Second/Unreal conditional
try Again
Tip1:hello
Lesson 181
Second/Unreal conditional
ଟିପ୍
If I did not have so much work, I would go out tonight. = ଯଦି ମୋ ପାଖରେ ଏତେ କାମ ନଥାନ୍ତା, ମୁଁ ଆଜି ରାତିରେ ବାହାରକୁ ଯାଇଥାନ୍ତି.
ଏମିତି ଘଟଣା ଯାହାର ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ, ତା ପାଇଁ 'second/unreal conditionals' ବ୍ୟବହାର କରାଯାଏ.
=
ଏଠାରେ ଏହା ସ୍ପଷ୍ଟ ଯେ ବହୁତ କାମ ଅଛି, ତେଣୁ 'କାମ ନଥିବାର' ସମ୍ଭାବନା ନାହିଁ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If Neha ______
knew
know
would know
known
ଟିପ୍
If he wasn't so angry, I would talk to him. = ଯଦି ସେ ଏତେ ରାଗି ନଥାନ୍ତା, ତାହାଲେ ମୁଁ ତା ସହିତ କଥା ହେଇ ଥାନ୍ତି.
ବର୍ତ୍ତମାନ କିମ୍ବା ଭବିଷ୍ୟତ କାଳର ଅବାସ୍ତବିକ ଘଟଣା ବିଷୟରେ କଥା ହେବା ପାଇଁ 'second/unreal conditionals' ର ପ୍ରୟୋଗ କରାଯାଏ.
=
ସେ ରାଗିଛି, ତେଣୁ ତାର 'ରାଗି ନଥାନ୍ତା' ପରିସ୍ଥିତି ଅବାସ୍ତବିକତା କୁ ଦର୍ଶାଉଛି.
'ଯଦି ଏତେ ଥଣ୍ଡା ନ ହେଇଥାନ୍ତା ତାହାଲେ ମୁଁ ଜଙ୍ଗଲ ରେ ବୁଲିବାକୁ ଯାଇଥାନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If it wasn't/weren't so cold, I would go for a walk in the woods.
If it wasn't/weren't so cold, I could go for a walk in the woods.
If it didn't so cold, I would go for a walk in the woods.
If it wasn't/weren't so cold, I will go for a walk in the woods.
'ଯଦି ପିଲା ମାନେ ଏଠାରେ ଖେଳୁଥାନ୍ତେ, ତାହାଲେ ଏତେ ଶାନ୍ତି ନଥାନ୍ତା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If the kids were playing here, it wouldn't be so quite.
If the kids were playing here, it hadn't be so quiet.
If the kids are playing here, it wouldn't be so quiet.
If the kids were playing here, it wouldn't be so quiet.
'ଯଦି ଛାତ୍ର ମାନେ ପଢୁ ଥାନ୍ତେ, ତାହାଲେ ବହୁତ ଶାନ୍ତ ଲାଗୁଥାନ୍ତା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If the students were studying, it would so quiet.
If the students was studying, it would be so quiet.
If the students were studying, it could be so quiet.
If the students were studying, it would be so quiet.
'ବର୍ଷା ଯଦି ନହେଲା ତାହାଲେ ଆମେ ମାନେ ବାହାରକୁ ଯିବା. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
We will go out, in case it doesn't rains.
We will go out, in case it doesn't rain.
We had go out, in case it doesn't rain.
We will go out, in case it don't rain.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We would buy some books, if we ______
have
had
has
did
'ଯଦି ମୋ ପାଖରେ ନୁଆ ପୋଷାକ ଥାନ୍ତା, ତାହାଲେ ମୁଁ ପାର୍ଟୀ କୁ ପିନ୍ଧି ଥାନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If I had new clothes, I would wear them to the party.
If I had new clothes, I would worn them to the party.
If I had new cloth, I would wear to the party.
If I have new clothes, I would wear to the party
'ଯଦି ଆମ ପାଖରେ କମ୍ପ୍ୟୁଟର ଥାନ୍ତା, ତାହାଲେ ଆମେ ଏହାକୁ ଆହୁରି ଶୀଘ୍ର କରି ପାରନ୍ତୁ. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
If we have a computer, we could do this more quickly.
If we had a computer, we would do this more quickly.
If we had a computer, we could have done this more quickly.
If we had a computer, we could do this most quickly.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
would called
am call
would call
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If I ______
did not have
do not have
did not had
did not has
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If Rama had a map in the car, she ______
would not get lossed
would not get loss
would not get lose
would not get lost
ସେମାନେ କିଛି ଟା ଫୋଟ ଉଠେଇ ଦେଇଥାନ୍ତେ, ଯଦି ସେମାନଙ୍କ ପାଖରେ କ୍ୟାମେରା ଥାନ୍ତା.
    • a camera.
    • taken
    • if they had
    • They would have
    • some pictures,
    • if they have
    ଆମେ ଆଜି ଅପରାହ୍ନ ରେ ଟେନିସ୍ ଖେଳିଥାନ୍ତୁ, ଯଦି କୋର୍ଟ୍ ଟା ଏତେ ଓଦା ନଥାନ୍ତା.
    • if the court was
    • played tennis
    • not so wet.
    • this afternoon,
    • We would have
    • we can
    ଯଦି ମୁଁ ଆପଣଙ୍କ ସ୍ଥାନରେ ଥାନ୍ତି, ତାହାଲେ ମୁଁ ସେହି ଗାଡି ଟା କିଣି ଦେଇ ଥାନ୍ତି.
    • that car.
    • If
    • I would have
    • I were
    • bought
    • you
    ଇଂରାଜୀ ରେ ଅନୁବାଦ କରନ୍ତୁ.
    ଯଦି ମୁଁ ମ୍ୟାଚ୍ ଜିତି ଥାନ୍ତି, ମୋର ମାଁ ଖୁସି ହେଇ ଯାଇଥାନ୍ତେ.
    ଆମେ ଖେଳିବୁ, ଯଦି ତାର ବାପା ନ ଆସିଲେ.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ