ଆପଣଙ୍କର ବିଚାର ପ୍ରକାଶ କରିବା ଶିଖନ୍ତୁ : Giving opinions
try Again
Tip1:hello
Lesson 178
ଆପଣଙ୍କର ବିଚାର ପ୍ରକାଶ କରିବା ଶିଖନ୍ତୁ : Giving opinions
ଡାଏଲଗ୍ ଶୁଣନ୍ତୁ
Where should we go for a vacation this year? Let's decide soon.
ଏହି ବର୍ଷ ଛୁଟିରେ କୁଆଡେ ଯିବା ? ଶୀଘ୍ର ନିଶ୍ଚିତ କରିବାକୁ ପଡିବ.


Well, I'd like to go somewhere warm. How about some beach?
ଆଛା, ମତେ କେଉଁ ଗରମ ସ୍ଥାନ କୁ ଯିବାର ଇଛା ଅଛି. କୌଣସି ସମୁଦ୍ର କୁଳ କେମିତି ରହିବ?


You want to go to the beach, again? Why don't we explore Europe this time?
ତୁମେ ପୁଣି ଥରେ ସମୁଦ୍ର କୁଳକୁ ଯିବାକୁ ଚାହୁଁଛ? କାହିଁ ନ ଆମେ ଏଥର ୟୁରୋପ୍ ର ଭ୍ରମଣ କରିବା?


Oh, we've never been to Paris before. I need to do some research first. That will help me make up my mind.
ଓଃ, ଆମେ ଆଗରୁ କେବେ ପ୍ୟାରିସ୍ ଯାଇନୁ. ମତେ ଆଗ ଟିକେ ରିସର୍ଚ୍ କରିବାକୁ ପଡିବ. ସେଥିରୁ ମତେ ଟିକେ ନିଶ୍ଚୟ କରିବାରେ ସାହାଯ୍ୟ ମିଳିବ.


Alright. By the way, what's your opinion on smoking?
ଠିକ ଅଛି. ଆପଣଙ୍କର ଧୁମ୍ରପାନ ନିମନ୍ତେ ମତ କଣ?


I'm not sure. I think it is a personal choice.
ମତେ ଜଣା ନାହିଁ. ମୁଁ ଭାବେ କି ଏହା ଏକ ବ୍ୟକ୍ତିଗତ ଚୟନ.


Would you mind if I smoke here?
ଯଦି ମୁଁ ଏଠାରେ ଧୁମ୍ରପାନ କରିବି, ତୁମକୁ କିଛି ଆପତ୍ତି ହେବନି ତ?


No, but in my opinion, it is better to smoke outside.
ନାହିଁ. କିନ୍ତୁ ମୋ ମତରେ, ବାହାରେ ଧୁମ୍ରପାନ କରିବା ଟା ଭଲ ରହିବ.


ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
I think
I thinking
I am think
I thinks
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
I believes
I believe
I believing
I had believe
'ମୋ ମତରେ, 'ଶୋଲେ' ଆଜି ପର୍ଯ୍ୟନ୍ତର ବନା ଯାଇଥିବା ଫିଲ୍ମ୍ ମଧ୍ୟରୁ ସବୁଠାରୁ ଭଲ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
In my opinion, 'Sholay' is the best movie ever made.
In my opinions, 'Sholay' is the best movie ever made.
'ମତେ ଲାଗୁଛି, ଏହା କରିବା ଟା ଉଚିତ ହେବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I have feel that it's the right thing to do.
I feel that it's the right thing to do.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
I don't feels that
I don't feel that
I don't feel this
I doesn't feel that
'ମୋ ଅନୁସାରେ ଏହା କରିବା ଟା ଉଚିତ ନଥିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
From my point of view, it wasn't the right thing to do.
From mine point of view, it wasn't the right thing to do.
'ବ୍ୟକ୍ତିଗତ ଭାବରେ ମତେ ଲାଗୁଛି କି ଆପଣଙ୍କ ଉପରେ ନୀଳ ରଙ୍ଗ ଟା ଅଧିକ ଭଲ ଦେଖା ଯାଏ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Personally, I think blue suits you more.
Personalized, I think blue suits you more.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
I strong feel that
I strong feeling that
I strongly feel that
I have strongly feel
'ଏମିତିରେ, ମୋ ପାଇଁ ସାଙ୍ଗ ହେଉଛି ସେ ଯାହା ସହିତ ରହିଲେ ମଜା ଆସେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Well, for me, a friend is someone who is fun to be with.
Well, at me, a friend is someone who is fun to be with.
'ମୁଁ ପୁରା ପୁରି ଏକମତ. ସାଙ୍ଗ ମାନେ ସମ୍ପୁର୍ଣ ଭାବରେ ନିଷ୍କପଟ ହେବା ଦରକାର.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I completely agree. Friends need to be completely honest.
I complete agree. Friends need to be completely honest.
'ମତେ ଲାଗୁଛି କି ବ୍ୟାନ୍ଗ୍ କକ୍ ରହିବା ପାଇଁ ଗୋଟେ ଉତ୍ତମ ଜାଗା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I believe that Bangkok is a great place to live.
I beleive that Bangkok is a great place to live.
ଡାଏଲଗ୍ ଶୁଣନ୍ତୁ
I'm terrible at English and I think I should do something about it. What do you advice me to do?
ମୋର ଇଂରାଜୀ ବହୁତ ଖରାପ ଏବଂ ମତେ ଏହି ବିଷୟରେ କିଛି କରିବା ଦରକାର. ଆପଣ ମତେ କଣ କରିବା ର ପରାମର୍ଶ ଦେବେ?


I think you should try CultureAlley's English app. It's a fantastic app for beginners.
ମତେ ଲାଗୁଛି କି ଆପଣଙ୍କୁ CultureAlley ର English App ପ୍ରୟୋଗ କରିବା କଥା. ଏହି app ଟା ପ୍ରାରମ୍ଭିକ ବ୍ୟକ୍ତି ମାନଙ୍କ ପାଇଁ ଅତି ଉତ୍ତମ.


I've heard about it.
ମୁଁ ତାହା ବିଷୟରେ ଶୁଣିଛି.


You'd better start with its lessons.
ଭଲ ହେବ ଯଦି ତୁମେ ତାର ଲେସନ୍ ନେବା ଆରମ୍ଭ କରିଦେବ .


'ମତେ ଲାଗୁନି ଏଠାରେ ଅଧିକ ଲୋକ ଅଛନ୍ତି, କିନ୍ତୁ ଏହି ସହର ସବୁ ବେଳେ ବ୍ୟସ୍ତ ଏବଂ ରୋମନ୍ଚକ ଥାଏ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I believe that there are a lot of people here, but the city is always busy and exciting.
I don't think that there are a lot of people here, but the city is always busy and exciting.
'ତୁମକୁ ସେହି ବ୍ୟାଗ୍ ଟା ନିସଂଦେହ ହେଇ କିଣି ଦେବା କଥା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Without a doubt you should buy that bag.
Without a doubting you should buy that bag.
'ମୋର ପୁର୍ଣ୍ଣ ବିଶ୍ବାସ ଅଛି କି ସେ ଆସିବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I'm pretty sure that she will come.
I'm pretty surely that she will come.
'ମୋର ଦୃଢ ବିଶ୍ବାସ କି ଆମ ଟିମ୍ ଜିତିବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I strongly believe that our team will win.
I am believe strongly that our team will win.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ