Superlative adjectives (most, est rules)
try Again
Tip1:hello
Lesson 192
Superlative adjectives (most, est rules)
ଟିପ୍
She is the smartest girl of our class. = ସେ ଆମ ଶ୍ରେଣୀ ର ସବୁଠାରୁ କୁଶଳ ଝିଅ.
Smart -> Smartest. ଅଧିକାଂଶ, ଛୋଟ ଶବ୍ଦ ର Superlative ଫର୍ମ୍ (the + adjective + est) ଲଗେଇକି ବନା ଜାଏ.
She is the most intelligent girl of our class. = ସେ ଆମର ଶ୍ରେଣୀର ସବୁଠାରୁ ବୁଦ୍ଧିମାନ ଝିଅ.
Intelligent -> Most intelligent. ଅଧିକାଂଶ ଶବ୍ଦର superlative ଫର୍ମ୍ 'the most' + adjective ଲଗେଇକି ବନା ଜାଏ.
ଟିପ୍
Today is the hottest day of the year. = ଆଜି ବର୍ଷର ସବୁଠାରୁ ଗରମ ଦିନ.
Hot -> Hottest
=
ଯେଉଁ ଶବ୍ଦ ର ଶେଷର ଦୁଇଟା ଯାକ ଅକ୍ଷର ଗୋଟେ ସ୍ବରବର୍ଣ୍ଣ (o) ଏବଂ ତାପରେ ବ୍ୟଞ୍ଜନବର୍ଣ୍ଣ ଥାଏ(t), ସେଥିରେ superlative ଫର୍ମ୍ ରେ ଶେଷ ବ୍ୟଞ୍ଜନବର୍ଣ୍ଣ ଦୁଇ ଥର ଆସିବ 'hottest'. ଯଦି ଶେଷ ବ୍ୟଞ୍ଜନବର୍ଣ୍ଣ ପୁର୍ବରୁ ଦୁଇଟା ସ୍ବରବର୍ଣ୍ଣ (steep) ଥାଏ, ତେବେ ବ୍ୟଞ୍ଜନବର୍ଣ୍ଣ ଦୁଇ ଥର ଲାଗିବ ନାହିଁ (steepest).
ଟିପ୍
She is the prettiest girl in Delhi. = ସେ ଦିଲ୍ଲୀ ର ସବୁଠାରୁ ସୁନ୍ଦର ଝିଅ.
Pretty -> Prettiest
=
ଯେଉଁ ଛୋଟ ଶବ୍ଦ ର ଶେଷ ଅକ୍ଷର 'y' ଥାଏ, ତାର Superlative ଫର୍ମ୍ ରେ 'y' କାଢି 'i' ଲଗାଯାଏ ଏବଂ ତାପରେ '-est' ଯୋଡା ଯାଏ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I took ______
the most early
the earlyest
the earliest
most early
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He is ______
the boringest
the most boring
the most boringest
most boring
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
What is ______
the excitingest
the most exciting
the excitinggest
most exciting
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Mount Everest is ______
the most high
the most highest
the highest
the highhest
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Today was ______
the most sad
the saddest
the sadest
most sad
ଏହିଟା ହେଉଛି ଏହି ଘର ର ସବୁଠାରୁ ସଫା ରୁମ୍.
    • cleanest
    • cleannest
    • room
    • most
    • this is the
    • of this house.
    'ଏହା ତା ଜୀବନର ସବୁଠାରୁ ଖୁସି ଦିନ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    This is the happiest day of his life.
    This is the happyest day of his life.
    This is the most happy day of his life.
    This is most happy day of his life.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    She is ______
    the thin
    the thinest
    the thinnest
    the most thin
    ଟିପ୍
    She is the nicest girl in the class. = ସେ ଶ୍ରେଣୀର ସବୁଠାରୁ ଭଲ ଝିଅ.
    ଯେଉଁ ଛୋଟ ଶବ୍ଦ ଶେଷରେ 'e' ଆସେ. ତାର Superlative ଫର୍ମ୍ ବନେଇବା ପାଇଁ ଶେଷରେ କେବଳ 'st' ଲଗା ଯାଏ.
    =
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    This is ______
    the largest
    the largeest
    the larggest
    the most large
    'Simple' ର superlative ଫର୍ମ୍ ବନାନ୍ତୁ.;
    the simple
    the simplest
    the simpleest
    the simpllest
    'Easy' ର superlative ଫର୍ମ୍ ବନାନ୍ତୁ.;
    the easier
    the easyest
    the easiest
    the most easy
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ