Say vs. Tell
try Again
Tip1:hello
Lesson 212
Say vs. Tell
ଟିପ୍
I told Priya that I was tired = ମୁଁ ପ୍ରିୟା କୁ କହିଲି କି ମୁଁ ହାଲିଆ ହେଇ ଯାଇ ଥିଲି.
Tell + Somebody

ଆମେ 'tell' ର ପ୍ରୟୋଗ ତେବେ କରୁ, ଯେବେ ଆମେ କୌଣସି ବ୍ୟକ୍ତି ର ଉଲ୍ଲେଖ କରୁ ଯାହାକୁ ଆମେ କଥା ଟା କହିଛୁ.
She said she was tired = ସେ କହିଲା କି ସେ ହାଲିଆ ହେଇ ଯାଇ ଥିଲା.
'Said' = କହିବା, ଏଠାରେ ଏହା କୁହା ଯାଉ ନାହିଁ କି କଥାଟା କାହାକୁ କୁହା ଯାଉଛି.
ଆପଣ କିଛି କହୁଛନ୍ତି = say ଆପଣ କାହାକୁ କିଛି କହୁଛନ୍ତି = tell
ram said that he was tired. ram told sheela that he was tired.
anil says you have a new job. anil tells me, you have a new job.
tara said, i love mohan tara told mohan that she loved him.
she said, hello, i am your guide. she told us that she was our guide
she said that she was our guide she told us that she was our guide
he said that he had to leave he told everybody that he had to leave.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
tell
told
telling
said
ଟିପ୍
He said he was going home = ସେ କହିଲା କି ସେ ଘର କୁ ଯାଉଛି.
Say Something
ଆମେ 'say' ର ବ୍ୟବହାର ତେବେ କରୁ ଯେବେ ଆମେ କିଛି କହୁ. କିନ୍ତୁ 'ଯାହାକୁ' କହୁ ତାର ଉଲ୍ଲେଖ ହୁଏ ନାହିଁ.
=
ଟିପ୍
Tell a story = ଗୋଟେ ଗଳ୍ପ ଶୁଣାଅ
ଆମେ 'tell' ପରେ 'to' ର ବ୍ୟବହାର କରୁ ନାହିଁ.
କିଛି ଟା 'ଭାବ' ଜଣେଇବା ସମୟରେ, ଆମେ 'tell' ର ପ୍ରୟୋଗ କୌଣସି ବ୍ୟକ୍ତି ର ଅନୁପସ୍ଥିତି ରେ ମଧ୍ୟ ହେଇ ପାରିବ.
E.g. tell a lie, tell the truth, tell a story.
Tell the truth = ସତ କୁହ
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Can you ______
say
said
says
say to
ଟିପ୍
I said to her that I was going home = ମୁଁ ତାକୁ କହିଲି କି ମୁଁ ଘର କୁ ଯାଉଛି.

କେବେ କେବେ ଆମେ ଯାହା ସାଂଗରେ କଥା ହେଇଛୁ, ଯଦି ତାହାର ଉଲ୍ଲେଖ କରିବାକୁ ଚାହିଁବୁ, ତେବେ ଆମେ 'said' ପରେ 'to' ର ବ୍ୟବହାର କରି ପାରିବା.

କିନ୍ତୁ ଏମିତି ବାକ୍ୟ ଗୁଡିକ ରେ 'told' ର ବ୍ୟବହାର ଟା ଅଧିକ ଉଚିତ୍.
\'I told her that I was going home\'.
I told her that I was going home = ମୁଁ ତାକୁ କହିଲି କି ମୁଁ ଘର କୁ ଯାଉଛି.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The teacher wanted to ______
say
tell
told
said
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Did you ______
say
tell
'ମ୍ୟାନେଜର ଆମକୁ ନୁଆ ପ୍ରୋଜେକ୍ଟ୍ ବିଷୟରେ କହିବେ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.
The manager is going to tell us about the new project.
The manager is going to say us about the new project.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They ______
said
told
said to
tell
'ତୁମେ କଣ କହିଲ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
What did you tell?
What did you say?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
What did mom ______
say
tell
ସେ କହୁଛି କି ସେ ବହୁତ ତିବ୍ର ଗତି ସହିତ ପହଁରି ପାରେ.
    • very fast.
    • he
    • says
    • he can
    • swim
    • tell
    'ସେ ମତେ କହିଲା କି ସେ ମୁମ୍ବାଇ ଯାଉଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
    He told me that he was going to Mumbai.
    He told to me that he was going to Mumbai.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He ______
    told
    said
    tell
    say
    'ନେହା ତାକୁ କହିଲା \'ମୁଁ ଆଶା କରୁଛି କି ଆପଣ ଶୀଘ୍ର ଆସିବେ.\'' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
    Neha said to her, \'I hope you come soon.\'
    Neha told to her, \'I hope you come soon.\'
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I'd like to sleep, she ______
    said
    told
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    She ______
    said
    told
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    They ______
    told
    said
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ