Phone ଉପରେ କଥା-ବାର୍ତ୍ତା : Comparative and Superlative Adjectives
try Again
Tip1:hello
Lesson 205
Phone ଉପରେ କଥା-ବାର୍ତ୍ତା : Comparative and Superlative Adjectives
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Samsung phones are ______
easier
more easy
more ease
easyier
'କଣ ଆପଣ ଜାଣିଛନ୍ତି କି ଏହି ଫୋନ୍ ର ସବୁଠାରୁ ଖରାପ କଥା ଟା କଣ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Do you know what is the baddest thing about this phone?
Do you know what is the worst thing about this phone?
Do you know what is the worse thing about this phone?
Do you know what is the very bad thing about this phone?
ଟିପ୍
=
Superlatives ପୁର୍ବରୁ ସବୁବେଳେ 'the/ the most' ର ବ୍ୟବହାର ହୁଏ.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତ.
It is the ______
slimmest
most slim
slimmer
slimmiest
ଡାଏଲଗ୍ ଶୁଣନ୍ତୁ
I just bought a Micromax phone.
ମତେ ଏବେ ଗୋଟେ ମାଇକ୍ରୋମ୍ୟାକ୍ସ୍ ଫୋନ୍ କିଣିଲି.


How's it?
ସେହିଟା କେମିତି ହେଇଛି ?


It has a wider screen than most of the phones.
ତାର ସ୍କ୍ରିନ୍ ଟା ଅଧିକାଂଶ ଫୋନ୍ ଅପେକ୍ଷା ଚୌଡା ଅଛି.


But my phone's screen is the widest.
କିନ୍ତୁ ମୋ ଫୋନ୍ ର ସ୍କ୍ରିନ୍ ହେଉଛି ସବୁଠାରୁ ଚୌଡା.


'ତୁମେ ଏହି ପୁରୁଣା ଫୋନ୍ ଟା କାହିଁକି ବ୍ୟବହାର କରୁଛ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Why are you using this oldest phone?
Why are you using this older phone?
Why are you using this old phone?
Why are you using this oldie phone?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The phone I want to buy is ______
very expensive
very expansive
very expense
very expanse
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
iPhone is more expensive ______
then
than
from
for
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Ram's phone is ______
more cheap
cheaper
cheapest
cheeper
'ମୁଁ ସବୁଠାରୁ ନୁଆ ଫୋନ୍ କିଣିବା କୁ ଯାଉଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
I am going to buy the latest phone.
I am going to buy the later phone.
I am going to buy the most latest phone.
I am going to buy most latest phone.
ଡାଏଲଗ୍ ଶୁଣନ୍ତୁ
My phone has a 13 megapixel camera.
ମୋର ଫୋନ୍ ରେ 13 ମେଗାପିକ୍ସେଲ୍ ର କ୍ୟାମେରା ଅଛି.


It looks slim and expensive.
ଏହି ଟା ବହୁତ ମହଂଗା ଏବଂ ପତଳା ଲାଗୁଛି.


No, it is very cheap. And the design is so classy.
ନା, ଏହିଟା ବହୁତ ସସ୍ତା. ଏବଂ ଏହାର ଡିଜାଇନ୍ ଟା ବହୁତ ଉଚ୍ଚକୋଟିର.


I will buy a new phone next month.
ମୁଁ ଆର ମାସ ଗୋଟେ ନୁଆ ଫୋନ୍ କିଣିବି.


Buy the same model. It is better than the other phones.
ଏହି ମଡେଲ୍ ଟା କିଣିବ. ଏହିଟା ଆର ଫୋନ୍ ଗୁଡିକ ଅପେକ୍ଷା ଭଲ.


ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The screen of the new phones is getting ______
big & big
bigger & bigger
biggest & biggest
more big & more big
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
iPhone is getting ______
more & less expensive
more & more expensive
most & most expensive
more & most expensive
ଟିପ୍
=
ଗୋଟେ ଜିନିଷ ଆଉ ଗୋଟେ ଜିନିଷ ଉପରେ ନିର୍ଭର କରେ, ଏହା କହିବା ପାଇଁ 'comparative adjectives' ର ବ୍ୟବହାର କରାଯାଏ.
=
When you buy a classier phone, it is more expensive.
The classier the phone, the more expensive it is.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
The brighter the screen, the ______
better
best
more best
gooder
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
The older the phone, the ______
cheap
cheaper
cheapest
most cheap
ଉପଯୁକ୍ତ ଶବ୍ଦ ର ଚୟନ ସ୍ଥାନ ପୁରଣ କରନ୍ତୁ.
My phone's processor is ______
more slow
slow
slower
the slowest
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Gionee phones are ______
the cheapest
the cheap
the cheaper
most cheap
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Micromax phones are ______
the most easier
the most easy
the most easiest
the easiest
ଟିପ୍
=
'Comparative' ରେ 'more' ଏବଂ 'less' ର ବ୍ୟବହାର ହୁଏ.
=
'Superlative' ରେ 'most' ଏବଂ 'least' ର ବ୍ୟବହାର ହୁଏ.
ଡାଏଲଗ୍ ଶୁଣନ୍ତୁ
Gionee phones are the least expensive among all phones.
ଜିଓନୀ ଫୋନ୍ ଗୁଡିକ ସମସ୍ତ ଫୋନ୍ ମଧ୍ୟ ରୁ ସବୁଠାରୁ କମ ମହଂଗା.


I think Micromax is less expensive than Gionee.
ମତେ ଲାଗୁଛି 'Micromax' ର ଫୋନ୍ 'Gionee' ଠାରୁ କମ ମହଂଗା.


=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ