Business report ଲେଖିବା ଶିଖନ୍ତୁ
try Again
Tip1:hello
Lesson 211
Business report ଲେଖିବା ଶିଖନ୍ତୁ
'ବହୁ ମାତ୍ରା ରେ ଲୋକମାନେ ପ୍ରଦର୍ଶନୀ ରେ ଭାଗ ନେଲେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
A huge number of people participated at the art exhibition.
A huge numbers of people participated at the art exhibition.
A huge number of people are participated at the art exhibition.
A huge number of people did participated at the art exhibition.
'ଏହିଟା ତିନି ଦିନର କଳା ପ୍ରଦର୍ଶନୀ ଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
It was a three-day artist exhibition.
It has to be a three-day art exhibition.
It was a three-day art exhibition.
It was a three-day art exhibission.
'ସେଠାରେ ବହୁତ ଗୁଡେ ଦୋକାନ ଘର ଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
There were a lot of stoles there.
There were a lot of stalls there.
Their were a lot of stalls there.
There were a lot of stawls there.
'ଗତ ଥର ଅପେକ୍ଷା 25% ଅଧିକ ଭ୍ରମଣକାରୀ ଆସିଥିଲେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
As compared to last year there be 25% more visitors.
As compared to last year there were 25% many visitors.
As compared to last year there were 25% larger visitors.
As compared to last year there were 25% more visitors.
'ଆମେ ବହୁତ ଜ୍ଞାନ ଅର୍ଜନ କରିଲୁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
We gained a lots of information.
We had a lot of information.
We will gain a lot of information.
We gained a lot of information.
'ଆମକୁ ବ୍ୟବସାୟିକ ସମ୍ଭାବନା ବିଷୟରେ ଜଣା ପଡିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
We got to know about the business prospects
We know about the business prospects
We got to know about the business prospective
We got knowing about the business prospects
ଟିପ୍
Brochure = 1-2 କିମ୍ବା ଅଧିକ ପୃଷ୍ଠା ର ବହି, ଯେଉଁଥିରେ କମ୍ପାନୀ ବିଷୟରେ ସବୁ ତଥ୍ୟ ଦିଆ ଯାଇ ଥାଏ.
=
'ଆମେ ବହୁତ ଗୁଡେ brochure ଏକତ୍ର କରିଛୁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
We collected a lot of brochures
We collected many of brochures
We collects a lot of brochures
We are collecting a lot of brochures
'ପ୍ରତ୍ୟେକ ଦୋକାନ ଘର ରଚନାତ୍ମକ ଦେଖା ଯାଉ ଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
Every stall is creative
Every stall has a creative look
Every stall was looking creative
Every stall has been creative
'ବହୁତ ବଢିଆ ଅନୁଭବ ରହିଲା!' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
It was a good experience!
It could have been a good experience!
It will be a good experience!
It is a good experience!
'ଆମକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଲା. ' ର ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
We required positive feedback.
We received positive feedback.
We had positive feedback.
We have positive feedback.
'ଅଧିକାଂଶ ଦୋକାନ ଘର ଗୁଡିକ ର ଭଲ ରୋଜଗାର ହେଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
More of the stalls earned well.
Most of the stalls are earning well.
Most of the stalls earned well.
Few of the stalls earned well.
ଡାଏଲଗ୍ ଶୁଣନ୍ତୁ
The participation at Jawahar Kala Kendra's Art Exhibition was enormous. It was a three-day exhibition that happens every year.
ଜବାହର କଳା କେନ୍ଦ୍ର ର କଳା ପ୍ରଦର୍ଶନୀ ରେ ଲୋକ ମାନେଭାରୀ ମାତ୍ରା ରେ ଯୋଗ ଦେଲେ. ଏହି ଟା ଏକ ତିନି ଦିନ ର ପ୍ରଦର୍ଶିନୀ ଏବଂ ଏହି ଟା ପ୍ରତ୍ୟେକ ବର୍ଷ ହୁଏ.


That's nice! What all did you see there?
ବଢିଆ! ତୁମେ ସେଠାରେ କଣ କଣ ଦେଖିଲ?


There were shawls from Kashmir, Handicrafts and Blue Pottery from Rajasthan, Bamboo furniture from North-East, Jute items from Bengal and much more.
କାଶ୍ମିର ର ଶଲ୍, ରାଜସ୍ଥାନ୍ ର 'ବ୍ଲ୍ୟୁ ପଟରୀ' ଏବଂ ହସ୍ତଶିଳ୍ପ, ଉତ୍ତର-ପୁର୍ବ ରୁ ବାଉନ୍ସ ର ଫର୍ନିଚର, ବଙ୍ଗାଳ ରୁ ଜୁଟ୍ ର ବସ୍ତୁ ଏବଂ ବହୁତ କିଛି.


How many visitors were there?
ସେଠାରେ କେତେ ପରିଦର୍ଶକ ଥିଲେ?


The headcount of visitors was 25% more than the last year. We also gained a lot of information about the business prospects and collected a lot of brochures for future reference.
ପରିଦର୍ଶକ ମାନଙ୍କ ସଂଖ୍ୟା ଗତ ବର୍ଷ ଠାରୁ 25% ଅଧିକ ଥିଲା. ଆମେ ମଧ୍ୟ ବ୍ୟବସାୟ ର ସମ୍ଭାବନା ବିଷୟରେ ଜ୍ଞାନ ଅର୍ଜନ କରିଲୁ ଏବଂ ଭବିଷ୍ୟତ ପ୍ରସଂଗ ରେ ବ୍ରୋଶର ଏକତ୍ର କରିଲୁ.


How was your experience?
ତୁମର ଅନୁଭବ କେମିତି ରହିଲା?


Every stall was put up in a creative way and it was an enriching experience.
ପ୍ରତ୍ୟେକ ଦୋକାନ ଘର ରଚନାତ୍ମକ ଭାବରେ ଲଗା ଯାଇ ଥିଲା ଏବଂ ଏହିଟା ଏକ ସମୃଦ୍ଧ ଅନୁଭବ ଥିଲା.


ଡାଏଲଗ୍ ଶୁଣନ୍ତୁ
Several visitors enquired about the products in detail and gave a positive feedback.
ବହୁତ ପରିଦର୍ଶକ ମାନେ ବିସ୍ତୃତ ଭାବେ ଉତ୍ପନ୍ନ ଦ୍ରବ୍ୟ ବିଷୟରେ ପଚାରିଲେ ଏବଂ ସକାରାତ୍ମକ ପ୍ରତିକ୍ରିୟା ଦେଲେ.


That's nice! How was the response?
ବଢିଆ ! ପ୍ରତିକ୍ରିୟା କେମିତି ଥିଲା?


The response was great and most of the stalls made good profit.
ପ୍ରତିକ୍ରିୟା ବହୁତ ଭଲ ଥିଲା ଏବଂ ଅଧିକାଂଶ ଦୋକାନ ମାନଙ୍କର ଭଲ ରୋଜଗାର ହେଲା.


=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ