Been vs. Gone
try Again
Tip1:hello
Lesson 206
Been vs. Gone
ଟିପ୍
She has been to India three times = ସେ ତିନି ଥର ଭାରତ ଯାଇ ସାରିଛନ୍ତି.
ଆମେ Present perfect ସହିତ 'Been' ଓ 'Gone', ଉଭୟ ର ବ୍ୟବହାର କରୁ.
'Been' ହେଉଛି 'be' ର Past Participle.
ଯେମିତି: ଆପଣ ଯଦି ଛୁଟି ରେ କୌଣସି ସ୍ଥାନ କୁ ଯାଇକି ଫେରି ସାରିଲେଣି, ତାହାଲେ ସେଠାରେ 'been' ର ବ୍ୟବହାର ହେବ.
Have you ever been to Paris? = କଣ ଆପଣ କେବେ ପ୍ୟାରିସ୍ ଯାଇଛନ୍ତି?
ଯେତେବେଳେ ଆପଣ କୌଣସି ବ୍ୟକ୍ତିଙ୍କୁ ତାଙ୍କର ଅତୀତ ର ଅନୁଭବ ବିଷୟରେ ପଚାରନ୍ତି, ତେବେ ମଧ୍ୟ 'been' ର ପ୍ରୟୋଗ ହୁଏ.
ଟିପ୍
She has gone to Delhi, she will be back next week. = ସେ ଦିଲ୍ଲୀ ଯାଇଛି, ସେ ଆର ସପ୍ତାହ ଫେରି ଆସିବ.
'Gone' ହେଉଛି 'go' ର Past Participle.
ଯଦି କୌଣସି ବ୍ୟକ୍ତି ଗୋଟେ ସ୍ଥାନ କୁ ଯାଇଛି ଏବଂ ସେଠାରୁ ଫେରି ନାହିଁ, ତେବେ 'gone' ର ପ୍ରୟୋଗ ହୁଏ.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Have you ever ______
going
been
be
go
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She has ______
been
gone
'ତୁମେ ଡେରି କରିଦେଲ. ତୁମେ କେଉଁ ଠାରେ ଥିଲ?' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.
You are late. Where have you been?
You are late. Where have you gone?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Where has Pooja ______
been
gone
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She was offered a new job. So, she has ______
gone
been
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I'm so tired. I've ______
been
gone
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I don't know that restaurant, I've never ______
go
been
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Are you OK? Your skin has ______
gone
going to be
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Neha has just ______
been
gone
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He has ______
gone
been
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He has ______
gone
been
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Let's ask Neha about Hyderabad. She has ______
been
been going
'ହିମାନୀ ଏବେ ଏଠାରେ ନାହିଁ. ସେ ଦାନ୍ତ ଚିକିତ୍ସକ ପାଖକୁ ଯାଇଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
Himani isn't here now. She has gone to the dentist.
Himani isn't here now. She has been to the dentist.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I've ______
been
be
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ