ସମାଧାନ ଏବଂ ଅଭିରୁଚି କହିବା
try Again
Tip1:hello
Lesson 204
ସମାଧାନ ଏବଂ ଅଭିରୁଚି କହିବା
ଟିପ୍
What would you like to have? I'd like to have tea, please. = ଆପଣ କଣ ନେବା କୁ ପସନ୍ଦ କରିବେ ? ମୁଁ ଚା' ପସନ୍ଦ କରିବି, ପ୍ଲିଜ୍.
'What' ତେବେ ବ୍ୟବହାର ହୁଏ, ଯେବେ ଉତ୍ତର ଟା କିଛି ଭି ହେବାର ସମ୍ଭାବନା ଅଛି.
Which Mukherji do you mean? We have two Mukherjis here. = ଆପଣ କେଉଁ ମୁଖର୍ଜୀ ବିଷୟରେ କହୁଛନ୍ତି ?ଆମର ଏଠାରେ ଦୁଇ ଜଣ ମୁଖର୍ଜୀ ଅଛନ୍ତି.
'Which' ର ବ୍ୟବହାର ବ୍ୟକ୍ତି ଏବଂ ସଂଜ୍ଞା, ଉଭୟ ପାଇଁ ହୁଏ ଓ ଏହି ଟା କିଛି ଟା ନିଶ୍ଚିତ ବିକଳ୍ପ ଗୁଡିକ ମଧ୍ୟରୁ ଯେ କୌଣସି ଗୋଟେ ପାଇଁ ପଚରା ହୁଏ.
Which=କେଉଁଟା
do you=ଆପଣ
prefer=ପସନ୍ଦ କରିବେ
'ଏହି ଛବି ରେ ଆପଣଙ୍କର ପ୍ରିୟ ଶିକ୍ଷକ କିଏ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
Which is your favorite teacher in this photograph?
What is your favorite teacher in this photograph?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Which
Who
What
Where
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Who
Which
When
Where
ଟିପ୍
Take whichever you like best. = ଯେଉଁଟା ଆପଣଙ୍କୁ ସବୁ ଠାରୁ ଅଧିକ ପସନ୍ଦ ସେହିଟା ନେଇ ଜାଅ.
'Whichever' ର ଅର୍ଥ ହେଉଛି - ଯେ କୌଣସି ଟା
Which hotel would you prefer to stay in? Whichever, it doesn't matter to me. = ଆପଣ କେଉଁ ହୋଟେଲ୍ ରେ ରହିବା କୁ ପସନ୍ଦ କରିବେ ? ଯେ କୌଣସି, ମତେ କିଛି ଫରକ ପଡିବ ନାହିଁ.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Which
What
Where
Who
'ଏହି ବର୍ଷ ର ସବୁ ଠାରୁ ଭଲ ଫିଲିମ୍ କେଉଁ ଟା?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Which is the best film of this year?
Which will be the best film of this year?
Who is the best film of this year?
What is the best film of this year?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Which of
Which
What
Who
ଆପଣ ମାନଙ୍କ ମଧ୍ୟରୁ ଶ୍ରୀ ୟୋଗୀଙ୍କ ପୁଅ କିଏ?
    • which
    • you
    • son?
    • of
    • is
    • Mr.Yogi's
    ଟିପ୍
    When's your flight? = ଆପଣଙ୍କର ଫ୍ଲାଇଟ୍ ଟା କେତେ ବେଳେ?
    'When' ସମୟ ବିଷୟରେ ପଚରା ପଚରୀ କରିବା ପାଇଁ ମଧ୍ୟ ବ୍ୟବହାର କରା ଯାଇ ପାରିବ.
    When's your birthday? = ଆପଣଙ୍କର ଜନ୍ମଦିନ କେବେ?
    'ଆମେ କେଉଁ ମାସ ରେ ତୁମର ପଦୋନ୍ନତି ର ସେଲୀବ୍ରେଶନ୍ ପାଳନ କରିବା?' ର ସଠିକ୍ ଅନୁବାଦ ର ଚୟନ କରନ୍ତୁ.
    In which month are we celebrating your promotion?
    In when month are we celebrating your promotion?
    ଟିପ୍
    I would rather sit for a while! = ମୁଁ ଟିକିଏ ସମୟ ପାଇଁ ବସିବାକୁ ପସନ୍ଦ କରିବି!
    'Would rather' ର ବ୍ୟବହାର ପସନ୍ଦ ଜଣେଇବା ପାଇଁ କରାଯାଏ.
    I don't want to go for a walk, I'd rather take some photographs = ମୁଁ ଟହଲୀବା ପାଇଁ ଯିବା କୁ ଚାହୁଁ ନାହିଁ, ତା ଅପେକ୍ଷା ମୁଁ କିଛି ଟା ଛବି ଉଠେଇବା ପସନ୍ଦ କରିବି.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କର.
    I ______
    would rather
    is rather
    was rather
    am rather
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    would rather
    rather
    was
    wish
    Shall=କଣ
    I=ମୁଁ
    open=ଖୋଲି ଦେବୀ
    ଟିପ୍
    It's rather cold today = ଆଜି ଟିକିଏ ଅଧିକ ଥଣ୍ଡା ଅଛି.
    The film was rather boring = ଫିଲିମ୍ ଟା ଟିକିଏ ଅଧିକ ବିରକ୍ତିକର ଥିଲା.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    She was ______
    would
    rather
    rathar
    many
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ