Possessive Adjectives - ସମ୍ବନ୍ଧବାଚକ ବିଶେଷଣ ବିଷୟରେ ଶିଖନ୍ତୁ
try Again
Tip1:hello
Lesson 18
Possessive Adjectives - ସମ୍ବନ୍ଧବାଚକ ବିଶେଷଣ ବିଷୟରେ ଶିଖନ୍ତୁ
This=ଏହା
is=ହେଉଛି
a=ଏକ
This=ଏହିଟା
is=ହେଉଛି
my=ମୋର
'ଏହି ଟା ହେଉଛି ମୋର ଗାଡି ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟଂ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
This is mine car
This is my car
This car is my
My car is that
ଟିପ୍
This is my car = ଏହିଟା ହେଉଛି ମୋର ଗାଡି
My car = ମୋର ଗାଡି
My ଗାଡି ର ବର୍ଣନ କରେ. ସେଇଥି ପାଇଁ ଏହ ଟା ଏକ ସମ୍ବନ୍ଧ ବୋଧକ ବିଶେଷଣ ଅଟେ.
This car is mine = ଏହି ଗାଡି ଟା ମୋର.
ଯଦିଓ, mine = ମୋର, କିନ୍ତୁ ସେଇଟା ଏକ ସମ୍ବନ୍ଧ ବୋଧକ ବିଶେଷଣ ନୁହେଁ.

ସେଇଟା ହେଉଛି ଏକ ସର୍ବନାମ ଓ ସାଧାରଣତଃ ବାକ୍ୟ ର ଶେଷ ରେ ଆସେ.

(This car is mine = ଏହି ଗାଡି ଟା ମୋର vs. This is my car = ଏହି ଟା ହେଉଛି ମୋର ଗାଡି).
ଇଂରାଜୀ ରେ ଅନୁବାଦ କରନ୍ତୁ
ଏହିଟା ହେଉଛି ମୋର ଗାଡି
ଇଂରାଜୀ ରେ ଅନୁବାଦ କରନ୍ତୁ
ଏହି ଟା କଣ ଆପଣଙ୍କର କୁକୁର?
ଇଂରାଜୀ ରେ ଅନୁବାଦ କରନ୍ତୁ
ଆମର
ଇଂରାଜୀ ରେ ଅନୁବାଦ କରନ୍ତୁ
ତାର ସ୍ଵାମୀ
ଇଂରାଜୀ ରେ ଅନୁବାଦ କରନ୍ତୁ
ଆପଣଙ୍କର ଭଉଣୀ ମାନେ
ଇଂରାଜୀ ରେ ଅନୁବାଦ କରନ୍ତୁ
ଏହି ଟା କଣ ଆପଣଙ୍କର କୁକୁର?
ଇଂରାଜୀ ରେ ଅନୁବାଦ କରନ୍ତୁ
ଆପଣଙ୍କର କୁକୁର ଗୁଡିକ
ଏହିଟା ମୋର କୁକୁର ନୁହଁ
    • dog
    • is
    • not
    • my
    • this
    • has
    ଅଡିଓ ଶୁଣିକି, ଓଡିଆ ରେ ସଠିକ୍ ଅନୁବାଦ ବାଛନ୍ତୁ 'Your sister and my brother' ;
    ଆପଣଙ୍କର ଭଉଣୀ ଓ ମୋର ଭାଇ ମାନେ
    ମୋର ଭଉଣୀ ଓ ଆପଣଙ୍କର ଭାଇ
    ଆପଣଙ୍କର ଭଉଣୀ ଓ ମୋର ଭାଇ
    ଆପଣଙ୍କର ଭଉଣୀ ମାନେ ଓ ମୋର ଭାଇ ମାନେ
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଆପଣଙ୍କର ଭଉଣୀ ମାନେ
    ଟିପ୍
    ଆପଣଙ୍କର/ତୁମର/ତୋର = your
    =
    Her=ତାର/ତାଂକର
    sister=ଭଉଣୀ
    is=ଅଟେ
    ଅଡିଓ ଶୁଣି କି, ଓଡିଆ ରେ ସଠିକ୍ ଅନୁବାଦ ବାଛନ୍ତୁ. 'Her sister' ;
    ଆପଣଙ୍କର ଭଉଣୀ
    ମୋର ଭଉଣୀ
    ତାର ଭଉଣୀ (ପୁଲିଂଗ)
    ତାର ଭଉଣୀ (ସ୍ତ୍ରୀଲିଂଗ)
    'ତାର ଭଉଣୀ ମାନେ ସୁନ୍ଦର ନୁହନ୍ତି ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    His sisters are not pretty
    Their sisters are not pretty
    Her sister is not pretty
    his sister is not pretty
    ଉପଯୁକ୍ତ ଶବ୍ଦ ର ଚୟନ କରନ୍ତୁ
    This is ______
    her
    hers
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    This is ______
    me
    mine
    my
    'ମୋର ଭଉଣୀ ମାନେ ଇଂରାଜୀ କୁହନ୍ତି. ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    My sister speaks English
    My sisters speaks English
    My's sisters speak English
    My sisters speak English
    ଇଂରାଜୀ ରେ ଅନୁବାଦ କରନ୍ତୁ
    ତାର ସାଂଗ ଇଂରାଜୀ କୁହେ ନାହିଁ /କହେନି
    ଟିପ୍
    ତାର = his/ her
    =
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    Your friend ______
    speak
    speaking
    speaks
    'ଆପଣଙ୍କର ଭଉଣୀ କଣ ଜାପାନୀ କୁହେ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Do your sister speak Japanese?
    Does your sister speak Japanese?
    Does your sister speaks Japanese?
    Does you're sister speaks Japanese?
    Our=ଆମର
    brother=ଭାଇ
    is=ଅଟେ
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଆମର
    'ଆମର ଭାଇ ମାନେ ସ୍ମାର୍ଟ ଅଟନ୍ତି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Our brother is smart
    Our brothers is smart
    My brothers are smart
    Our brothers are smart
    ଉପଯୁକ୍ତ ଶବ୍ଦ ର ଚୟନ କରନ୍ତୁ
    Our brother ______
    speak
    speaking
    speaks
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    Our brothers ______
    speak
    speaking
    speaks
    'କଣ ଆପଣଙ୍କର ଭାଇ ମାନେ ଜାପାନୀ କୁହନ୍ତି?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    Do your brothers speaks Japanese?
    Do your brothers speak Japanese?
    Does our brothers speak Japanese?
    Does our brothers speaks Japanese?
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    Does
    Do
    Their=ତାଂକର
    parents=ମାତା-ପିତା
    are=ହେଉଛନ୍ତି
    from=ରୁ
    ଉପଯୁକ୍ତ ଶବ୍ଦ ର ଚୟନ କରନ୍ତୁ
    This is ______
    there
    their
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    Theirs
    Their
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    This ______
    are
    am
    is
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    Their
    They
    Them
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଆମର ପିଲା ମାନେ
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    Her
    His
    She
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    Her
    His
    She
    ଇଂରାଜୀରେ ଅନୁବାଦ କରନ୍ତୁ
    ତାର ସ୍ତ୍ରୀ
    ଇଂରାଜୀରେ ଅନୁବାଦ କରନ୍ତୁ
    ତାର ସ୍ବାମୀ
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ