First/Real conditional
try Again
Tip1:hello
Lesson 180
First/Real conditional
ଟିପ୍
=
Conditional Sentences, ଗୋଟେ ସ୍ଥିତି ଏବଂ ସେହି ସ୍ଥିତି ଅନୁସାରେ ତାର ପରିଣାମ ଦର୍ଶାଏ. ଯଦି ସ୍ଥିତି ର ସତ୍ୟ ହେବା ର କିଛି ସମ୍ଭାବନା ଅଛି, ତାହାଲେ ଏମିତି ବାକ୍ୟ ଗୁଡିକୁ 'Real conditional sentences/ First conditional sentence' କୁହା ଜାଏ.
Real condition = ପ୍ରକୃତ ସ୍ଥିତି.

Condition ଦେଖେଇବା ନିମନ୍ତେ ସାଧାରଣତଃ ବାକ୍ୟ ଗୁଡିକ 'if' ରୁ ଆରମ୍ଭ ହୁଏ.
If = ଯଦି.
If I see Peter, I'll tell him to call you = ଯଦି ମୁଁ ପିଟର କୁ ଦେଖେ ତାହାଲେ ତାକୁ କହିବି ତୁମକୁ ଫୋନ୍ କରିବ.

ଏଠାରେ 'I' ର ପିଟର ସହିତ ଭବିଷ୍ୟ ରେ ସାକ୍ଷାତ କରିବା ର ସମ୍ଭାବନା ଅଛି ତେଣୁ ଏହିଟା ହେଉଛି 'real' condition' (ପ୍ରକୃତ ସ୍ଥିତି).
ଏଠାରେ, If I see Peter (ଯଦି ମୁଁ ପିଟର କୁ ଦେଖିଲି) = Conditional Clause
I'll tell him to call you (ତାକୁ କହିବି ତୁମକୁ ଫୋନ୍ କରିବ) = Main Clause.
'ଯଦି ବର୍ଷା ହେଲା, ତାହାଲେ ମୁଁ ସ୍କୂଲ୍ ଯିବି ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If it rains, I won't goes to school.
If it rains, I won't go to school.
If it rain, I won't go to school.
If it rains, I won't gone to school.
'ଯଦି ମୁଁ ପଢା ସାରି ଦେଉଛି ତାହାଲେ ଆଜି ରାତିରେ ପାର୍ଟୀ କୁ ଯିବି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If I finish studying, I'll go to the party tonight.
If I finish study, I'll go to the party tonight.
If I finish studying, I'll goes to the party tonight.
If I am finish studying, I'll go to the party tonight.
ଟିପ୍
If you are in a hurry, I will call a taxi. = ଯଦି ଆପଣଙ୍କୁ ତରତର ଅଛି ତାହାଲେ ମୁଁ ଟ୍ୟାକ୍ସୀ ଡାକି ଦେବି.
ଯଦି 'if' ରୁ ଆରମ୍ଭ ହେଉ ଥିବା ବାକ୍ୟ ର ଭବିଷ୍ୟତରେ ହେବାର ସମ୍ଭାବନା ଥାଏ - ତେବେ 'first/real conditional' ର ପ୍ରୟୋଗ କରାଯାଏ.
=
ବାକ୍ୟରେ 'you' ର ବର୍ତ୍ତମାନ ରେ ବିଳମ୍ବିତ ହେବା ର (ନହଲେ ତରତର ରେ ଥିବା ର) ସମ୍ଭାବନା ଅଛି.
'ଯଦି ଆପଣ ଭୋକିଲା ଅଛନ୍ତି, ତାହାଲେ ମୁଁ ଆପଣଙ୍କ ପାଇଁ ରାନ୍ଧି ଦେବି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If you are hungry, I am cook for you.
If you will hungry, I will cook for you.
If you are hungry, I will cooking for you.
If you are hungry, I will cook for you.
ଟିପ୍
If you need a ticket, I can get one for you. = ଯଦି ଆପଣଙ୍କୁ ଟିକେଟ୍ ଦରକାର, ମୁଁ ଆପଣଙ୍କ ପାଇଁ ନେଇ ଆସି ପାରିବି.
'Real/first conditional' ର ପ୍ରୟୋଗ, କିଛି ଯାଚିବା କିମ୍ବା ପରାମର୍ଶ ଦେବା ପାଇଁ କରାଯାଏ.
=
ଏଠାରେ ଟିକେଟ୍ ଆଣିବା ପାଇଁ ଯଚା ହେଇଛି.
'ଯଦି ଆପଣଙ୍କୁ ଗୋଟେ ବହି ଦରକାର ତାହାଲେ ମୁଁ ଆପଣଙ୍କ ପାଇଁ ଆଣି ଦେଇ ପାରିବି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If you needed a book, I can get one for you.
If you need a book, I can get one for you.
If you are need a book, I can get one for you.
If you need a book, I am get one for you
ଟିପ୍
If you don't behave well, you will regret it. = ଯଦି ଆପଣ ଭଲ ବ୍ୟବହାର ନ କରିବେ, ତାହାଲେ ଆପଣ ଅନୁତାପ କରିବେ.
ଧମକ ଦେବା କିମ୍ବା ସତର୍କ କରିବା ପାଇଁ 'Real/first conditional' ର ପ୍ରୟୋଗ କରାଯାଏ.
=
ସଂଗଠନ:
If+subject+Simple Present + subject+will/won't.
'ଯଦି ଆପଣ ନିୟମ ର ପାଳନ ନ କରିବେ, ତାହାଲେ ଆପଣଙ୍କୁ ଦଣ୍ଡିତ କରା ଯିବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If you don't follow the rules, you will be punish.
If you doesn't follow the rules, you will be punished.
If you don't follow the rules, you will be punished.
If you don't follow the rules, you could be punished.
ଟିପ୍
If you are studying for the test, I'll come back later. = ଯଦି ତୁମେ ଟେସ୍ଟ୍ ପାଇଁ ପଢୁଛ, ତାହାଲେ ମୁଁ ପରେ ଆସିଯିବି.
'If' ରୁ ଆରମ୍ଭ ହେଉ ଥିବା ବାକ୍ୟ ରେ କ୍ରିୟା '+ing' ର ପ୍ରୟୋଗ କରାଯାଇ ପାରିବ.
=
'ଯଦି ଆପଣ ଶୋଇଛନ୍ତି ତାହାଲେ ମୁଁ ଆପଣଙ୍କୁ ହୈରାଣ କରିବି ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If you are sleeping, I won't disturb you.
If you sleep, I won't disturb you.
If you are sleeping, I won't disturbed you.
If you are sleeping, I won't not disturb you
ଟିପ୍
If I arrive before 5, I will give Neha the message. = ଯଦି ମୁଁ 5ଟା ପୁର୍ବରୁ ପହଞ୍ଚିଲି, ତାହାଲେ ମୁଁ ନେହାକୁ ମେସେଜ୍ ଦେଇ ଦେବି.
ଯଦି ଆମେ କୌଣସି ଘଟଣାର ଘଟିବା ବିଷୟରେ ଅନିଶ୍ଚିତ ଥାଉ, ତେବେ 'if' ରୁ ଆରମ୍ଭ ହେଉ ଥିବା ବାକ୍ୟରେ 'will' ର ପ୍ରୟୋଗ ମଧ୍ୟ କରା ଯାଇ ପାରିବ. ଏଠାରେ 'I' ର 5ଟା ପୁର୍ବରୁ ପହଞ୍ଚିବା ର ସମ୍ଭାବନା ଅଛି.
If I should arrive before 5, I will give Neha the message/
Should I arrive before 5, I will give Neha the message.
= ଯଦି ମୁଁ 5ଟା ପୁର୍ବରୁ ପହଞ୍ଚିଲି, ତାହାଲେ ମୁଁ ନେହାକୁ ମେସେଜ୍ ଦେଇ ଦେବି.
ଏଠାରେ 'I' ର 5ଟା ପୁର୍ବରୁ ପହଞ୍ଚିବାର ସମ୍ଭାବନା କମ ଅଛି, ତେଣୁ 'should' ର ପ୍ରୟୋଗ କରା ଯାଇଛି.
ଟିପ୍
You will miss the bus if you don't run. = ତୁମେ ନ ଦୌଡ଼ିଲେ, ବସ୍ ମିସ୍ କରିଦେବ.
ନକାରତ୍ମକ 'first conditional' ବାକ୍ୟରେ 'if + not/don't' ଜାଗାରେ 'unless' ର ପ୍ରୟୋଗ କରା ଯାଇପାରିବ.
You will miss the bus unless you run. = ଯଦି ଆପଣ ଦୌଡିବେନି, ତେବେ ବସ୍ ମିସ୍ ହେଇଯିବ.
'Unless' ପ୍ରୟୋଗ କରିବାରୁ, ନକାରତ୍ମକ ସ୍ଥିତିଟା ସ୍ପଷ୍ଟ ହେଇ ଯାଉଛି, ତେଣୁ 'not'/ 'don't' ଲଗେଇବା ଦରକାର ନାହିଁ
'ଯଦି ଆପଣ ସାବଧାନ ନହେଲେ, ତାହାଲେ ଆପଣ ନିଜକୁ ଆଘାତ କରି ଦେବେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
You will hurt yourself unless you are not careful.
You will hurts yourself unless you are careful.
You will hurt yourself unless you are careful.
You will hurt yourself unless you will careful.
'ଯଦି ମୁଁ ଦଶଟା ବାଜିବା ପରେ ପହଞ୍ଚିଲି, ତାହାଲେ ମୁଁ ଆପଣଙ୍କ ସହିତ ଦେଖା କରି ପାରିବି ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If I should reached after 10, I won't be able to meet you.
If I should reach after 10, I won't be able to meet you.
If I reach before 10, I won't be able to meet you.
Should If I reach at 10, I won't be able to meet you.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If the weather is good tomorrow, we ______
are go
will go
will going
are gone
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If you ______
work
works
worked
working
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If we go for a walk tomorrow, ______
tell
tells
told
you told
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You ______
won't not be late
won't be later
won't late
won't be late
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I will be very angry, if you ______
does
done
do
did
ଯଦି ଆପଣଙ୍କୁ ଡେରି ହେଉଛି, ତାହାଲେ ମୁଁ ଆପଣଙ୍କୁ ଛାଡି ଦେବି.
    • late, I am
    • late, I will
    • you are getting
    • drop you.
    • if
    • you are get
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ