Making Requests: ଅନୁରୋଧ କରିବା ଶିଖନ୍ତୁ
try Again
Tip1:hello
Lesson 172
Making Requests: ଅନୁରୋଧ କରିବା ଶିଖନ୍ତୁ
ଡାଏଲଗ୍ ଶୁଣନ୍ତୁ
I'm feeling suffocated, will you open the window for me, please?
ମତେ ରୁନ୍ଧି ହେଲା ଭଳିଆ ଲାଗୁଛି, କଣ ଆପଣ ମୋ ପାଇଁ ଦୟା କରି ଝରଖା ଟା ଖୋଲି ଦେବେ କି?


Sure, why don't you drink some water as well, you will feel better.
ନିଶ୍ଚିତ, ଆପଣ ଟିକିଏ ପାଣି ମଧ୍ୟ ପି ଦିଅନ୍ତୁ, ଆପଣଙ୍କୁ ଭଲ ଲାଗିବ.


Actually, I caught cold last night, my nose is blocked.
ପ୍ରକୃତରେ ମତେ କାଲି ରାତିରେ ଟିକିଏ ଥଣ୍ଡା ଧରି ଦେଇଛି, ମୋର ନାକ ବନ୍ଦ ଅଛି.


Oh, I can understand.
ଓହ, ମୁଁ ବୁଝି ପାରୁଛି.


'କଣ ଆପଣ ମୋ ପାଇଁ ଦୟା କରି ଝରଖା ଟା ଖୋଲି ଦେବେ କି?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
Will you please open the window for me?
Will you please opens the window for me?
Will you please opened the window for me?
Will you please opening the window for me?
'କଣ ଆପଣ କୃପା କରି ମତେ ସେହି ବ୍ୟାଗ୍ ଟା ବଢେଇ ଦେବେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
Will you pass me that bag, please?
Willing you pass me that bag, please?
Do you pass me that bag, please?
Will pass me that bag, please?
କଣ ଆପଣ ପଙ୍ଖା ଟା ଚଳେଇ ଦେବେ?
    • the fan on?
    • switched
    • do you
    • to
    • would you
    • switch
    'କଣ ଆପଣ ମତେ ବାଟ ଟା ଦେଖେଇ ଦେବେ?' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ. ;
    Will you show me the way?
    Will you show to me the way?
    Will you see me the way?
    Will you look me the way?
    ଡାଏଲଗ୍ ଶୁଣନ୍ତୁ
    Will you please pass me that inhaler?
    କଣ ଆପଣ ମୋ ହାତ କୁ ସେହି ଇନ୍ହେଲର ଟା ବଢେଇ ଦେବେ?


    Yes, of course.
    ହଁ, ନିଶ୍ଚିତ ଭାବ ରେ.


    Would you please pass me a tissue paper as well?
    କଣ ଆପଣ ମତେ କୃପା କରି ଟିଶୁ ପେପର ଟା ବଢେଇ ଦେବେ?


    Sure, I would.
    ନିଶ୍ଚୟ, ମୁଁ କରିଦେବି.


    ଟିପ୍
    Will you/Would you = କଣ ଆପଣ
    କାହାକୁ କିଛି ମାଗିବା ବା ନିବେଦନ କରିବା ସମୟରେ 'would you' କହିବା ଟା ଅଧିକ ସଭ୍ୟ ଲାଗେ.

    'Would you' ର ପ୍ରୟୋଗ ଟା ଯେକୌଣସି ନିବେଦନ କୁ ନମ୍ର କରି ଦିଏ.
    =
    ଟିପ୍
    =
    'Will you' ଅନୌପଚାରିକ ଭାବ ପାଇଁ ବ୍ୟବହାର ହୁଏ, ଏହାକୁ ବନ୍ଧୁ ମାନଙ୍କ ସହିତ ପ୍ରୟୋଗ କରା ଜାଏ.
    =
    'Would you' ଟିକିଏ ଔପଚାରିକ ଶୁଣା ଜାଏ, ଏହାକୁ ବୟସ୍କ ବ୍ୟକ୍ତି କିମ୍ବା ଜଣଙ୍କୁ ମାନ ଦେବା ପାଇଁ ବ୍ୟବହାର କରା ଜାଏ.
    କଣ ଆପଣ ମୋ ପାଇଁ ଏହି ବୋତଲ ଟା ଖୋଲି ପାରିବେ?
    • that bottle
    • are you
    • open
    • for me?
    • could you
    • will open
    କଣ ଆପଣ କୃପା କରି ମତେ ଟିଶୁ ପେପର ଟା ମଧ୍ୟ ବଢେଇ ଦେବେ?
    • a tissue paper
    • to
    • me
    • pass
    • would you please
    • as well?
    ଡାଏଲଗ୍ ଶୁଣନ୍ତୁ
    Do you smoke?
    କଣ ଆପଣ ଧୁମ୍ରପାନ କରନ୍ତି?


    No, I don't.
    ନା, ମୁଁ କରେ ନାହିଁ.


    Do you mind if I smoke?
    କଣ ଆପଣଙ୍କୁ କିଛି ଆପତ୍ତି ହେବ ଯଦି ମୁଁ ଧୁମ୍ରପାନ କରେ?


    Yes, I do. It's injurious to health, please don't smoke in the house.
    ହଁ ମତେ ହେବ. ଏହିଟା ସ୍ବାସ୍ଥ୍ୟ ପାଇଁ ହାନିକାରକ, କୃପା କରି ଧୁମ୍ରପାନ କରନ୍ତୁ ନାହିଁ.


    Would you mind if I smoke in your balcony?
    କଣ ଆପଣଙ୍କୁ ଆପତ୍ତି ହେବ ଯଦି ମୁଁ ଆପଣଙ୍କର ବାଲ୍କୋନୀ ରେ ଧୁମ୍ରପାନ କରିବି ?


    Alright, go ahead.
    ଠିକ ଅଛି, ଜାଆନ୍ତୁ.


    ଟିପ୍
    Do you mind?/ Would you mind? = କଣ ଆପଣଙ୍କୁ ଆପତ୍ତି ହେବ?
    =
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Are you mind
    Would you mind
    Don't mind
    Can you mind
    'କଣ ଆପଣଙ୍କୁ ଆପତ୍ତି ହେବ ଯଦି ମୁଁ ଆପଣଙ୍କର ବାଲ୍କୋନୀ ରେ ଧୁମ୍ରପାନ କରେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
    Would you mind if I smoke in your balcony?
    Would you will mind if I smoke in your balcony?
    କଣ ଆପଣ ହୋମ୍ ୱର୍କ୍ କରିବା ରେ ମୋ ସାହାଯ୍ୟ କରି ପାରିବେ?
    • with the homework?
    • help me
    • do you
    • help to me
    • could you
    • are you
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Would you like to have a ______
    Desert
    ଡାଏଲଗ୍ ଶୁଣନ୍ତୁ
    Could you tell me the time please?
    କଣ ଆପଣ କୃପା କରି ମତେ ସମୟ ଟା କହି ପାରିବେ ?


    It's 8.
    8ଟା ବାଜିଛି.


    Oh no, I'm late, could you tell me the way to the railway station?
    ଓହ ହୋ, ମୋର ଡେରି ହେଇ ଗଲା, କଣ ଆପଣ ମତେ ସ୍ଟେଶନ୍ କୁ ବାଟ ଟା କହି ପାରିବେ?


    Couldn't you tell me before. Wait, I'll call a cab for you.
    ଆପଣ ମତେ ଏହି କଥା ଟା ଆଗରୁ କାହିଁକି କହିଲେ ନାହିଁ ? ରୁହନ୍ତୁ, ମୁଁ ଆପଣଙ୍କ ପାଇଁ ଗୋଟେ ଟ୍ୟାକ୍ସି ଡାକି ଦେଉଛି.


    Thank you so much, could I have my bag please?
    ଆପଣଙ୍କର ବହୁତ ଧନ୍ୟବାଦ, କଣ ଆପଣ କୃପା କରି ମତେ ମୋ ବ୍ୟାଗ୍ ଟା ଦେଇ ପାରିବେ?


    'କଣ ଆପଣ କୃପା କରି ମତେ ସମୟ ଟା କହି ପାରିବେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ସହିତ ;
    Could you tell me the time please?
    Could you told me the time please?
    Could you tells me the time please?
    Could you telling me the time please?
    କଣ ଆପଣ ମତେ ଏହିଟା ଆଗରୁ କହି ପାରିଲେ ନାହିଁ ?
    • later?
    • tell me
    • before?
    • tell to me
    • couldn't you
    • previous?
    କଣ ଆପଣ ମୋ ପାଇଁ ଗୋଟେ ଟ୍ୟାକ୍ସି ଡାକି ଦେଇ ପାରିବେ?
    • for me?
    • do you
    • calling
    • could you
    • a cab
    • call
    କଣ ଆପଣ ସେହି ପେନ୍ ଟା ମୋ ପାଇଁ ମଧ୍ୟ ନେଇ ଆସି ପାରିବେ?
    • brought that
    • bring that
    • would you
    • as well?
    • for me
    • pen
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ