Simple past vs. past perfect
try Again
Tip1:hello
Lesson 186
Simple past vs. past perfect
ଟିପ୍
I was hungry because I had skipped breakfast. = ମୁଁ ଭୋକିଲା ଥିଲି କାରଣ, ମୁଁ ଜଳଖିଆ ଖାଇ ନଥିଲି.
Activity 1: I had skipped breakfast - ମୁଁ ଜଳଖିଆ ଖାଇ ନଥିଲି.
=
Activity 2: I was hungry - ମୁଁ ଭୋକିଲା ଥିଲି.
Activity 2 ପରେ ହେଲା, ପ୍ରଥମେ ଆପଣ ଜଳଖିଆ ଖାଇ ନଥିଲେ, ତେଣୁ ଆପଣ ଭୋକିଲା ଥିଲେ.
ଯେଉଁ activity ପ୍ରଥମେ ହୁଏ, ସେହିଟା Past perfect tense ରେ ବର୍ଣ୍ଣନା କରାଯାଏ ଏବଂ ପରବର୍ତ୍ତୀ activity ଟା Simple past ରେ ବର୍ଣ୍ଣନା କରାଯାଏ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The train had already left when we ______
had arrived
arrived
have arrived
arrive
ଯେତେ ବେଳେ ତାର ଫୋନ୍ ଆସିଲା, ମୁଁ ଡିନର କରି ସାରିଥିଲି.
    • callen
    • I had already
    • called.
    • ate my dinner
    • eaten my dinner
    • when he
    'ତାର ପରାମର୍ଶ ଦେବା ପୁର୍ବରୁ, ମୁଁ ଗୋୱା ଯିବା ବିଷୟରେ ଭାବି ନଥିଲି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I hadn't thought of going to Goa before she suggested it.
    I did not think of going to Goa before she had suggested it.
    I did not thought of going to Goa before she had suggested it.
    I haven't thought of going to Goa before she suggested it.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    We ______
    started
    had started
    have started
    were start
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    When I came back, I saw that someone ______
    stole
    had stolen
    stolen
    had stole
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I was very hungry because I ______
    did not eat
    haven't eaten
    hadn't eaten
    hadn't ate
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    was upset
    had upset
    was upsetted
    have upset
    ସେମାନେ DVD ଫେରେଇ ଦେଇଥିଲେ, ତେଣୁ ଆମେ ତାକୁ ଭଡା ରେ ନେଇ ପାରିଲୁ ନାହିଁ.
    • they had
    • so we couldn't
    • the DVD,
    • returned
    • borrowed it
    • borrow it.
    ସେ ତାର ସବୁ ପଇସା ହରେଇ ଦେଇଥିଲା, ତେଣୁ ସେ ଘର କିଣି ପାରିଲା ନାହିଁ.
    • He had losen
    • couldn't
    • buy a house.
    • all his money
    • He had lost
    • that's why he
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He had finished all the work, that's why he ______
    could had relaxed
    could relax
    could relaxed
    had relax
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    The girls were upset because they ______
    had lost
    had loosed
    had losted
    were lost
    ସେ ଚିନ୍ତିତ ଥିଲା କାରଣ, ସେ ଇଣ୍ଟରଭ୍ୟୁ ର ପ୍ରସ୍ତୁତି କରି ନଥିଲା.
    • for the interview.
    • He was tensed
    • he did not prepare
    • he hadn't prepared
    • He had tensed
    • because
    ସେ ଖୁସି ଥିଲା କାରଣ ସେ ପରୀକ୍ଷା ରେ ପାସ୍ ହେଇ ଯାଇ ଥିଲା.
    • she had happy
    • she was happy
    • because she
    • was cleared
    • had cleared
    • the exam.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    She could not ______
    lend
    lent
    lended
    lented
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ