Past perfect vs. present perfect practice
try Again
Tip1:hello
Lesson 185
Past perfect vs. present perfect practice
ଟିପ୍
When I went to the park, I found that my car had been stolen. = ଯେତେ ବେଳେ ମୁଁ ପାର୍କ୍ କୁ ଗଲି, ମୁଁ ଦେଖିଲି କି ମୋର ଗାଡି ଚୋରି ହେଇ ଯାଇଛି.
ଯଦି କୌଣସି ଘଟଣା ଅତୀତ କାଳରେ ଗୋଟେ ନିର୍ଦ୍ଦିଷ୍ଟ ସମୟ ପୁର୍ବରୁ ଘଟିଛି, ତେବେ Past perfect tense ର ପ୍ରୟୋଗ କରାଯାଏ. ଏହି ପ୍ରକାର ର ବାକ୍ୟରେ ଦୁଇଟା ଘଟଣା ର ବର୍ଣ୍ଣନା କରାଯାଏ. ପ୍ରଥମ ଘଟଣା କୁ past perfect ରେ ଏବଂ ପରବର୍ତ୍ତୀ ଘଟଣା କୁ ସବୁ ବେଳେ Past tense ରେ ବର୍ଣ୍ଣନା କରାଯାଏ.
=
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
When I ______
had done
had do
have done
had doing
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
hadn't eat
hadn't ate
hadn't eaten
hadn't eating
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
has learnt
have learnt
had learn
had learnt
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
When we ______
arrive
arrives
arrived
arriving
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We ______
has been
have been
had been
are
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
has visited
had visited
have visited
had visit
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
My husband ______
has already eaten
have already eaten
has already eat
had already eaten
'ମୁଁ ମୋର କାର୍ଯ୍ୟ ଏହି କ୍ଷଣି ସାରିଛି, ତେଣୁ ମତେ ବହୁତ ହାଲିଆ ଲାଗୁଛି. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I has just finished my work, so I am very tired right now.
I have just finished my work, so I am very tire right now.
I have just finish my work, so I am very tired right now.
I have just finished my work, so I am very tired right now.
'ଯେତେ ବେଳେ ମୁଁ ତାକୁ ଫୋନ୍ କଲି, ସେ ଶୋଇ ପଡିଥିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
When I called her up, she had sleep.
When I called her up, she had slept.
When I call her up, she had slept.
When I called him up, she had slept.
'ଯେତେ ବେଳେ ମୁଁ ରେଫ୍ରିଜରେଟର ଖୋଲିଲି, ତେବେ ମୁଁ ଦେଖିଲି କି କିଏ ଜଣେ କେକ୍ ର ଶେଷ ଭାଗ ଟା ଖାଇ ସାରିଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
When I open the refrigerator, I discovered that someone had eaten the last piece of cake.
When I opened the refrigerator, I discovered that someone had eat the last piece of cake.
When I opened the refrigerator, I discovered that someone had eaten the last piece of cake
When I opened the refrigerator, I discovered that someone has eaten the last piece of cake.
'ସେ ଟେସ୍ଟ୍ ରେ ଫେଲ୍ ହେଇଗଲା କାରଣ ସେ ପଢି ନଥିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
She failed the test because she hadn't studied.
She fail the test because she hadn't studied.
She failed the test because she hadn't study.
She fails the test because she hadn't studied.
ରାତି ଶେଷ ହେଲା ବେଳକୁ, ଜନ୍ ପାର୍ଟୀ ରେ ସମସ୍ତଙ୍କ ସହିତ ଦେଖା କରି ସାରିଥିଲା.
    • at the party.
    • John had met
    • John had meeten
    • with everyone
    • with each
    • By the end of the night,
    ମୋର ଗଲା ମାସ ରିଓ ଯାତ୍ରା ପୁର୍ବରୁ, ମୁଁ କେବେ ବ୍ରାଜିଲିଆନ୍ ଖାଦ୍ୟ ଖାଇ ନଥିଲି.
    • my trip to Rio
    • had never had
    • until
    • Brazilian food,
    • last month.
    • I
    ସେମାନେ ଘରକୁ ଗାଡି ଚଲେଇକୀ ଯାଇ ପାରିଲେ ନାହିଁ କାରଣ ସେମାନେ ନିଜର ଚାବି ଗୁଡିକୁ ଗାଡି ଭିତରେ ତାଲା ପକେଇ ଦେଇ ଥିଲେ.
    • they had locked
    • drive home because
    • They couldn't
    • their keys
    • they have locked
    • in the car.
    ତଳଟା ଅସନା କର ନାହିଁ, ମୋ ମାଁ ଏହି କ୍ଷଣି ସଫା କରିଛନ୍ତି.
    • cleaned the house.
    • dirty the floor
    • my mother has
    • Don't
    • just
    • clean the house.
    ଗଲା ସପ୍ତାହ ମୋର ସଚିନ୍ ସହିତ ଭେଟ ବହୁତ ଭଲ ଥିଲା, କିନ୍ତୁ ତାପରେ ସେ ମତେ ଆଉ ଫୋନ୍ କରି ନାହିଁ.
    • on my date
    • he hasn't called
    • I had a great time
    • but
    • with Sachin last week,
    • me since then.
    ପାର୍ଟୀ ସରିବା ପର୍ଯ୍ୟନ୍ତ, ସେ ବହୁତ ବିଅର ପି ସାରିଥିଲେ.
    • the party got over.
    • a lot of beer
    • by the time
    • They had had
    • They are had
    • from the time
    ଆମେ ଏପର୍ଯ୍ୟନ୍ତ ନୁଆ ଇଂରାଜୀ ଶିକ୍ଷକଙ୍କ ସହିତ ଦେଖା କରି ନାହୁଁ.
    ମୁଁ କେବେ ସାମୁଦ୍ରିକ ଭୋଜନ କରି ନାହିଁ.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ