ଗଣିବା - ବଡ଼ ନମ୍ବର - ଶିଖନ୍ତୁ
try Again
Tip1:hello
Lesson 20
ଗଣିବା - ବଡ଼ ନମ୍ବର - ଶିଖନ୍ତୁ
'1–10 କୁହନ୍ତୁ'^~^'typefacestyle'
1 (ଏକ ) one
2 (ଦୁଇ) two
3 (ତିନି) three
4 (ଚାରି) four
5 (ପାଞ୍ଚ) five
6 (ଛହ) six
7 (ସାତ) seven
8 (ଆଠ) eight
9 (ନଅ) nine
10 (ଦଶ) ten
ଟିପ୍
=
ଆମେ ମାନେ there is ଓ there are ର ଉପୟୋଗ କୌଣସି ଜିନ୍ସ ର ଉପସ୍ଥିତି ଜଣେଇବା ପାଇଁ ବ୍ୟବହାର କରୁ.
There is one table in the classroom = ଶ୍ରେଣୀ ରେ ଗୋଟିଏ ଟେବୁଲ୍ ଅଛି.
There are three chairs in the classroom = ଶ୍ରେଣୀ ରେ ତିନିଟି ଚଉକି ଅଛି.
There are twenty people at the bus stop = ବସ ସ୍ଟପ୍ ରେ କୋଡିଏଟା ଲୋକ ଅଛନ୍ତି.
=
There are=ଅଛି
eleven=ଏଗାର ଟା
ଅଡିଓ ଶୁଣିକି, ଓଡିଆ ରେ ସଠିକ୍ ଅନୁବାଦ ବାଛନ୍ତୁ 'Eleven' ;
ଏକ
ଏକୋଇଶ
ଏଗାର
ବାର
ଇଂରାଜୀରେ ଅନୁବାଦ କରନ୍ତୁ
ଏଗାରଟା ବସ୍ତା
There are=ଅଛି
twelve=ବାର ଟା
ଅଡିଓ ଶୁଣିକି, ଓଡିଆ ରେ ସଠିକ୍ ଅନୁବାଦ ବାଛନ୍ତୁ 'Twelve cars' ;
ବାର ଟା ଗାଡି
ବାଇଶଟା ଗାଡି
ଏଗାରଟା ଗାଡି
ତେରଟା ଗାଡି
There are=ଅଛି
thirteen=ତେର ଟା
'eleven + two' କେତେ ହେବ ? (ସଠିକ୍ ବିକଳ୍ପ ବାଛନ୍ତୁ);
Thirteen
Twelve
Ten
Nine
'nine + three' କେତେ ହେବ ? (ସଠିକ୍ ବିକଳ୍ପ ବାଛନ୍ତୁ);
Thirteen
Twelve
Ten
Nine
ମୋର ତେରଟା ଭାଇ ଅଛନ୍ତି
    • have
    • I
    • thirteen
    • brothers
    1 (one) 11 (eleven)
    2 (two) 12 (twelve)
    3 (three) 13 (thirteen) → ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ
    4 (four) 14 (fourteen)
    5 (five) 15 (fifteen) → ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ
    6 (six) 16 (sixteen)
    7 (seven) 17 (seventeen)
    8 (eight) 18 (eighteen) → ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ
    9 (nine) 19 (nineteen)
    10 (ten) 20 (twenty)
    '13 + 1' କେତେ ହେବ ? (ସଠିକ୍ ବିକଳ୍ପ ବାଛନ୍ତୁ);
    Thirteen
    Twelve
    Fourteen
    Nine
    ପନ୍ଦରଟା ବ୍ୟାଗ୍
    • bags
    • are
    • there
    • fifteen
    • bag
    • is
    '14 + 2' କେତେ ହେବ ? (ସଠିକ୍ ବିକଳ୍ପ ବାଛନ୍ତୁ);
    Thirteen
    Twelve
    Sixteen
    Fifteen
    ଶୁଣନ୍ତୁ
    : How many cars are there at the airport?
    : ଏଆରପୋର୍ଟ୍ ରେ କେତୋଟି ଗାଡି ଅଛି ?


    : There are fifteen cars at the airport.
    : ଏଆରପୋର୍ଟ୍ ରେ ପନ୍ଦରଟା ଗାଡି ଅଛି.


    ଏହା ମଧ୍ୟରୁ କେଉଁ ବିକଳ୍ପ '17' ର ସ୍ପେଲିଂଗ୍ ;
    Sixteen
    Twelve
    Seventeen
    Fifteen
    ଟିପ୍
    =
    ପ୍ରତିରୂପ ଉପରେ ଧ୍ୟାନ ଦିଅନ୍ତୁ

    6 = six
    16 = sixteen
    7 = seven
    17 = seventeen
    9 = nine
    19 = nineteen
    =
    ଟିପ୍
    =
    ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ

    3 = three
    13 = thirteen threeteen ନୁହେଁ
    5 = five
    15 = fifteen fiveteen ନୁହେଁ
    8 = eight
    18 = eighteen eightteen ନୁହେଁ
    =
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    There are ______
    threeteen
    one
    thirteen
    ଏହା ମଧ୍ୟ ରୁ କେଉଁ ବିକଳ୍ପ ଟା '19' ର ସ୍ପେଲିଂଗ୍ ;
    Sixteen
    Nineteen
    Seventeen
    Fifteen
    I have=ମୋ ପାଖରେ ଅଛି
    twenty=20 ଟା
    I have=ମୋ ପାଖରେ ଅଛନ୍ତି
    twenty one=21ଟା
    ଟିପ୍
    =
    22 = Twenty two

    20 = Twenty (20)
    2 = Two (2)
    =
    1 (one) 10
    2 (two) 20 (twenty) →ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ
    3 (three) 30 (thirty) → ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ
    4 (four) 40 (forty) → ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ
    5 (five) 50 (fifty) → ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ
    6 (six) 60 (sixty)
    7 (seven) 70 (seventy)
    8 (eight) 80 (eighty)
    9 (nine) 90 (ninety)
    1 (one) 21 (twenty one)
    2 (two) 32 (thirty two)
    3 (three) 43 (forty three) → ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ
    4 (four) 54 (fifty four) → ସ୍ପେଲିଂଗ୍ ଉପରେ ଧ୍ୟାନ ଦିଅନ୍ତୁ
    5 (five) 65 (sixty five)
    6 (six) 76 (seventy six)
    7 (seven) 87 (eighty seven)
    8 (eight) 98 (ninety eight)
    9 (nine) 99 (ninety nine)
    10 (ten) 100 (one hundred)
    ଟିପ୍
    =
    45 = Forty five

    40 = Forty (40)
    5 = Five (5)
    =
    ଏହା ମଧ୍ୟ ରୁ କେଉଁ ବିକଳ୍ପ ଟା '28' ର ସଠିକ୍ ସ୍ପେଲିଂଗ୍ ;
    Eight
    Twenty eight
    Twenty
    Thirty eight
    ଏହା ମଧ୍ୟ ରୁ କେଉଁ ବିକଳ୍ପ ଟା '94' ର ସଠିକ୍ ସ୍ପେଲିଂଗ୍;
    Forty nine
    Ninety nine
    Forty four
    Ninety four
    'ପଞ୍ଚାଅଶୀ ' ର ଇଂରାଜୀ ରେ ସଠିକ୍ ଅନୁବବାଦ ର ଚୟନ କର. (1 ବିକଳ୍ପ ବାଛନ୍ତୁ);
    Fifty eight
    Eighty
    Five
    Eighty five
    'ବୟାଲିଶ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
    Twenty four
    Fifty two
    Forty two
    Forty four
    ଭାରତରେ 68 ଟା ଏଆରପୋର୍ଟ୍ ଅଛି
    • there are
    • eight
    • sixty
    • airports
    • India
    • in
    ଏହା ମଧ୍ୟ ରୁ କେଉଁ ବିକଳ୍ପ ଟା '99' ର ସଠିକ୍ ସ୍ପେଲିଂଗ୍;
    Nineteen
    Ninety nine
    Ninety
    Nine
    ଏହା ମଧ୍ୟ ରୁ କେଉଁ ବିକଳ୍ପ ଟା '36' ର ସଠିକ୍ ସ୍ପେଲିଂଗ୍;
    Thirty seven
    Thirty five
    Thirty
    Thirty six
    ଏହା ମଧ୍ୟ ରୁ କେଉଁ ବିକଳ୍ପ ଟା '68' ର ସଠିକ୍ ସ୍ପେଲିଂଗ୍;
    Sixty eight
    Eighty six
    Sixty nine
    Eighty seven
    ଏହା ମଧ୍ୟ ରୁ କେଉଁ ବିକଳ୍ପ ଟା '84' ର ସଠିକ୍ ସ୍ପେଲିଂଗ୍;
    Twenty four
    Forty eight
    Eighty four
    Forty four
    ଏହା ମଧ୍ୟ ରୁ କେଉଁ ବିକଳ୍ପ ଟା '79' ର ସଠିକ୍ ସ୍ପେଲିଂଗ୍;
    Ninety seven
    Seventeen nine
    Sixty nine
    Seventy nine
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ