ଆପଣଙ୍କର ସବୁ ଠାରୁ ମନପସନ୍ଦ movie ର କାହାଣୀ ଶୁଣେଇବା ଶିଖନ୍ତୁ
try Again
Tip1:hello
Lesson 184
ଆପଣଙ୍କର ସବୁ ଠାରୁ ମନପସନ୍ଦ movie ର କାହାଣୀ ଶୁଣେଇବା ଶିଖନ୍ତୁ
ଡାଏଲଗ୍ ଶୁଣନ୍ତୁ
Hey! Have you seen any movie recently?
ହେ! ତୁମେ ଏବେ କିଛି ଫିଲିମ୍ ଦେଖିଛ?


Not recently, it was a month back, I saw 'Hawaizaada'.
ଏବେ ତ ନୁହେଁ, ସେହିଟା ମାସେ ଆଗରୁ ଥିଲା, ମୁଁ 'Hawaizaada' ଦେଖିଥିଲି.


I missed that one. How was it?
ମୁଁ ସେହିଟା ମିସ୍ କରି ଦେଲି. କେମିତି ଥିଲା?


It was good. It is based on the story of Shivkar Talpade who invented the first Indian unmanned plane.
ଭଲ ହେଇଥିଲା. ଏହିଟା ଶିବକର ତଲ୍ପଡେଙ୍କ କାହାଣୀ ଉପରେ ଆଧାରିତ ଥିଲା, ଯିଏ ଭାରତର ପ୍ରଥମ ମାନବ-ରହିତ ବିମାନ ର ଆବିଷ୍କାର କରିଥିଲେ.


Wow! I like movies which are inspired by real life stories.
ବାଃ! ମତେ ସତ୍ୟ ଘଟଣା ଉପରେ ଆଧାରିତ ଫିଲିମ୍ ବହୁତ ପସନ୍ଦ.


'ହେ! ତୁମେ ଏବେ କିଛି ଫିଲିମ୍ ଦେଖିଚ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Have you seen any movie recentally?
Have you seen any movie recent?
Have you seen any movie recently?
Have you seen any movie in recent?
ଟିପ୍
Based on = ଉପରେ ଆଧାରିତ
Real-life incident = ସତ୍ୟ ଘଟଣା
'ସେହି ସିନେମା ଟା ଗୋଟେ ବାସ୍ତବିକ ଘଟଣା ଉପରେ ଆଧାରିତ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
That movie is based on a real-life incident.
That movie is biased on a real-life incident.
That movie is base on a real-life incident.
That movie is basis on a real-life incident.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
That movie is ______
inspiration by
inspired by
inspire by
inspired from
ଡାଏଲଗ୍ ଶୁଣନ୍ତୁ
You are such a movie buff, how can you miss such an amazing movie?
ତୁମେ ତ ଭୀଷଣ ମୁଭି ପ୍ରିୟ, ତୁମେ କେମିତି ଏତେ ବଢିୟା ମୁଭି ଛାଡି ଦେଲ?


I saw 'dolly ki doli' instead. But that's not the kind of movie I enjoy.
ମୁଁ ତା ବଦଳ ରେ 'Dolly ki Doli' ଦେଖି ଦେଲି. କିନ୍ତୁ ସେହିଟା ସେହି ଫିଲ୍ମ୍ ମଧ୍ୟରୁ ନୁହଁ ଯେଉଁ ଗୁଡିକ ରେ ମତେ ମଜା ଆସେ.


So which is your favorite movie?
ତେବେ ଆପଣଙ୍କ ପ୍ରିୟ ସିନେମା କେଉଁଟା?


My favorite movie is DDLJ.
ମୋର ପ୍ରିୟ ଫିଲିମ୍ ହେଉଛି DDLJ.


Tell me more about it.
ମତେ ତା ବିଷୟରେ ଆଉ କୁହନ୍ତୁ.


'Sholay' ସେହି ଫିଲିମ୍ ମଧ୍ୟରୁ ନୁହେଁ ଯେଉଁଥିରେ ମତେ ମଜା ଆସିବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Sholay is not the kind of film that I would enjoy.
Sholay is not the kinds of film that I would enjoy.
Sholay is not kind of film that I would enjoy.
Sholay is not the kind of film who I would enjoy.
ଆପଣଙ୍କ ପ୍ରିୟ ଫିଲିମ୍ କେଉଁଟା?
    • movie?
    • favorate
    • your
    • is
    • which
    • favorite
    'ଏହି କାହାଣୀ ଟା ଗୋଟେ ଯୁବକ ଓ ଯୁବତୀ ବିଷୟରେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    This storey is about a young man and a young woman.
    This story is about a young man and a young woman.
    This story is for a young man and a young woman.
    This story is by a young man and a young woman.
    'ସେ ଦୁହେଁ ଭାରତର ମୁଳ ନିବାସୀ. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Both of them are of Indian descent.
    Both of them are of Indian descent.
    Both of them are of Indian descendant.
    Both of them are on Indian descent
    ଟିପ୍
    Born = ଜନ୍ମ ହେବା

    He was born in India. = ସେ ଭାରତରେ ଜନ୍ମ ହେଇଥିଲା.
    Raised = ଲାଳନପାଳନ କରିବା

    He was born & raised in India. = ତାର ଜନ୍ମ ଏବଂ ଲାଳନପାଳନ ଭାରତରେ ହେଇଥିଲା.
    'ସେମାନଙ୍କର ଜନ୍ମ ଏବଂ ଲାଳନପାଳନ ବ୍ରିଟେନ୍ ରେ ହେଇଥିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    They were borne & raised in Britain.
    They were borned & raised in Britain.
    They were born & raised in Britain.
    They were born & raise in Britain.
    'ରାଜ ଓ ସିମ୍ରନ୍ ଙ୍କର ପରସ୍ପର ସହିତ, ଗୋଟେ ମାସ ଲମ୍ବା ୟୁରୋପ୍ ଛୁଟିରେ ସାକ୍ଷାତ ହେଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Raj and Simran met each other on a month long trip to Europe.
    Raj and Simran meet each other on a month long trip to Europe.
    Raj and Simran are meeting each other on a month long trip to Europe.
    Raj and Simran have met each other on a month long trip to Europe.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Raj ______
    play
    plays
    does
    goes
    'ସିମ୍ରନ୍, ରାଜ କୁ ସତ କୁହେ କି ତାର ନିର୍ବନ୍ଧ ଆଗରୁ ହେଇ ସାରିଛି. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    Simran tells the truth to Raj that she is already engaged.
    Simran telling the truth to Raj that she is already engaged.
    'ସେ ତାର ବାପା ଥିଲେ ଯେ ନିଜ ସାଙ୍ଗକୁ ପ୍ରତିଶ୍ରୁତି ଦେଇଥିଲେ. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    It was her father who had promised his friend.
    It was her father who is promised his friend.
    It was her father whose promised his friend.
    It was her father who will promise his friend.
    'ସିମ୍ରନ୍ ନିଜ ପିଲାଦିନର ବାଗ୍ଦତ୍ତ ସହିତ ବିବାହ କରିବା ପାଇଁ ଭାରତ ଫେରି ଆସିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Simran returns to India to get married to her childhood fiance.
    Simran is returning to India to get married to her childhood fiance.
    Simran are returning to India to get married to her childhood fiance.
    Simran is returns to India to get married to her childhood fiance.
    'ରାଜ ନିଜ ପ୍ରେମିକାକୁ ଫେରେଇ ଆଣିବାକୁ ଭାରତ ଯିବାକୁ ବାହାରେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Raj leaves for India to claim her lady love.
    Raj leaves for India to claiming her lady love.
    Raj leaves for India to claims her lady love.
    Raj leaves for India to claimed her lady love.
    'ରାଜ, ତାର ବାପାଙ୍କ ଛଡା ସମସ୍ତଙ୍କୁ ପ୍ରଭାବିତ କରିଦିଏ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    Raj impresses everyone accept her father.
    Raj impresses everyone except her father.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Raj's true identity gets ______
    revealed
    reveal
    reveals
    ସିମ୍ରନ୍ ର ବାପା ସେମାନଙ୍କର ଏକା ସହିତ ଫୋଟ ଦେଖି ଦିଅନ୍ତି.
    • Simran's
    • sees
    • seeing
    • together.
    • their picture
    • father
    ଟିପ୍
    =
    Prepare to leave = ଯିବାକୁ ପ୍ରସ୍ତୁତ
    Is about to leave = ଯିବାକୁ ବାହାରିଛି
    Decide to leave = ଯିବାର ନିର୍ଣ୍ଣୟ
    =
    'ରାଜ ଯିବାକୁ ପ୍ରସ୍ତୁତ ହେଇ ଯାଏ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Raj prepares to leave.
    Raj is prepared to leave.
    Raj has to leave.
    Raj should leave.
    'ରାଜ ଯିବାକୁ ବାହାରିଲା ବେଳେ ସିମ୍ରନ୍ ର ବାପାଙ୍କୁ ତାଙ୍କର ଭୁଲ ଜଣା ପଡୁଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    When Raj is about to leave, Simran's father knows his mistake.
    When Raj is about to leave, Simran's father realizes his mistake.
    'ସେ ସିମ୍ରନ୍ କୁ ରାଜ ସହିତ ଯିବାର ଅନୁମତି ଦେଇ ଦିଅନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    He allows Simran to leave with Raj.
    He is allow Simran to leave with Raj.
    genre ଶୈଳୀକଳା
    action ଯୁଦ୍ଧ/ଲଢେଇ
    drama ନାଟକୀୟ
    suspense ରହସ୍ୟପୁର୍ଣ
    romance ପ୍ରେମ କାହାଣୀ
    comedy ହର୍ଷପ୍ରଧାନ ନାଟକ
    thriller ରୋମାଞ୍ଚପୁର୍ଣ
    crime ଅପରାଧ ଉପରେ ଆଧାରିତ
    horror ବୀଭତ୍ସତା ଜାତ କରୁଥିବା
    ଟିପ୍
    =
    Director = ନିର୍ଦେଶକ
    Character = ଫିଲିମ୍ ସମ୍ପୃକ୍ତ; ପାତ୍ର
    Character is played by = ପାତ୍ର ର ଅଭିନୟ ___ ଦ୍ବାରା ହେଇଛି.
    =
    ଡାଏଲଗ୍ ଶୁଣନ୍ତୁ
    Who are the lead actors in the movie?
    ଫିଲିମ୍ ର ମୁଖ୍ୟ ଅଭିନେତା କିଏ?


    The character of Simran is played by Kajol and Raj by Shah Rukh Khan.
    ସିମ୍ରନ୍ ର ଅଭିନୟ କାଯୋଲ୍ ଏବଂ ରାଜ ର ଅଭିନୟ ଶାହରୁଖ୍ ଖାନ୍ କରିଛନ୍ତି.


    Who is the director of DDLJ?
    DDLJ ର ନିର୍ଦେଶକ କିଏ?


    The director is Aditya chopra.
    ନିର୍ଦେଶକ ହେଉଛନ୍ତି ଆଦିତ୍ୟ ଚୋପ୍ରା.


    'ଏହି ଫିଲିମ୍ ର ନିର୍ଦେଶକ କିଏ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Who is the director of this movie?
    Who is the direction of this movie?
    Who is the direct of this movie?
    Who is the directs of this movie?
    ଶୁଣନ୍ତୁ
    This story is about a young man and a young woman. Both of them are of Indian descent. They were born & raised in Britain.
    ଏହି କାହାଣୀ ଏକ ଯୁବକ ଓ ଯୁବତୀ ବିଷୟରେ. ସେ ଦୁହେଁଙ୍କ ଅବତରଣ ଭାରତୀୟ. ତାଙ୍କର ଜନ୍ମ ଏବଂ ଲାଳନପାଳନ ବ୍ରିଟେନ୍ ରେ ହେଇଥିଲା.
    Raj and Simran meet each other on a month long trip to Europe. What begins as pranks and fun and games, ends in love.
    ରାଜ ଓ ସିମ୍ରନ୍ ଙ୍କର ପରସ୍ପର ସହିତ, ଗୋଟେ ମାସ ଲମ୍ବା ୟୁରୋପ୍ ଛୁଟିରେ ସାକ୍ଷାତ ହେଲା. ଯାହାର ପ୍ରାରମ୍ଭ ଥଟା, ମଜା ଓ ଖେଳ ରେ ହେଇଥିଲା ଏବଂ ସେହିଟା ଶେଷ ପ୍ରେମ ରେ ହେଲା.
    Simran tells the truth to Raj that she is already engaged. She explains that it was her father who made this promise to his friend.
    ସିମ୍ରନ୍, ରାଜ୍ କୁ ସତ୍ୟ କୁହେ କି ତାର ନିର୍ବନ୍ଧ ପିଲା ଦିନରୁ ହେଇ ସାରିଛି. ସେ ଭାବୁଛି, ସେ ହେଉଛନ୍ତି ତାର ବାପା ଯିଏ ନିଜ ସାଙ୍ଗ କୁ ବଚନ ଦେଇଥିଲେ.
    Simran returns to India to get married to her childhood fiance. Raj also leaves to India to claim her lady love.
    ସିମ୍ରନ୍ ନିଜ ପିଲାଦିନର ବାଗ୍ଦତ୍ତ ସହିତ ବିବାହ କରିବା ପାଇଁ ଭାରତ ଫେରି ଆସିଲା. ରାଜ ମଧ୍ୟ ନିଜ ପ୍ରେମିକାକୁ ଫେରେଇ ଆଣିବାକୁ ଭାରତ ଯାଏ.
    ଶୁଣନ୍ତୁ
    In India, Raj makes an effort and successfully impresses everyone except her father.
    ଭାରତରେ, ରାଜ୍ ଚେଷ୍ଟା କରେ ଏବଂ ତା ବାପାଙ୍କ ଛଡା ଆଉ ସମସ୍ତଙ୍କୁ ପ୍ରଭାବିତ କରିବା ରେ ସଫଳ ହେଇ ଜାଏ.
    Raj's true identity gets revealed when Simran's father sees their picture together.
    ରାଜ ର ପ୍ରକୃତ ରୁପ ଜଣା ପଡେ ଯେବେ ସିମ୍ରନ୍ ର ପିତା ସେ ଦୁହେଁଙ୍କ ଏକ ଫୋଟ ଦେଖନ୍ତି.
    Raj prepares to leave but Simran's fiance comes to beat him up.
    ରାଜ ଯିବାକୁ ବାହାରେ କିନ୍ତୁ ସିମ୍ରନ୍ ର ବାଗଦତ୍ତ ତାକୁ ମାରିବାକୁ ଯାଏ.
    When Raj is about to leave, Simran's father realizes his mistake and allows Simran to leave with Raj.
    ଯେବେ ରାଜ ଯିବାକୁ ବାହାରିଲା, ସିମ୍ରନ୍ ର ବାପା ନିଜର ଭୁଲ ବୁଝି ପାରିଲେ ଏବଂ ସେ ସିମ୍ରନ୍ କୁ ରାଜ ସହିତ ଯିବାକୁ ଅନୁମତି ଦେଲେ.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ