Would: Conditional
try Again
Tip1:hello
Lesson 179
Would: Conditional
ଟିପ୍
If I were rich, I wouldn't have to work hard. = ଯଦି ମୁଁ ଧନୀ ହେଇଥାନ୍ତି, ତାହାଲେ ମତେ ପରିଶ୍ରମ କରିବାକୁ ପଡି ନଥାନ୍ତା.
ଯଦି ମୁଁ ଧନୀ ହେଇ ଥାନ୍ତି = Unreal condition (ଅନିଶ୍ଚିତ/କାଲ୍ପନିକ ପରିସ୍ଥିତି : ବକ୍ତା ଏହି କ୍ଷଣ ରେ ଧନୀ ନୁହେଁ).
'If I were rich' = Conditional clause.
Unreal condition ରେ 'conditional clause' ର ସଂଗଠନ: If + Simple past.
Note: If I were rich -> ଯେହେତୁ, ଏହା ଏକ କାଲ୍ପନିକ ସ୍ଥିତି, ତେଣୁ ଏଠାରେ 'was' ସ୍ଥାନରେ 'were' ଲଗା ଯାଇଛି.
'Was' ଭୁଲ ନୁହେଁ, କିନ୍ତୁ ଯେବେ ଆମେ କାଲ୍ପନିକ କିମ୍ବା ଅବାସ୍ତବିକ ସ୍ଥିତି ବିଷୟରେ କହୁଛେ, ତେବେ ଏକବଚନ ସଂଜ୍ଞା/ସର୍ବନାମ ସହିତ ମଧ୍ୟ 'were' ଲଗାଯାଏ.

I wouldn't have to work hard = ପରିସ୍ଥିତି (condition) ର ସମ୍ଭବପର ପରିଣାମ (main clause).
I wouldn't have to drive if I had a driver = ଯଦି ମୋ ପାଖରେ ଗୋଟେ ଡ୍ରାଇଭର ଥାନ୍ତା, ମତେ ଗାଡି ଚଲେଇବାକୁ ପଡି ନଥାନ୍ତା.
କୌଣସି ଅନିଶ୍ଚିତ (କାଲ୍ପନିକ) ପରିସ୍ଥିତି ର ସମ୍ଭବ ପରିଣାମ ବିଷୟରେ କଥା ହେବା ପାଇଁ ଆମେ 'would' + କ୍ରିୟାର ଅପରିବର୍ତ୍ତିତ ରୁପ ବ୍ୟବହାର କରୁ.
ଯଦି ମୋ ପାଖରେ ଡ୍ରାଇଭର୍ ଥାନ୍ତା = ଅନିଶ୍ଚିତ(କାଲ୍ପନିକ) ପରିସ୍ଥିତି (unreal condition).
ମତେ ଗାଡି ଚଲେଇବାକୁ ପଡି ନଥାନ୍ତା = ପରିସ୍ଥିତି ର ସମ୍ଭବପର ପରିଣାମ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If I spoke English, I ______
would
am
have
does
'ଯଦି ତୁମେ ଶୀଘ୍ର ଶୋଇବାକୁ ଯାଇଥାନ୍ତ, ତାହାଲେ ତୁମେ ଏତେ ହାଲିଆ ହେଇ ନଥାନ୍ତ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
If you went to bed earlier, you would not be so tired.
If you went to bed earlier, you are not so tired.
'ଯଦି ପାଗ ଏତେ ଖରାପ ନଥାନ୍ତା, ତାହାଲେ ଆମେ ପାର୍କ୍ କୁ ଯାଇଥାନ୍ତୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
If the weather isn't so bad, we would go to the park.
If the weather wasn't so bad, we would go to the park.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If I ______
knew
would knew
know
was knew
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If I were taller, I ______
would wore
would worn
was wore
would wear
ଟିପ୍
I would have taken a picture of the cat if I had seen it. = ମୁଁ ସେହି ବିଲେଇ ର ଛବି ଉଠେଇ ଦେଇଥାନ୍ତି ଯଦି ମୁଁ ତାକୁ ଦେଖିଥାନ୍ତି.

ଏଠାରେ ବକ୍ତା ବିଲେଇକୁ ଦେଖି ପାରିଲା ନାହିଁ, 'ମୁଁ ସେ ବିଲେଇକୁ ଦେଖିଥିଲେ ଛବି ଉଠେଇ ଦେଇଥାନ୍ତି'
=
ଯେବେ ଆମେ ଏମିତି ଘଟଣାର ପରିଣାମ ବିଷୟରେ କଥା ହେଉ, ଯେଉଁଟା ପ୍ରକୃତରେ Past tense ରେ ଘଟିନି, ତେବେ ମୁଖ୍ୟ ବାକ୍ୟରେ 'would have' + 'past participle' ର ପ୍ରୟୋଗ କରୁ. Eg: 'ମୁଁ ଦେଖିଥିଲେ, ଛବି ଉଠେଇଥାନ୍ତି'.
ବ୍ୟତିତ ସମୟରେ, ବକ୍ତା ବିଲେଇକୁ ଦେଖିନି, କିନ୍ତୁ ସେ ଏହା କହିବାର ପ୍ରୟାସ କରୁଛି କି ଯଦି ଘଟଣା ଟା ଘଟି ଥାନ୍ତା, ସେ କଣ କରି ଥାନ୍ତା.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If I had lived a hundred years ago, I ______
not would have
wouldn't had
wouldn't have
wouldn't has
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The tourists ______
wouldn't have be able
wouldn't had been able
wouldn't have been able
wouldn't have able
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If I had known it was your seat, I ______
wouldn't have sit
wouldn't have sat
wouldn't had sit
wouldn't not have sat
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If you had warned me, I ______
wouldn't have tell
wouldn't have told
wouldn't told
wouldn't had told
ଯଦି ମୁଁ ଶୀଘ୍ର ଶୋଇବାକୁ ପଳେଇଥାନ୍ତି, ତାହାଲେ ମୁଁ ଟ୍ରେନ୍ ଧରି ଦେଇ ଥାନ୍ତି.
    • go to bed early
    • went to bed early
    • If I had
    • caught the train.
    • I would have
    • gone to bed early
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    If you had studied harder, you ______
    would have passed
    would have pass
    would had passed
    would had pass
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    If she hadn't been driving slowly, she ______
    would have
    would have had
    would had
    would had have
    ତାର ଠିକଣା ମିଳିଗଲେ ଆପଣ କଣ କରିବେ?
    • find his
    • what would you do,
    • address?
    • what would you did
    • if you
    • what would you done
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ