Nouns followed by prepositions: On, To, Of
try Again
Tip1:hello
Lesson 208
Nouns followed by prepositions: On, To, Of
ଟିପ୍
=
ଆଜି ଆମେ 'on, to, of' ର ଅଭ୍ୟାସ କରିବା. ଏଠାରେ ଏହାର ବ୍ୟବହାର ର କିଛି ଟା ଉଦାହରଣ ଦିଆ ଯାଇଛି.
=
On: Effect on (ଉପରେ ପ୍ରଭାବ), congratulations on (ପାଇଁ ଅଭିନନ୍ଦନ)

To: Married to, Solution to (ର ସମାଧାନ)

Of: Example of (ର ଉଦାହରଣ), Lack of (ର ଅଭାବ), Proof of (ର ପ୍ରମାଣ), Fear of (ର ଡର).
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
His lack ______
of
on
at
in
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He has the advantage ______
to
of
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
His dedication ______
on
to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
His devotion ______
on
to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
My fear ______
on
to
in
of
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
His reaction ______
to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
His habit ______
on
to
of
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She is a disgrace ______
at
to
of
'ରମନ୍ କୁ ସବୁବେଳେ ପଇସା ଦରକାର ଥାଏ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Raman is always in need of money.
Raman is always on need of money.
Raman is always to need of money.
Raman is always of need of money.
'ଚିକେନ୍ ବନେଇବା ର ପ୍ରଣାଳୀ ଟା ବହୁତ କଠିଣ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
The process on making chicken is very difficult.
The process of making chicken is very difficult.
The process to making chicken is very difficult.
The process in making chicken is very difficult.
'ମୁଁ ନେହା କୁ ନିମନ୍ତ୍ରଣ ପଠେଇ ଦେଇଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I have sent an invitation on Neha.
I have sent an invitation of Neha.
I have sent an invitation to Neha.
I have sent an invitation in Neha.
'ସେ ତା ସାଙ୍ଗ ର ଫୋଟୋ ଉଠେଇଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
He took a photograph on his friend.
He took a photograph to his friend.
He took a photograph of his friend.
He took a photograph in his friend.
'ତାର ଚିନ୍ତା ର କାରଣ ହେଉଛି ତାର ସ୍ତ୍ରୀ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
The cause on his problems is his wife.
The cause to his problems is his wife.
The cause of his problems is his wife.
The cause in his problems is his wife.
ନିଜ ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ.
କଣ ଆପଣଙ୍କ ପାଖରେ ଏହି ସମସ୍ୟା ର ସମାଧାନ ପାଇଁ କିଛି ପ୍ରସ୍ତାବ ଅଛି?
    • how we could solve
    • this problem?
    • on
    • any suggestions
    • in
    • do you have
    ଖାଲି ସମୟ ଥିବା ର ଲାଭ ଏହାକି ଆପଣ କିଛି ଭି କରି ପାରିବେ.
    • The advantage
    • is that
    • of
    • having free time
    • at
    • you can do anything.
    ଏହି ଡିଶ୍ ର ମୁଖ୍ୟ ସାମଗ୍ରୀ ଗୁଡିକ କଣ?
    • are the main
    • at
    • what
    • of
    • ingredients
    • this dish?
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ