବାକ୍ୟ ରେ 'If only/I wish' ର ବ୍ୟବହାର କରା ଯାଇ ହେବ ଏବଂ 'would + verb (present form)' ଲାଗିବ.
I wish you wouldn't arrive so late all the time. = ଭଲ ହେବ ଯଦି ଆପଣ ସବୁବେଳେ ଏତେ ଡେରି ରେ ନ ପହଞ୍ଚିବେ.
'ଭଲ ହେବ ଯଦି ଆପଣ ମତେ ନ ପଚାରିକୀ ମୋ ପୋଷାକ ନେବେ ନାହିଁ. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I wish you didn't take my clothes without asking.
I wish you wouldn't take my clothes without asking.
I wish you were not take my clothes without asking.
I wish you wouldn't took my clothes without asking.
'ଭଲ ହେଇଥାନ୍ତା ଯଦି ସେ ମୋର ସ୍ତ୍ରୀ ହେଇଥାନ୍ତା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
I wish she was my wife.
I wish she were my wife.
I wish she were your wife.
I wishes she were my wife.
'ନେହା କୁ ଭଲ ଗ୍ରେଡ୍ ମିଳିଲା ନାହିଁ. ଭଲ ହେଇଥାନ୍ତା ଯଦି ସେ ଅଧିକ ପରିଶ୍ରମ କରିଥାନ୍ତା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
Neha didn't get a good grade. Wish she has worked harder.
Neha didn't get a good grade. Wish she had work harder.
Neha didn't get a good grade. Wish she did worked harder.
Neha didn't get a good grade. Wish she had worked harder.
'ମୁଁ ମରି ଯାଇ ଥାନ୍ତି କି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
I wish I were dead.
I wish I was dead.
I wish I were die.
I wishes I were dead.
'ଭଲ ହେଇଥାନ୍ତା ଯଦି ମତେ ଜଣାଥାନ୍ତା କଣ କରିବା ର ଅଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
I wish I knew what to do.
I wish I know what to do.
I wish I were knew what to do.
If wish I knew what to do.
'ଯଦି ସେ କେବଳ ଏହି କ୍ଷଣ ରେ ତା ପୁଅ କୁ ଦେଖି ପାରନ୍ତା. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If only she can see her son now.
If only she were see her son now.
If only she could see her son now.
If only she was see her son now.
'ଭଲ ହେଇଥାନ୍ତା ଯଦି ମୁଁ ସବୁ ଚକ୍ଲେଟ୍ ଖାଇ ନଥାନ୍ତି. ମତେ ଏବେ ଅସୁସ୍ଥ ଲାଗୁଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
I wish I hadn't eaten all chocolates. I feel sick.
I wish I hadn't eat all chocolates. I feel sick.
I wish I didn't eaten all chocolates. I feel sick.
I wish I had eaten all chocolates. I feel sick.
'ଆପଣ ଏତେ ଦୁର ରେ ନ ରହୁଥାନ୍ତେ କି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
I wish you didn't lived so far away.
I wish you don't live so far away.
I wishes you didn't live so far away.
I wish you didn't live so far away.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I wish you ______
would give up
would gave up
had gave up
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I wish I ______
didn't had
didn't have
don't have
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I wish I ______
had study
studied
had studied
have studied
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I wish it ______
rained
had rained
would rained
would rain
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ