ଦରକାର ଓ ଆବଶ୍ୟକତା ପ୍ରକାଶ କରିବା : mustn't, don't have to
try Again
Tip1:hello
Lesson 197
ଦରକାର ଓ ଆବଶ୍ୟକତା ପ୍ରକାଶ କରିବା : mustn't, don't have to
ଟିପ୍
You mustn't smoke in the school. = ତୁମକୁ ସ୍କୂଲ୍ ରେ ଧୁମ୍ରପାନ କରିବା କଥା ନୁହେଁ.
ଆମେ 'mustn't' ର ପ୍ରୟୋଗ ତେବେ କରୁ, ଯେବେ କିଛି କରିବାକୁ ଦୃଢ଼ତାର ସହିତ ମନା କରା ଯାଇଥାଏ.
=
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You ______
don't
mustn't
must
should
ଟିପ୍
You don't have to wear a suit tonight. It isn't a formal dinner. = ଆପଣଙ୍କୁ ଆଜି ରାତିରେ ସୁଟ୍ ପିନ୍ଧିବା ଦରକାର ନାହିଁ. ଏହିଟା ଗୋଟେ ଔପଚାରିକ ଡିନର ନୁହେଁ.
ଆମେ 'don't have to' ର ପ୍ରୟୋଗ ସେତେବେଳେ କରୁ, ଯେବେ ଗୋଟେ କାର୍ଯ୍ୟ କରିବା ଆବଶ୍ୟକ ନଥାଏ.
=
'ତୁମକୁ ସେହି ପଶୁ ଗୁଡାଙ୍କୁ ଛୁଇଁବା କଥା ନୁହେଁ. ସେମାନେ ହେଉଛନ୍ତି ବିପଜ୍ଜନକ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You mustn't touch those animals. They're dangerous.
You don't have to touch those animals. They're dangerous.
'ଆମକୁ ସେହି ଗିଲାସ୍ ଧୋଇବା ଦରକାର ନାହିଁ, କାରଣ ସେଗୁଡା ସଫା ଅଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
We mustn't wash those glasses because they're clean.
We don't have to wash those glasses because they're clean.
'ମତେ ନେହାକୁ ଫୋନ୍ କରିବା ପାଇଁ ଭୁଲିବା କଥା ନୁହେଁ. ତାର ଜନ୍ମଦିନ ଅଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I mustn't forget to call Neha up. It's her birthday.
I don't have to forget to call Neha up. It's her birthday.
'ଆପଣଙ୍କୁ ଆଜି ରାତିରେ ରାନ୍ଧିବା ଦରକାର ନାହିଁ. କାରଣ ଆମେ ବାହାରେ ଖାଇବାକୁ ଯାଉଛୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You mustn't have to cook dinner today since we're eating out.
You don't have to cook dinner today since we're eating out.
'ଏହା ବର୍ଜିତ. ତୁମକୁ ଏମିତି କରିବା କଥା ନୁହେଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
It is forbidden. You must not do that.
It is forbidden. You don't have to do that.
'ଆପଣଙ୍କୁ ମୋ ଠାରୁ ଅନୁମତି ନେବା ଦରକାର ନାହିଁ. ଆପଣ ଯାହା ଚାହୁଁଛନ୍ତି, ତାହା କରିପାରିବେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You mustn't ask for my permission. You can do whatever you want.
You don't have to ask for my permission. You can do whatever you want.
'ଆପଣଙ୍କୁ ଚଳନ୍ତା ବସ ରେ ଡ୍ରାଇଭର ସହିତ କଥା ହେବା କଥା ନୁହେଁ. ଏହା ବିପଦପୁର୍ଣ ଅଟେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You must not speak to the driver while the bus is moving. It's dangerous.
You don't have to speak to the driver while the bus is moving. It's dangerous.
'ଆପଣଙ୍କୁ ଯାହା ଦରକାର ତାହା ନେଇ ଜାନ୍ତୁ. ଆପଣଙ୍କୁ ପଚାରିବା ଦରକାର ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You can take whatever you like. You don't have to ask.
You can take whatever you like. You are not need to ask.
'ଏହିଟା ବୈକଳ୍ପିକ ଅଟେ. ଯଦି ଆମେ କରିବାକୁ ଚାହୁଁନୁ, ତାହାଲେ ଆମକୁ ଏହା କରିବା ଦରକାର ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
It's optional. We don't have to do it if we don't want to.
It's optional. We mustn't do it if we don't want to.
'ମୁଁ ତୁମକୁ ଗୋଟେ ରହସ୍ୟ କହିବି, କିନ୍ତୁ ଆଉ କାହାକୁ କହି ପାରିବ ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I'll tell you a secret. But, you mustn't tell anybody else.
I'll tell you a secret. But, you mustn't told anybody else.
'ସମୟ ରେ ଆସିବେ. ଆପଣ ବିଳମ୍ବିତ ହେବା କଥା ନୁହେଁ, ଅନ୍ୟଥା ଆମେ ଆପଣଙ୍କ ବିନା ପଳେଇବୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Be on time. You must not be late or we will leave without you.
Be on time. You don't have to be late or we will leave without you.
'ମତେ ଶନିବାର ପସନ୍ଦ କାରଣ ମତେ କାମକୁ ଯିବାର ଦରକାର ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I like Saturdays because I don't have to go to work.
I like Saturdays because I must not go to work.
'ଏହିଟା ବହୁତ ଗୁରୁତ୍ବପୂର୍ଣ. ମୁଁ ଯାହା କହିଛି, ତାହା ତୁମକୁ ଭୁଲିବା କଥା ନୁହେଁ. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
This is very important. You must not forget what I said.
This is very important. You must not forgot what I said.
'ଟ୍ରେନ୍ ସିଧା ସେହିଠାରେ ରହିବ. ଆପଣଙ୍କୁ ଟ୍ରେନ୍ ବଦଳିବାକୁ ପଡିବନି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
The train will directly stop there. You don't have to change trains.
The train will directly stop there. You does not have to change trains.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ