ବୟସ କହିବା ଓ ପଚାରିବା ଶିଖନ୍ତୁ
try Again
Tip1:hello
Lesson 21
ବୟସ କହିବା ଓ ପଚାରିବା ଶିଖନ୍ତୁ
How=କେତେ
old=ବୟସ
are=
ଟିପ୍
How old are you? = ଆପଣଙ୍କର ବୟସ କେତେ?
ଏହି ବାକ୍ୟ ର ଅର୍ଥ ହେଉଛି : ଆପଣଙ୍କର ବୟସ କେତେ? / ଆପଣଙ୍କୁ କେତେ ବୟସ ହେଲା?
=
'ଆପଣଙ୍କର ବୟସ କେତେ ?' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
How old are you?
How many old are you?
How much old are you?
How are you?
ଇଂରାଜୀ ରେ ଅନୁବାଦ କରନ୍ତୁ
ଆପଣଙ୍କର ବୟସ କେତେ ?
I=ମୁଁ
am=ହେଉଛି
twenty=କୋଡିଏ
years=ବର୍ଷ
ଟିପ୍
I am twenty years old = ମୁଁ କୋଡିଏ ବର୍ଷ ର.
ଆପଣ କେବଳ \'I am twenty\' ଭି କହି ପାରନ୍ତି - ସାଧାରଣତଃ ଏହିଟା ବ୍ୟବହାର ହୁଏ.
=
ଡାଏଲଗ୍ ଶୁଣନ୍ତୁ
Is it your birthday?
ଆଜି କଣ ଆପଣଙ୍କର ଜନ୍ମଦିନ ?


Yes, it is my birthday.
ହଁ, ଆଜି ମୋର ଜନ୍ମଦିନ.


Happy birthday! How old are you?
ଜନ୍ମଦିନ ର ଶୁଭେଚ୍ଛା ! ଆପଣଙ୍କର ବୟସ କେତେ ?


I am six.
ମୁଁ ଛଅ ବର୍ଷ ର.


ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
is
am
am years
ଇଂରାଜୀ ରେ ଅନୁବାଦ କରନ୍ତୁ
ମୁଁ 16 ବର୍ଷ ର.
'ଆପଣଙ୍କର ଭାଇ ର ବୟସ କେତେ ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
How old is your brother?
How old are your brother?
How much old is your brother?
Is your brother old?
ମିସିଙ୍ଗ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ଭରନ୍ତୁ
How ______
old
old is
many years is
old are
ମୋର ଭଉଣୀ 12 ବର୍ଷ ର
    • sister
    • my
    • is
    • twelve
    ସେ (ସ୍ତ୍ରୀଲିଂଗ) 13 ବର୍ଷ ର
    • she
    • are
    • the
    • is
    • thirteen
    I=ମୁଁ
    am=ଅଟେ
    I=ମୁଁ
    am=ଅଟେ
    in=ଅଛି
    my=ମୋର
    'ମୁଁ ମୋର ତୃତୀୟ ଦଶନ୍ଧି /ଦଶକ ରେ ଅଛି.' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    I am thirty
    I am in my thirties
    I am in my twenties
    I am on my thirties
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I am in my ______
    thirty
    thirtieth
    thirty two
    thirties
    ଇଂରାଜୀ ରେ ଅନୁବାଦ କରନ୍ତୁ
    ମୁଁ ମୋର ତୃତୀୟ ଦଶନ୍ଧି ଅଛି.
    'ମୁଁ ବୟାଲିଶ ବର୍ଷ ର.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    I am forty
    I am forty five
    I am forty two
    I am of forty two
    ଇଂରାଜୀରେ ଅନୁବାଦ କରନ୍ତୁ
    Lisa ହେଉଛି 16 ବର୍ଷ ର ଓ Mary ହେଉଛି 20 ବର୍ଷ ର.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ