Nouns followed by prepositions: about, for, in
try Again
Tip1:hello
Lesson 209
Nouns followed by prepositions: about, for, in
ଟିପ୍
=
ଏହି ଲେସନ୍ ରେ ଆମେ ସମ୍ବନ୍ଧସୁଚକ 'for', 'about', ଏବଂ 'in' ର ଅଭ୍ୟାସ କରିବା ଯେଉଁଟା ସଂଜ୍ଞା ପୁର୍ବରୁ ଲାଗେ. ସମ୍ବନ୍ଧସୁଚକ କୁ ଇଂରାଜୀ ରେ \'preposition\' କୁହାଯାଏ. ଧ୍ୟାନ ରଖନ୍ତୁ କି ଇଂରାଜୀ ରେ \'prepositions\' ର ବ୍ୟବହାର ସଂଜ୍ଞା ପୁର୍ବରୁ ହୁଏ. ଯେମିତି 'We spoke about politics' ରେ 'about' ଯେଉଁଟା ହେଉଛି ଏକ preposition, 'politics' ପୁର୍ବରୁ ଲାଗେ. 'Politics' ହେଉଛି ଏକ ସଂଜ୍ଞା.
=
About = ବିଷୟରେ - ଏହାର ବ୍ୟବହାର : Agreements ଏବଂ Discussions (ବିଚାର-ବିମର୍ଶ) ପାଇଁ କରା ଜାଏ

For = ପାଇଁ (କେବେ-କେବେ ଏହାର ଅର୍ଥ 'ର' ମଧ୍ୟ ହେଇ ପାରେ) - ଏହାର ବ୍ୟବହାର : Reasons (କାରଣ) ଓ Responsibilities (ଦାୟିତ୍ବ) ପାଇଁ କରା ଜାଏ.

In = ରେ - ଏହାର ବ୍ୟବହାର : Beliefs (ଆସ୍ଥା) ଏବଂ Interests (ରୁଚି) ପାଇଁ କରା ଜାଏ.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They took the responsibility ______
for
about
in
on
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Raman has a strong affection ______
about
in
on
for
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
There was a long discussion ______
in
about
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I have no interest ______
about
on
in
to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I was telling Ram ______
on
about
to
in
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Raman is a candidate ______
for
on
about
to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You will provide full support ______
on
of
to
about
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Her belief ______
for
about
in
to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
There is no cause ______
on
about
for
'ସେ ତାର ଆଚରଣ ପାଇଁ ତା ଠାରୁ କ୍ଷମା ମାଗିଲା. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
She offered him an apology about her conduct.
She offered him an apology for her conduct.
She offered him an apology in her conduct.
She offered him an apology to her conduct.
'ଆଶା କରୁଛି କି ସେ ତା ଉପରେ ମୋର ବିଶ୍ବାସ କୁ ସଠିକ୍ ପ୍ରମାଣ କରିବ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ର ଚୟନ କରନ୍ତୁ.;
I hope she will justify my confidence at her.
I hope she will justify my confidence in her.
I hope she will justify my confidence to her.
I hope she will justify my confidence about her.
'ଆଡ୍ଭାନୀ ଦୁର୍ଘଟଣା ପାଇଁ ଦୋଷ ସ୍ବୀକାର କରିଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Advani accepted the blame for the accident.
Advani accepted the blame in the accident.
Advani accepted the blame to the accident.
Advani accepted the blame about the accident.
'ସେ ଆମ ପ୍ରୋଜେକ୍ଟ୍ ରେ ରୁଚି ଦେଖେଇଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
She showed an interest on our project.
She showed an interest of our project.
She showed an interest about our project.
She showed an interest in our project.
'ମୁଁ ପ୍ରିୟା କୁ ଦୁର୍ଘଟଣା ବିଷୟରେ କହୁଥିଲି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I was telling Priya about the accident.
I was telling Priya on the accident.
I was telling Priya to the accident.
I was telling Priya in the accident
ସେମାନେ ନୁଆ କନ୍ଟ୍ରାକ୍ଟ୍ ବିଷୟରେ ଚର୍ଚା କରୁ ଥିଲେ.
    • the new contract.
    • were
    • about
    • they
    • discussing
    • for
    ତାର ସମ୍ପତ୍ତି ପ୍ରତି ତାର ଗର୍ବ ହେଉଛି ମୁର୍ଖତା.
    • is foolishness.
    • her
    • In her
    • on her
    • property
    • pride
    ନେନା ପ୍ରତି ତାଙ୍କର ସ୍ନେହ ସ୍ବାଭାବିକ ଅଟେ.
    • natural.
    • for
    • is
    • his
    • Naina
    • fondness
    ମତେ ତା ଉପରେ ବିଶ୍ବାସ ଅଛି.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ