ଖାଇବା ସମୟରେ କଥା/ଆଲୋଚନା (2)
try Again
Tip1:hello
Lesson 174
ଖାଇବା ସମୟରେ କଥା/ଆଲୋଚନା (2)
rich food ଗରିଷ୍ଟ ଖାଦ୍ୟ
greasy/oily food ତେଲିଆ ଖାଦ୍ୟ
junk food ପୁଷ୍ଟିକାରକ ହୋଇ ନଥିବା ଖାଦ୍ୟ
healthy food ପୁଷ୍ଟିକାରକ ଖାଦ୍ୟ
unhealthy food ଅସ୍ବାସ୍ଥ୍ୟକର ଖାଦ୍ୟ
savoury food ଲୁଣ ମସଲା ଦିଆ ଖାଦ୍ୟ
fried food ଛଣା-ଛଣୀ
ଡାଏଲଗ୍ ଶୁଣନ୍ତୁ
I love attending parties!
ମତେ ପାର୍ଟୀ କୁ ଯିବା ବହୁତ ପସନ୍ଦ!


Me too! But the food is often rich and unhealthy.
ମତେ ମଧ୍ୟ ! କିନ୍ତୁ ସେଠାରେ ଭୋଜନ ସାଧାରଣତଃ ଗରିଷ୍ଟ ଏବଂ ଅସ୍ବାସ୍ଥ୍ୟକର ଥାଏ.


I agree with that. Why can't there be healthier options at parties.
ହଁ ମୁଁ ମାନୁଛି, କିନ୍ତୁ ପାର୍ଟୀ ରେ ପୁଷ୍ଟିକାରକ ଭୋଜନ କଣ ପାଇଁ ନ ରଖି ହେବ?


Why don't we organize one? We will tell people to not bring in any fried food.
ଆମେ କାହିଁକି ଗୋଟେ ଆୟୋଯନ ନ କରିବା ? ଆମେ ସମସ୍ତଙ୍କୁ କହିବା କି ଛଣା-ଛଣି ଆଣିବେ ନାହିଁ.


Great! Let's get two savoury dishes and one dessert.
ବହୁତ ବଢିଆ ! ଚାଲ ଦୁଇଟା ଲୁଣିୟା ଏବଂ ଗୋଟେ ମିଠା ଡିଶ୍ ଆଣିବା.


ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
This burger has too much oil. It looks really ______
healthy
unhealthy
unhealthful
unhealth
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I have diabetes. I avoid ______
desserts
deserts
a desserts
a deserts
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Fry food
Fryed food
Fried food
Fryd food
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I always prefer a ______
healthily diet
healthy diets
healthy diet
'ସେ ହସ୍ଟେଲ୍ ରେ କେବଳ ଗରିଷ୍ଟ ଖାଦ୍ୟ ଖାଏ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ. ;
He eats only richly food at the hostel.
He eats only rich food at the hostel.
He eats only richness food at the hostel.
He eats only wealthy food at the hostel.
'କୋଲେସ୍ଟ୍ରୋଲ୍ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଆପଣଙ୍କୁ ଛଣା-ଛଣି ଖାଦ୍ୟ ଖାଇବା କଥା ନୁହେଁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
To keep your cholesterol under control, you should avoid eating fried food.
To keep your cholesterol under control, you will avoid eating fried food.
For keep your cholesterol under control, you should avoid eating fried food.
To keep your cholesterol over control, you should avoid eating fried food.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I don't have a sweet tooth. I prefer ______
desserts
sweet dishes
savoury dishes
savourized dishes
diet ଆହାର
vegetarian diet ନିରାମିଷ ଆହାର
non-vegetarian diet ଆମିଷ ଆହାର
liquid diet ପାନୀୟ ଆହାର ଯେପରି ପାଣି, ଜୁସ୍ ଇତ୍ୟାଦି
nutritious diet ପୁଷ୍ଟିକର ଆହାର
low-fat diet ସେହି ଆହାର ଯେଉଁଟା ଖାଇଲେ ମୋଟା ହେବ ନାହିଁ
low-salt diet କମ ଲୁଣ ଆହାର
salt-free diet ବିନା ଲୁଣ ଆହାର
high-protein diet ଅଧିକ-ପ୍ରୋଟିନ୍ ଆହାର
high-calorie diet ଅଧିକ-କ୍ୟାଲୋରୀ ଆହାର
low-calorie diet କମ କ୍ୟାଲୋରୀ ଆହାର
ଡାଏଲଗ୍ ଶୁଣନ୍ତୁ
I'm on a diet these days, my stomach is upset.
ମୁଁ ଆଜି କାଲି ଏକ ନିର୍ଦ୍ଧିଷ୍ଟ ଆହାର ଖାଉଛି, ମୋର ପେଟ ଖରାପ ଅଛି.


What kind of diet?
କେଉଁ ପ୍ରକାର ର ନିର୍ଦ୍ଧିଷ୍ଟ ଆହାର?


I'm on a liquid diet.
ମୁଁ ପାନୀୟ ଆହାର ନେଉଛି.


Oh, I went on a low-calorie diet last month.
ଓହ ,ଗତ ମାସ ମୁଁ କମ କ୍ୟାଲୋରୀ ଆହାର ନେବା ଆରମ୍ଭ କରି ଥିଲି.


Why?
କାହିଁକି ?


I had gained a lot of weight.
ମୋର ଓଜନ ବହୁତ ବଢି ଯାଇ ଥିଲା.


Oh. I am considering turning to a vegetarian.
ଓହ. ମୁଁ ଶାକାହାରୀ ହେଇ ଯିବା ପାଇଁ ଚିନ୍ତା କରୁଛି.


I can't become one. I am a hard core non vegetarian.
ମୁଁ ହେଇ ପାରିବି ନାହିଁ. ମୁଁ ହେଉଛି ଏକ ପକ୍କା ମାଂସାହାରୀ.


ମାଂସାହାରୀ
ଟିପ୍
=
ଯେତେ ବେଳେ ଆପଣଙ୍କୁ କାହା ଠାରୁ ପଚାରିବା ର ଅଛି କି ସେ ଶାକାହାରୀ ନା ମାଂସାହାରୀ, ତାହାଲେ ଆପଣଙ୍କୁ 'vegetarian' କିମ୍ବା 'non-vegetarian' ପଚାରିବା/ଲେଖିବା କଥା.
ଯେମିତି: Are you a vegetarian/non-vegetarian?
Are you a veg? : ପଚାରିବା ଟା ଭୁଲ୍.
=
to go on a diet କୌଣସି ନିର୍ଦ୍ଧିଷ୍ଟ ଆହାର ର ପାଳନ ଆରମ୍ଭ କରିବା
to follow a diet କୌଣସି ନିର୍ଦ୍ଧିଷ୍ଟ ଆହାର ର ପାଳନ କରିବା
i am on a diet କୌଣସି ନିର୍ଦ୍ଧିଷ୍ଟ ଆହାର ଖାଇବା
'ମୋର ପେଟ ଖରାପ ରହୁଛି ତେଣୁ ମତେ ଡାକ୍ଟର ପାନୀୟ ଆହାର ନେବା କୁ କହିଛନ୍ତି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
My stomach stays upset that's why the doctor asked me to follow a liquid diet.
My stomach stays upset that's why the doctor asked me to follow a low-fat diet.
My stomach stays upset that's why the doctor asked me to follow a low-salt diet.
My stomach stays upset that's why the doctor asked me to follow a watery diet.
'ମୋର ଡାକ୍ଟର ମତେ ପୁଷ୍ଟିକର ଖାଦ୍ୟ ନେବା ପାଇଁ କହିଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟମ କରନ୍ତୁ. ;
My doctor told me to take a nutritious diet.
My doctor told me to take a nutrition diet.
My doctor told me to take a nutritionist diet.
My doctor told me to take a neutral diet.
ଟିପ୍
Fat-free = ସେହି ଆହାର ଯେଉଁଟା ଖାଇଲେ ମୋଟା ହେବ ନାହିଁ.
=
'ଯଦି ଆପଣଙ୍କୁ ନିଜ ଓଜନ କମେଇବା ର ଅଛି ତାହାଲେ କମ ଫ୍ୟାଟ୍ ଆହାର ନିଅନ୍ତୁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ. ;
If you want to lose weight, then follow a low fatty diet.
If you want to loose weight, then follow a low fat diet.
If you want to loose weights, then follow a low fat diet.
If you want to lose weight, then follow a low fat diet.
'ସେ ବ୍ୟାୟାମ କରେ, ତେଣୁ ତା ପାଇଁ ଅଧିକ ପ୍ରୋଟିନ୍ ଆହାର ଆବଶ୍ୟକ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
He works out so a high-protein diet is required for him.
He works out so a high-protin diet is required for him.
He works out so a high-proteen diet is required for him.
He works out so a high-proteins diet is required for him.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ