What do you think I should do? - ମତ ପଚାରିବା ଓ ଦେବା ଶିଖନ୍ତୁ
try Again
Tip1:hello
Lesson 176
What do you think I should do? - ମତ ପଚାରିବା ଓ ଦେବା ଶିଖନ୍ତୁ
'ଯେବେ କାହାକୁ ପରାମର୍ଶ ଦେବାକୁ ହୁଏ, ତେବେ ବହୁତ ପ୍ରକାର ବାକ୍ୟର ପ୍ରୟୋଗ କରା ଯାଇ ପାରେ,ଯେପରି'^~^'typefacestyle'
why dont you...? ତୁମେ କାହିଁକି ...?
if i were you, id... ଯଦି ମୁଁ ତୁମ ଜାଗାରେ ଥାନ୍ତି, ତେବେ ମୁଁ ...
make sure you (dont)... ଧ୍ୟାନ ରଖ କି ତୁମେ (କରନି)...
i think you should... ମତେ ଲାଗୁଛି ତୁମକୁ ...
how about...? ...କେମିତି ରହିବ?
it is usually a good idea to... ଅଧିକାଂଶ ସମୟରେ ଏହିଟା ଗୋଟେ ଭଲ ବିଚାର...
my advice is (to)... ମୋର ପରାମର୍ଶ ହେଉଛି...
ଟିପ୍
Why don’t you quit your job? = ତୁମେ କାହିଁକି ଚାକିରି ଛାଡି ଦଉନ?
Why don’t you ( ତୁମେ କାହିଁକି? ) -> ଏହାର ବ୍ୟବହାର କାହାକୁ ପରାମର୍ଶ ଦେଲା ବେଳେ କରାଯାଏ.
=
'ଆପଣ ନିଜର ନିଶ୍ବାସ କୁ ଗୋଟେ ମିନିଟ୍ ପାଇଁ ବନ୍ଦ କରିବାର ଚେଷ୍ଟା କରୁ ନାହାନ୍ତି କାହିଁକି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Why don't you try holding your breath for a minute?
Why don't you tried hold your breath for a minute?
'ତୁମେ ତାକୁ ଫୋନ୍ କାହିଁକି କରୁନ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Why don't you called her?
Why don't you call her?
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Why ______
don't you gone
are you not go
don't you going
don't you go
'ତୁମେ ମୋ ସହିତ ଜଗିଂଗ୍ କରିବା ପାଇଁ କାହିଁକି ଆସୁନ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Why don’t you come jogging with me?
Why haven't you come jogging with me?
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You ______
should went
should go
should gone
should sleep
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You ______
shouldn't go
shouldn't have go
shouldn't went
shouldn't gone
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He has a fever so he ______
should call
should called
should had calling
should calling
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You ______
shouldn't eaten
shouldn't ate
shouldn't eat
shouldn't eating
ଟିପ୍
If I were you, I’d do some exercise. = ଯଦି ମୁଁ ତୁମ ସ୍ଥାନରେ ଥାନ୍ତି ତାହାଲେ ମୁଁ ବ୍ୟାୟାମ କରନ୍ତି.
If I were you, I'd ଏହା ହେଉଛି ପରାମର୍ଶ ଦେବାର ଆଉ ଗୋଟେ ଭାବ.
=
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
wouldn't wear
not would wear
wouldn't wore
wouldn't worn
'ଯଦି ମୁଁ ତୁମ ସ୍ଥାନରେ ଥାନ୍ତି ତାହଲେ ମୁଁ ସ୍ବେଟର୍ ସହିତ ହଳଦିଆ ପୋଷାକ ପିନ୍ଧନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I'd wore yellow with that sweater if I were you.
I'd wear yellow with that sweater if I were you.
'ଯଦି ମୁଁ ତୁମ ସ୍ଥାନରେ ଥାନ୍ତି ତାହାଲେ ତାକୁ କହି ଦିଅନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
If I were you, I would tell her.
If I were you, I would told her.
'ଜଦି ଆପଣଙ୍କ ସାଙ୍ଗ ଭାବୁଛି, କି ସେ ମୋଟା ହେଇ ଯାଉଛି. ତେବେ ତାକୁ ପରାମର୍ଶ ଦେବା ପାଇଁ ଆପଣ ଏହା କହି ପାରିବେ'^~^'typefacestyle'
you should go on a diet. ତୁମକୁ ଡାଏଟିଙ୍ଗ୍ କରିବା କଥା
you shouldn’t eat so much chocolate. ତୁମକୁ ଏଟେ ଚକଲେଟ୍ ଖାଇବା କଥା ନୁହେଁ
you ought to drink less beer. ତୁମକୁ କମ୍ ବିୟର୍ ପିଇବା କଥା
why don’t you come running with me? ତୁମେ ମୋ ସହିତ ଦୌଡିବାକୁ କାହିଁକି ଆସୁନ ?
how about going for a run? ଦୌଡିବାକୁ ଯିବା ବିଷୟରେ କଣ ବିଚାର ?
you’d better stop eating so much! ଭଲ ହେବ ଯଦି ତୁମେ ଏତେ ଖାଇବା ବନ୍ଦ କରି ଦେବ!
'କଣ ଆପଣ ଡାକ୍ତର କୁ ଦେଖେଇବା ବିଷୟରେ ଭାବିଛନ୍ତି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Have you thought about seeing a doctor?
Have you think about seeing a doctor?
'ଭଲ ହେବ ଯଦି ଆପଣ ନିୟମିତ ରୁପେ ନିଜ ଦାନ୍ତ ଘସିବେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You'd better brush your teeth regularly.
You'd better brushed your teeth regularly.
ତାର ଜନ୍ମଦିନ ପାଳନ କରିବାଟା ଗୋଟେ ଭଲ ବିଚାର ହେଇ ପାରେ.
    • It might be
    • to celebrate
    • her birthday.
    • a good idea
    • to be celebrate
    • to celebrated
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    If you take my advice
    If you taking my advice
    If you took my advice
    'କଣ ଆପଣ ବ୍ୟାୟାମ କରିବା ବିଷୟରେ ଭାବିଛନ୍ତି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    Have you thought about working out?
    Have you think about working out?
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    I think you should start
    I think you should started
    I think you should start to
    I think you should starting
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ