ମତ/ଆଦେଶ ଦେବା ଶିଖନ୍ତୁ
try Again
Tip1:hello
Lesson 177
ମତ/ଆଦେଶ ଦେବା ଶିଖନ୍ତୁ
'ଆପଣଙ୍କୁ ମଦ ପିଇକି ଗାଡି ଚଲେଇବା କଥା ନୁହେଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
You should not drunk and drive.
You should not drink and drive.
You would not drink and drive.
You should not drink and drove.
'ଆପଣଙ୍କୁ ନିଜ ପସନ୍ଦର ପାର୍ଟୀ କୁ ଭୋଟ୍ ଦେବା କଥା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
You ought vote for the party of your choice.
You ought to voted for the party of your choice.
You ought to vote for the party on your choice.
You ought to vote for the party of your choice.
'ଧନି ଲୋକ ମାନଙ୍କୁ ଗରିବଙ୍କ ଉପରେ ହସିବା କଥା ନୁହେଁ. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
The rich should not laugh at the poor.
The rich should not to laugh at the poor.
The rich should not laugh to the poor.
The rich should laugh at the poor.
ଟିପ୍
=
Suggestions, advice, instructions ଆଉ ବହୁତ ପ୍ରକାର ରେ ଦିଆ ଯାଇ ପାରିବ. ଏହି ଲେସନ୍ ରେ, ଆମେ ଏହି ଶବ୍ଦ ବିଷୟରେ ପଢିବା.
=
'ଆପଣଙ୍କୁ ଧୁମ୍ରପାନ ଛାଡି ଦେବା କଥା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
You must quit smoking.
You must quitted smoking.
You must quite smoking.
You must quits smoking.
'ଆପଣଙ୍କୁ ଡେରି ଯାଏଁ ରହିବା କଥା ନୁହେଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
You must not stayed till late.
You must not stay at late.
You must not to stay till late.
You must not stay till late.
ଟିପ୍
Needn't = Need not
ଏହାର ଅର୍ଥ ହେଉଛି 'ଏହା ଆବଶ୍ୟକ ନୁହେଁ' .
ଏହିଟା 'must' ର ବିପରିତ ଶବ୍ଦ.

Eg: You 'must' go ର ଅର୍ଥ ହେଉଛି 'ଯିବା ଆବଶ୍ୟକ'.
You 'needn 't' go ର ଅର୍ଥ ହେଉଛି 'ଯିବା ଆବଶ୍ୟକ ନୁହେଁ'.
=
'ଆପଣଙ୍କୁ ତରବର କରିବା ଦରକାର ନାହିଁ. ଯଥେଷ୍ଟ ସମୟ ଅଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
You needn't to hurry. There is enough time.
You need to not hurry. There is enough time.
You needn't hurry. There is enough time.
You needn't early. There is enough time.
'ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ. ଆମେ ସବୁ ସୁରକ୍ଷିତ ଅଛୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
You need to worry. We all are safe.
You needn't worry. We all are safe.
You needn't worried. We all are safe.
You needn't to worry. We all are safely.
ଟିପ୍
Need = ଆବଶ୍ୟକତା/ଦରକାର
ଯେବେ କିଛି ଜିନିଷ ଆବଶ୍ୟକ ଥାଏ. ତେବେ 'need' ଶବ୍ଦ ଦ୍ବାରା ତାର ବର୍ଣ୍ଣନା କରାଯାଏ.
You need a lot of patience to earn money. = ତୁମକୁ ପଇସା ରୋଜଗାର କରିବା ପାଇଁ ବହୁତ ଧର୍ଯ୍ୟ ଦରକାର.
ଯଦି 'need' ପରେ କୌଣସି କ୍ରିୟା ନଥିବ, ତେବେ 'to' ଲଗେଇବା ଦରକାର ନାହିଁ. 'To' କେବେଳ ଏଇଥି ପାଇଁ ଲାଗେ, କାରଣ 'need' ପରେ କ୍ରିୟାର infinitive ରୁପ ଆସେ.
'ମତେ ଡିନର୍ ପରେ ଗୋଟେ ଗିଲାସ୍ ପାଣି ଦରକାର ହୁଏ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I need a glass of water after dinner.
I am need a glass of water after dinner.
I have need a glass of water before dinner.
I need to a glass of water after dinner.
'କଣ ତାଙ୍କର ସବୁ ସମାରୋହରେ ଉପସ୍ଥିତ ରହିବା ଟା ଆବଶ୍ୟକ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Do they need attend all the functions?
Do they needs to attend all the functions?
Do they need to attend all the functions?
Do they need to attended all the functions?
ଟିପ୍
I have to go. = I have got to go.
'Got to' ର ପ୍ରୟୋଗ ସାଧାରଣତଃ କଥା ବାର୍ତ୍ତାରେ କରାଯାଏ. 'Have got to', 'have to' ର ସ୍ଥାନ ନେଇ ଯାଏ.
I don't have to go. = I haven't got to go.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ