How many : 'କେତେ' ପଚାରିବା ଶିଖନ୍ତୁ
try Again
Tip1:hello
Lesson 19
How many : 'କେତେ' ପଚାରିବା ଶିଖନ୍ତୁ
ଟିପ୍
=
How many (କେତୋଟି) - ଗଣନିୟ ସଂଜ୍ଞା ମାନ କଂ ବିଷୟରେ ପଚାରିବା ପାଇଁ ପ୍ରୟୋଗ କରାଯାଏ.
=
How many=କେତୋଟି
bags=ବସ୍ତା / ବ୍ୟାଗ୍
'କେତୋଟି ବସ୍ତା ' ର ଇନ୍ତରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
How much bags
Which bags
What bags
How many bags
How many=କେତୋଟି
ଉପଯୁକ୍ତ ଶବ୍ଦ ବାଛନ୍ତୁ
How many ______
car
is cars
cars
How many=କେତୋଟି
How many=କେତୋଟି
bags=ବ୍ୟାଗ୍ / ବସ୍ତା
are=ଅଛି
there=ସେଇଠି
'ପାର୍ଟି ରେ କେତୋଟି ସାଂଗ ଅଛନ୍ତି?' ର ଇନ୍ତରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
How many friends are there at the party?
How many friends at the party?
How much friends are there at the party?
How many friend are there at the party?
ଉପଯୁକ୍ତ ଶବ୍ଦ ବାଛନ୍ତୁ
How many bags ______
is
has
ଉପଯୁକ୍ତ ଶବ୍ଦ ବାଛନ୍ତୁ
How many bags are ______
them
their
How many=କେତୋଟି
languages=ଭାଷା
do=
you=ଆପଣ
'କେତୋଟି ଭାଷା ' ର ଇନ୍ତରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
How much languages
Which languages
What languages
How many languages
'ଆପଣ କେତୋଟି ଭାଷା କୁହନ୍ତି?' ର ଇନ୍ତରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
How many languages do you speak?
How many language do you speak?
How languages do you speak?
How many language do speak?
ଶୁଣନ୍ତୁ
: Hi! How are you?
: ହାଏ ! ଆପଣ କେଇମିଟ୍ ଅଛନ୍ତି ?


: I am fine.
: ମୁଁ ଠିକ ଅଛି.


: How many languages do you speak?
: ଆପଣ କେତୋଟି ଭାଷା କୁହନ୍ତି ?


: I speak 2 languages. I speak English and Oriya.
: ମୁଁ 2 ଟି ଭାଷା କହି ପାରେ. ମୁଁ ଇଂରାଜୀ ଓ ହିନ୍ଦୀ କୁହେ.


ସେ (ସ୍ତ୍ରୀଲିଂଗ) କେତୋଟି ଭାଷା କୁହେ?
    • how many
    • languages
    • ?
    • does
    • speak
    • she
    ଇଂରାଜୀ ରେ ଅନୁବାଦ କରନ୍ତୁ
    ସେ (ସ୍ତ୍ରୀଲିଂଗ) କେତୋଟି ଭାଷା କୁହେ?
    How many=କେତୋଟି
    brothers=ଭାଇ
    do=
    'ଆପଣଙ୍କର କେତୋଟି ଭାଇ ଅଛନ୍ତି?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
    How many brothers you have?
    How much brothers do you have?
    How many brothers do you have?
    How many brothers does you have?
    ଆପଣଙ୍କର କେତୋଟି ପିଲା?
    • how many
    • children
    • you have
    • ?
    • do
    • childrens
    ଶୁଣନ୍ତୁ
    : Hi! Good evening.
    ହାଏ! ନମସ୍କାର.


    : Hello!
    ହେଲୋ !


    : How many children do you have?
    ଆପଣଙ୍କର କେତୋଟି ପିଲା?


    : I have two children.
    ମୋର ଦୁଇ ଟି ପିଲା.


    ' ରେ କେତୋଟି ବିମାନ ବନ୍ଦର ଅଛି?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ );
    How many airports are there in ?
    How much airports are there in ?
    How many airports there are in ?
    How many airports in ?
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    How many airports ______
    are
    there are
    How many=କେତୋଟି
    bags=ବ୍ୟାଗ୍/ବସ୍ତା
    do=
    you=ତମ/ଆପଣ କଂ
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    How many cars ______
    you have
    you has
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଆପଣଙ୍କର ପାଖରେ କେତୋଟି ଗାଡି ଅଛି?
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ