Prepositions following verbs
try Again
Tip1:hello
Lesson 207
Prepositions following verbs
ଟିପ୍
=
କିଛିଟା 'prepositions' ଏହି ପ୍ରକାର ଥାଏ ଯେଉଁଗୁଡା ସବୁବେଳେ କିଛି 'verbs' ପରେ ଲାଗେ.
=
preposition following verb verb
about argue,boast,complain,decide,dream,hear,laugh,learn,lecture,preach,protest,quarrel,read,speak,think
against protest
at aim,arrive,glance,guess,hint,laugh,look,marvel,shout,smile
for account,aim,allow,apply,apologize,arrange,ask,blame,care,call,cater,count,hope,long,pay,pray,provide,search,wish
from benefit,differ,die,refrain,resign,result,stem,suffer
in arrive,believe,belong,confide,dress,interest, result, specialize,succeed,
of conceive,die,dream,hear,think
on agree,call,comment,concentrate,decide,depend,elaborate,impose,insist,lecture,live,operate,preach,rely
out phase
to add,adjust,admit,agree,answer,apologize,apply,attend,belong,confess,conform,consent,contribute,object,react,refer,resort,speak
with agree,coincide,collide,comply,deal,fight,meet,interfere,speak,quarrel,struggle,tamper
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She smiled ______
at
in
from
of
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I have to deal ______
with
from
against
for
ଟିପ୍
=
'Verb' ପରେ ବ୍ୟବହାର ହେଉ ଥିବା 'prepositions' କୁ ଅନେକ ସମୟରେ 'dependent prepositions' କୁହା ଜାଏ କାରଣ ସେହି ଗୁଡିକ verb ଉପରେ ନିର୍ଭର (depend) କରନ୍ତି.
=
'ତୁମେ ଶିମ୍ଲା ଯାତ୍ରା ବିଷୟରେ କଣ ଚିନ୍ତା କରିଛ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
What have you thought about the trip to Shimla?
What have you thought for the trip to Shimla?
What have you thought in the trip to Shimla?
What have you thought at the trip to Shimla?
'ଆପଣ ରାମ ବିଷୟରେ ଏତେ ଅଭିଯୋଗ କାହିଁକି କରନ୍ତି?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Why do you complain about Ram so much?
Why do you complain with Ram so much?
Why do you complain from Ram so much?
Why do you complain to Ram so much?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
He keeps reading ______
at
about
for
'ଆପଣ କେଉଁ ବିଷୟରେ କଳହ/କଳି କରୁଛନ୍ତି?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
What are you quarreling about?
What are you quarrel about?
What are you quarraling about?
What are you quarral about?
'ରାଜୁ ସେହି ଆନ୍ଦୋଳନ ର ବିରୋଦ୍ଧ କରୁଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
Raju is protesting against that moment.
Raju is protest against that movement.
Raju is protesting against that movement.
Raju is protesting with that movement.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I don't want to argue ______
of
about
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Take a quick ______
glass at
glans at
glance with
glance at
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I am not to be blamed ______
for
at
against
out
'ସେମାନେ ପାର୍ଟୀ ରେ ଖାଦ୍ୟ ଯୋଗେଇବେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
They will catering for the party
They will cate for the party
They will cater for the party
They will catter for the party
'ମୁଁ ମୋ ଚାକିରୀ ରୁ ପଦତ୍ୟାଗ କରି ଦେଇଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I am resigning from my job.
I am resign from my job.
I am resigning with my job.
I am resigning to my job.
'ସେ ମତେ ତାର ଗୁପ୍ତ କଥା କୁହେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
She confined in me.
She is confide in me.
She confided in me.
She confides in me.
'ଆଜିକାଲି ଲୋକ ମାନେ ଅଜ୍ଞାତ ରୋଗ ଯୋଗରୁ ମରୀ ଯାଉଛନ୍ତି.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
These days people are dying of unknown diseases.
These days people are dieing of unknown diseases.
These days people die of unknown diseases.
These days people are dyeing of unknown diseases.
'ମୁଁ କଦାପି ଏକ ନୀଳ ରଙ୍ଗ ର ଗଚ୍ଛ ବିଷୟରେ ଶୁଣି ନାହିଁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I have never herd of a blue coloured tree.
I have never hear of a blue coloured tree.
I have never heard of a blue coloured tree.
I have never heard in a blue coloured tree.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Please ______
concentrate on
consentrate on
conscentrate on
concentrate of
'ମିରା ସେହି ବିଷୟ ଉପରେ ବିସ୍ତୃତ ଭାବରେ କଥା ହେଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Meera elaborated on that topic.
Meera elaborate on that topic.
Meera elaborated in that topic.
Meera elaborated with that topic.
'କିଛି ସମୟରେ ଏହି ମେଶିନ୍ ଟା ଅପ୍ରଚଳିତ ହେଇ ଯିବ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
After sometime this machine will phase out.
After sometime this machine will phase from.
After sometime this machine will phased out.
After sometime this machine will phased at.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I'll ______
contribute to
contribute with
contribute of
contribute at
'ଯେତେବେଳେ ସେ ଦୁଃଖିତ ଥାଏ, ସେ ସଙ୍ଗୀତର ଆଶ୍ରୟ ନିଏ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Whenever she is upset, she resortes to music.
Whenever she is upset, she resorted to music.
Whenever she is upset, she resorts to music.
Whenever she is upset, she resort to music.
'ସେହି ଟ୍ରକ୍ ର ଗୋଟେ ଗାଦୀ ସହିତ ଧକ୍କା ହେଇ ଗଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
That truck collided with a car.
That truck collision with a car.
That truck collides with a car.
That truck colliding with a car.
ଟିପ୍
=
'Interfere + in' ଅର୍ଥ ହେଉଛି କୌଣସି ଜିନିଷ/କାର୍ଯ୍ୟ ରେ ହସ୍ତକ୍ଷେପ କରିବା.
=
'Interfere + with' କୌଣସି କାର୍ଯ୍ୟ ରେ ବାଧା ଦେବା.
'ଯଦି ଆପଣ ଔଷଧ ରେ ହସ୍ତକ୍ଷେପ କରିବେ ତାହାଲେ କଦାପି ସୁସ୍ଥ ହେଇ ପାରିବେ ନାହିଁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
If you interfere with the medicine, you will not get well soon.
If you interfere at the medicine, you will not get well soon..
If you interfere on the medicine, you will not get well soon.
If you interfere in the medicine, you will not get well soon.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ