Superlative adjectives (irregular)
try Again
Tip1:hello
Lesson 193
Superlative adjectives (irregular)
ଟିପ୍
=
କିଛି ବିଶେଷଣ ଏହିପରି ଥାନ୍ତି ଯାହାର superlative ରୁପ ବନେଇବାର କିଛି ନିୟମ ନଥାଏ.
=
Eg: Good = Best
Bad = Worst
Little = Least
'ସେ କମ୍ପାନୀ ର ସବୁଠାରୁ ଉତ୍ତମ କର୍ମଚାରୀ.' ଇଂରାଜୀରେ ଅନୁବାଦ କରନ୍ତୁ.;
He is the best employee of the company.
He is the good employee of the company.
He is the better employee of the company.
He is the goodest employee of the company.
'ସେ ଶ୍ରେଣୀ ର ସବୁଠାରୁ ଖରାପ ଛାତ୍ର.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
He is the worse student in the class.
He is the bad student in the class.
He is the worst student in the class.
He is the baddest student in the class.
'ଅଧିକାଂଶ ଟି.ଭି ଦର୍ଶକ ମାନଙ୍କୁ କମେଡି ସର୍କସ୍ ଦେଖିବା ପସନ୍ଦ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Many TV viewers like watching 'Comedy Circus'.
Most TV viewers like watching 'Comedy Circus'.
More TV viewers like watching 'Comedy Circus'.
Least TV viewers like watching 'Comedy Circus'.
'ମୋ ଘର ସବୁଠାରୁ ଦୁର.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
My home is the far.
My home is the farest.
My home is the further.
My home is the furthest.
'ଜନ୍ ତିନିଟା ପିଲାଙ୍କ ମଧ୍ୟରୁ ସବୁଠାରୁ ବଡ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
John is the older in three children.
John is the biggest in three children.
John is the oldest in three children.
John is the most old in three children.
'ଏହିଟା ହେଉଛି ବିଶ୍ଵର ସବୁଠାରୁ ପୁରୁଣା ମହାବିଦ୍ୟାଳୟ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
It's the eldest university in the world.
It's the biggest university in the world.
It's the most old university in the world.
It's the oldest university in the world.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They look the ______
best
goodest
most good
bestest
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She has ______
the most less
the lesser
the least
the lost
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
My ______
most old
biggest
eldest
most elder
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
This is the ______
eldest
oldest
most old
old
ଏହିଟା ମୁଁ ଏପର୍ଯ୍ୟନ୍ତ ଦେଖିଥିବା ସମସ୍ତ ମୁଭି ମଧ୍ୟରୁ ସବୁଠାରୁ ଭଲ ଥିଲା.
    • that I have
    • the best movie
    • I had
    • ever seen.
    • This was
    • the worst movie
    ଶନିବାର, ସପ୍ତାହ ର ସବୁଠାରୁ ଭଲ ଦିନ.
    • Saturday is
    • the most best day
    • the week.
    • of
    • The best day
    • The most good day
    ମୋର ଭାଇ ଶ୍ରେଣୀ ର ସବୁଠାରୁ ଖରାପ ବିଦ୍ୟାର୍ଥୀ.
    • in the class.
    • My brother
    • the worst
    • is
    • student
    • the baddest
    ମୁଁ ଏହି କାମ କରିବା ପାଇଁ ସବୁଠାରୁ କମ ରୁଚି ରଖୁଛି.
    • this work.
    • least interested
    • i am
    • in doing
    • less interested
    • more interested
    ଏହିଟା ମୁଁ ବୁଲି ଯାଇ ଥିବା ମଧ୍ୟରୁ ସବୁଠାରୁ ଦୁର ଜାଗା.
    • I have ever
    • This is
    • visited.
    • the farthest place
    • the farest
    • that
    ତୁମକୁ କଣ ମାତ୍ର ଏହି ପର୍ଯ୍ୟନ୍ତ ମନେ ଅଛି?
    • that you remember?
    • Is this
    • back
    • the furthest
    • the backest
    • The farest
    ଏହିଟା ମୋର ସବୁଠାରୁ ଭଲ ଡ୍ରେସ୍.
    ସେ ସବୁଠାରୁ ଖରାପ କ୍ରିକେଟ୍ ଖେଳାଳି.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ