ଆପଣଙ୍କର ମନପସନ୍ଦ hero, heroin ଉପରେ ଆଲୋଚନା
try Again
Tip1:hello
Lesson 183
ଆପଣଙ୍କର ମନପସନ୍ଦ hero, heroin ଉପରେ ଆଲୋଚନା
'ଅମିତାଭ୍ ବଚନ୍ ମୋର ସବୁଠାରୁ ପ୍ରିୟ ଅଭିନେତା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Amitabh Bachchan is my most favourite actor.
Amitabh Bachchan is my favouritest actor.
Amitabh Bachchan is mine most favourite actor.
Amitabh Bachchan is my Favourite actor.
'ସେ ପ୍ରଥମ ଥର 1970 ର ଦଶକ ରେ ଲୋକପ୍ରିୟତା ପ୍ରାପ୍ତ କରିଥିଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
He first gained popularity in the 1970s.
He first gains popularity in the 1970s.
He first gain popularity in the 1970s.
He first had gained popularity in the 1970s.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Shahrukh Khan ______
one gained
first gained
first gains
'ଅମିତାଭ୍ ବଚନ୍ 'ଆଙ୍ଗ୍ରୀ ୟଂଗ୍ ମ୍ୟାନ୍' ରୁପେ ବିଦିତ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Amitabh Bachchan is known as 'the angry young man'.
Amitabh Bachchan knew as 'the angry young man'.
Amitabh Bachchan was known as 'the angry young man'.
Amitabh Bachchan had been known as 'the angry young man'.
ହୃତିକ୍ ରୋଶନ୍ ନିଜ ନୃତ୍ୟ କୌଶଳ ପାଇଁ ଜଣା ଜାନ୍ତି.
    • Hrithik Roshan
    • for
    • was
    • knew
    • his dancing skills.
    • is known
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Amitabh Bachchan ______
    has won
    has win
    win
    wins
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Amitabh Bachchan ______
    won
    win
    winned
    has won
    ଶାହରୁଖ୍ ଖାନ୍ 1992 ମସିହା ରେ ନିଜ ବଲିୟୁଡ଼ କ୍ୟାରିୟର ର ପ୍ରାରମ୍ଭ କରିଥିଲେ.
    • in 1992.
    • Shahrukh Khan
    • Bollywood debut
    • made
    • make
    • his
    ଡାଏଲଗ୍ ଶୁଣନ୍ତୁ
    Who is your favorite actor?
    ଆପଣଙ୍କର ପ୍ରିୟ ଅଭିନେତା କିଏ?


    My favorite actor is Amitabh Bachchan.
    ମୋର ପ୍ରିୟ ଅଭିନେତା ହେଉଛନ୍ତି ଅମିତାଭ୍ ବଚନ୍.


    Do you know anything about him?
    କଣ ଆପଣ ତାଙ୍କ ବିଷୟରେ କିଛି ଜାଣିଛନ୍ତି?


    Yes! He was born in Allahabad, Uttar Pradesh. His father Harivansh Rai Bachchan was a Hindi poet.
    ହଁ ! ତାଙ୍କର ଜନ୍ମ ଇଲାହବାଦ, ଉତ୍ତର ପ୍ରଦେଶ ରେ ହେଇ ଥିଲା. ତାଙ୍କ ପିତା ହରିବଂଶ ରାୟ ବଚନ୍, ଏକ ହିନ୍ଦୀ କବି ଥିଲେ.


    Ok!
    ହଉ!


    He is married to Jaya Bhaduri. The couple have two children, Shweta Nanda and Abhishek Bachchan.
    ତାଙ୍କ ବିବାହ ଜୟା ବଚନ୍ ସହିତ ହେଇଛି. ଦମ୍ପତିଙ୍କ ର ଦୁଇଟି ପିଲା ଅଛନ୍ତି, ଶ୍ବେତା ନନ୍ଦା ଏବଂ ଅଭିଶେଖ୍ ବଚନ୍.


    Wow! You know a lot about him!
    ବାଃ! ଆପଣ ତାଙ୍କ ବିଷୟରେ ବହୁତ କିଛି ଜାଣିଛନ୍ତି!


    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Shahrukh Khan ______
    is born
    was born
    was borned
    is borned
    ହୃତିକ ରୋଶନ୍ ଙ୍କ ପିତା ହେଉଛନ୍ତି ଜଣେ ଅଭିନେତା ଏବଂ ନିର୍ଦେଶକ.
    • father
    • and director.
    • Hrithik Roshan's
    • is
    • an actor
    • has
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Madhuri Dixit ______
    play
    played
    playd
    was played
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Sharukh Khan was seen in a ______
    villainously role
    villainy role
    villain role
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Kajol's ______
    perform
    performer
    performance
    performed
    DDLJ ଏକ ବହୁତ ସଫଳ ଫିଲିମ୍ ଥିଲା.
    • a
    • was
    • DDLJ
    • had
    • the
    • blockbuster.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Shahrukh Khan ______
    saw
    see
    was seen
    has seen
    ଡାଏଲଗ୍ ଶୁଣନ୍ତୁ
    Who is your favorite actor?
    ଆପଣଙ୍କ ପ୍ରିୟ ଅଭିନେତା କିଏ?


    I really like Amir Khan. What about you?
    ମତେ ଆମିର ଖାନ୍ ବହୁତ ପସନ୍ଦ. ଆପଣଙ୍କୁ?


    I am a big fan of Salman Khan!
    ମୁଁ ସଲମାନ୍ ଖାନ୍ ର ବହୁତ ବଡ ପ୍ରଶଂସକ!


    I think Amir's movies are more meaningful.
    ମତେ ଲାଗେ କି ଆମିର ଖାନ୍ ର ଫିଲ୍ମ୍ ଅଧିକ ଅର୍ଥପୂର୍ଣ୍ଣ ଅଟେ.


    Yes, but Salman's movies are hilarious. Almost all of them have been blockbusters!
    ହଁ, କିନ୍ତୁ ସଲମାନ୍ ଖାନ୍ ର ମୁଭି ବହୁତ ହର୍ଷ-ଭରା ଥାଏ! ପ୍ରାୟ ସବୁତକ ହେଉଛି ବ୍ଲକ୍ ବସ୍ଟର.


    That's true. He is known for his comic roles.
    ତାହା ସତ୍ୟ. ସେ ତାଙ୍କର ହାସ୍ୟ ଭୁମିକା ପାଇଁ ଜଣା ସୁଣା.


    I particularly like his performance in Andaz Apna Apna.
    ମତେ ବିଶେଷତଃ ଅଂଦାଜ୍ ଅପ୍ନା ଅପ୍ନା ରେ ତାଙ୍କ ପ୍ରଦର୍ଶନ ପସନ୍ଦ ଆସେ.


    So do I! Amir Khan also played a key role in that movie.
    ମତେ ମଧ୍ୟ ! ଆମିର ଖାନ୍ ମଧ୍ୟ ସେହି ଫିଲିମ୍ ଗୋଟେ ମହତ୍ବପୁର୍ଣ୍ଣ ଭୁମିକା କରିଥିଲେ.


    Yes! It is my favorite movie!
    ହଁ ! ସେହିଟା ହେଉଛି ମୋର ପ୍ରିୟ ଫିଲିମ୍!


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ