Interview ରେ କଣ କଥା ହେବା ଶିଖନ୍ତୁ
try Again
Tip1:hello
Lesson 182
Interview ରେ କଣ କଥା ହେବା ଶିଖନ୍ତୁ
ଡାଏଲଗ୍ ଶୁଣନ୍ତୁ
Question 1: Tell me something about yourself.
ନିଜ ବିଷୟରେ କିଛି କୁହନ୍ତୁ.


I am a very hard working and dedicated person. I have a lot of experience in sales and marketing. My educational background is very strong. I was always good at academics. My interest areas include sales, marketing, and customer support.
ମୁଁ ହେଉଛି ଜଣେ ବହୁତ ପରିଶ୍ରମୀ ଏବଂ ସମର୍ପିତ ବ୍ୟକ୍ତି. ମତେ ସେଲ୍ସ୍ ଓ ମାର୍କେଟିଂଗ୍ ର ବହୁତ ଅନୁଭବ ଅଛି. ମୋର ଶିକ୍ଷା ଅନ୍ତରାଳ ବହୁତ ଭଲ. ମୁଁ ପଢା ରେ ସବୁବେଳେ ଭଲ ଥିଲି. ମୋର ରୁଚି କ୍ଷେତ୍ର ହେଉଛି ସେଲ୍ସ୍, ମାର୍କେଟିଂଗ୍ ଏବଂ ଗ୍ରାହକ ସେବା.


Great!
ବହୁତ ଭଲ!


ଟିପ୍
Tell me something about yourself. = ନିଜ ବିଷୟରେ କିଛି କୁହନ୍ତୁ.
ଯେ କୌଣସି ସମୟରେ ଏହି ପ୍ରଶ୍ନ ଟା ଆପଣଙ୍କୁ ପଚରା ଯାଏ, ଚେଷ୍ଟା କରିବେ କି ନିଜ 'CV' ଛଡା ଅଲଗା କିଛି ନୁଆ କଥା କହିବା ପାଇଁ. ସାଧାରଣତଃ ଏହି ପ୍ରଶ୍ନର ଉତ୍ତର ଦେଲା ବେଳେ, ଆପଣଙ୍କୁ ଆଉ ଥରେ ନିଜ ନାଁ କହିବା ଦରକାର ନାହିଁ. ଆପଣ କେବଳ ଏହା କହିବାକୁ ଚେଷ୍ଟା କରନ୍ତୁ କି ଆପଣ ଏହି ଚାକିରୀ ପାଇଁ କାହିଁକି ଯୋଗ୍ୟ.
=
କଣ 'Myself Pankaj' ନାଁ କହିବା ର ସଠିକ ଉପାୟ?
Yes
No
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
am have a lot of
have a lot of
have very much
having a lot of
'ମୋର ବିଶେଷ ଜ୍ଞାନ ଖେତ୍ର ରେ ସେଲ୍ସ୍ ଓ ମାର୍କେଟିଂଗ୍ ସମ୍ମିଳିତ ଅଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
My areas of expertise include sales and marketing.
My areas of expertise includes sales and marketing.
My areas of expertise are include sales and marketing.
My areas of expertise including sales and marketing.
ମୁଁ ଲେଖିବା କୁ ନେଇ ବହୁତ ଆବେଗପୁର୍ଣ୍ଣ.
    • am
    • very
    • I
    • about
    • writing.
    • passionate
    ମୋ ପାଖରେ ଗ୍ରାହକ ସେବାରେ ତିନି ବର୍ଷର ଅନୁଭୁତି ଅଛି.
    • in
    • 3 years
    • of
    • experience
    • customer support.
    • I have
    ମୁଁ ମୁମ୍ବଈ ଠାରୁ, କିନ୍ତୁ ଦିଲ୍ଲୀ ରେ ରହୁଛି.
    • I am
    • living in
    • from Mumbai,
    • I have been
    • Delhi.
    • but
    ଡାଏଲଗ୍ ଶୁଣନ୍ତୁ
    Tell me something about yourself.
    ନିଜ ବିଷୟରେ କିଛି କୁହନ୍ତୁ.


    I am originally from Punjab but have been living in Delhi since 2001. I am very passionate about banking. I have several years of experience in banking and insurance. I am very dedicated and loyal.
    ମୁଁ ମୁଳତଃ ପଂଜାବ୍ ରୁ, କିନ୍ତୁ 2001ରୁ ମୁଁ ଦିଲ୍ଲୀ ରେ ରହୁଛି . ମୁଁ ବ୍ୟାଙ୍କ୍ନ୍କିଂଗ୍ କୁ ନେଇ ବହୁତ ଆବେଗପୁର୍ଣ. ମତେ ବ୍ୟାଙ୍କ୍ନ୍କିଂଗ୍ ଓ ଇନ୍ଶୁରନ୍ସ୍ ରେ ବହୁତ ବର୍ଷର ଅନୁଭବ ଅଛି. ମୁଁ ବହୁତ ସମର୍ପିତ ଏବଂ ଅନୁଗତ.


    ଡାଏଲଗ୍ ଶୁଣନ୍ତୁ
    Why do you want this job?
    ଆପଣଙ୍କୁ ଏହି ଚାକିରୀ କାହିଁକି ଦରକାର?


    I am really passionate about the education sector. I really like what your company is doing in this sector. I always wanted to work for a growing company like yours. I feel, I will be able to learn a lot.
    ମୁଁ ଶିକ୍ଷା କ୍ଷେତ୍ର ବିଷୟରେ ବହୁତ ଆବେଗପୁର୍ଣ. ବାସ୍ତବରେ ଆପଣଙ୍କ କମ୍ପାନୀ ଏହି କ୍ଷେତ୍ର ରେ ଯେଉଁ କାର୍ଯ୍ୟ କରୁଛି, ତାହା ମତେ ବହୁତ ପସନ୍ଦ. ମୁଁ ସବୁବେଳେ ଆପଣଙ୍କ ଭଳିଆ ଗୋଟେ ବୃଦ୍ଧି କରୁଥିବା କମ୍ପାନୀ ସହିତ କାମ କରିବାକୁ ଚାହୁଁଥିଲି. ମତେ ଲାଗୁଛି, ମୁଁ ବହୁତ କିଛି ଶିଖି ପାରିବି.


    'ମତେ ଲାଗୁଛି କି ମୁଁ ଏଠାରେ ବହୁତ ଶିଖି ପାରିବି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I feel I will be able to learn a lot here.
    I am feel I will be able to learn a lot here.
    I feel I am able to learn a lot here.
    I am feeling I will be able to learn a lot here.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I am ______
    really passionate
    really passionate about
    really passionate in
    really passionate at
    ଆପଣ ରିଅଲ୍ ଏସ୍ଟେଟ୍ କ୍ଷେତ୍ର ରେ ଯାହା କରୁଛନ୍ତି ତାହା ମତେ ବହୁତ ପସନ୍ଦ.
    • what you
    • doing
    • real estate sector.
    • in the
    • I like
    • are
    ମୁଁ ସବୁ ବେଳେ ଗୋଟେ ମଲ୍ଟି ନାସ୍ନାଲ୍ କମ୍ପାନୀ ରେ କାମ କରିବାକୁ ଚାହୁଁଥିଲି.
    • wanted
    • I always
    • to worked
    • to work
    • for
    • an MNC.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    am always want to work
    always wanted to work
    always wanted to worked
    always wanted to be work
    ଡାଏଲଗ୍ ଶୁଣନ୍ତୁ
    Why should we hire you?
    ଆମକୁ ଆପଣଙ୍କୁ ନିଯୁକ୍ତ କାହିଁକି କରିବୁ?


    I feel my expertise in the area of sales makes me a great fit for your organization. Also, I am really passionate about the IT sector. I also feel I will be a great fit in your company's culture. I have also led sales teams before so I will be a good fit for the position of a sales manager.
    ମତେ ଲାଗୁଛି ସେଲ୍ସ୍ କ୍ଷେତ୍ର ରେ ମୋର ବିଶେଷଜ୍ଞତା ମତେ ଆପଣଙ୍କ କମ୍ପାନୀ ପାଇଁ ଯୋଗ୍ୟ କରୁଛି. ଏହା ଛଡା, ମୁଁ ଆଇ.ଟି. କ୍ଷେତ୍ର ବିଷୟରେ ବହୁତ ଆବେଗପୁର୍ଣ. ମୁଁ ଆପଣଙ୍କ କମ୍ପାନୀ ସଂସ୍କୃତି ରେ ମଧ୍ୟ ଫିଟ୍ ହେଇ ଯିବି. ଏହା ପୁର୍ବରୁ ମଧ୍ୟ ମୁଁ ସେଲ୍ସ୍ ଟିମ୍ ର ନେତୃତ୍ବ କରି ସାରିଛି ସେଇଥି ପାଇଁ ମୁଁ ସେଲ୍ସ୍ ମ୍ୟାନେଜର ର ପଦ ପାଇଁ ଯୋଗ୍ୟ ହେବି.


    'ମୋର ବିଶେଷଜ୍ଞତା ମତେ ଆପଣଙ୍କ କମ୍ପାନୀ ପାଇଁ ଯୋଗ୍ୟ ବନଉଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    My expertise makes me a great fit for your organization.
    My expertise is make me a great fit for your organization.
    My expertise makes me a great fit on your organization.
    My expertise makes I am a great fit for your organization.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    am manage
    did managed
    have managed
    have been managed
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I am ______
    great fit
    a great fit
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    am leading
    leaded
    have led
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ