ପରାମର୍ଶ ଏବଂ ମତ : Should, Ought to
try Again
Tip1:hello
Lesson 213
ପରାମର୍ଶ ଏବଂ ମତ : Should, Ought to
ଟିପ୍
She should quit smoking = ତାକୁ ଧୁମ୍ରପାନ ତ୍ୟାଗ କରି ଦେବା କଥା.
You ought to visit us on weekends = ତୁମକୁ ଆମ ସହିତ ୱିକେଣ୍ଡ୍ ରେ ସାକ୍ଷାତ କରିବା ପାଇଁ ଆସିବା କଥା.
'Should' ଏବଂ 'ought to' ର ବ୍ୟବହାର 'କଣ କରିଲେ ଭଲ' କିମ୍ବା 'କଣ କରିବା ଟା ସଠିକ୍?' ଏହା କହିବା ପାଇଁ କରାଯାଏ.
'ସେମାନଙ୍କୁ ଜିମିଙ୍ଗ୍ କରିବା ଆରମ୍ଭ କରି ଦେବା କଥା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
They ought to start gymming.
They ought start gymming.
They ought to starts gymming.
They ought to starting gym.
ଟିପ୍
You ought not to go alone = ତୁମକୁ ଏକୁଟିୟା ଯିବା କଥା ନୁହେଁ.
You should not go alone = ତୁମକୁ ଏକୁଟିୟା ଯିବା କଥା ନୁହେଁ.
'Should' ଏବଂ 'ought to' ର ବ୍ୟବହାର 'କଣ କରିବା କଥା ନୁହେଁ ?' ବିଷୟରେ ପ୍ରସ୍ତାବ ଦେବା ସମୟରେ ମଧ୍ୟ କରାଯାଏ.
ଧ୍ୟାନ ଦିଅନ୍ତୁ କି 'ought + not + to' ଲାଗିବ - 'not' ମଝିରେ ଲାଗେ.
'ସେମାନଙ୍କୁ ଗାଡି ଟା ମୁଖ୍ୟ ଦ୍ବାର ସାମନା ରେ ପାର୍କ୍ କରିବା କଥା ନୁହେଁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
They should not to park the car in front of the main entrance.
They should not park the car in front of the main entrance.
They could not park the car in front of the main entrance.
They might not park the car in front of the main entrance.
'ନେହା କୁ ଆମକୁ ପୁର୍ବରୁ କହିଦେବା କଥା ଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Neha should told us earlier.
Neha should have to told us earlier.
Neha should have tell us earlier.
Neha should have told us earlier.
'ତୁମକୁ ତୁମ ବାପାଙ୍କ କଥା ଶୁଣିବା ଦରକାର. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
You ought to listen your father.
You ought to be listen to your father.
You ought to listen to your father.
You ought to listened your father.
ଟିପ୍
I think I ought to leave now = ମତେ ଲାଗୁଛି କି ମତେ ଏବେ ବାହାରିବା ଦରକାର.
Do you think we should leave now? = କଣ ତୁମକୁ ଲାଗୁଛି କି ଆମକୁ ବାହାରିବା ଦରକାର?

କୌଣସି ସ୍ଥିତି ନିମନ୍ତେ କାହା ଠାରୁ ପ୍ରସ୍ତାବ ନେବା କିମ୍ବା ଦେବା ପାଇଁ ମଧ୍ୟ 'should' ଏବଂ 'ought to' ର ବ୍ୟବହାର କରା ଯାଇ ପାରିବ.
ଏମିତି ବାକ୍ୟ ସାଧାରଣତଃ 'I think', 'I don't think', 'Do you think' ରୁ ଆରମ୍ଭ ହୁଏ.
ଟିପ୍
I should have cleaned the house. = ମତେ ଘର ସଫା କରି ଦେବାର ଥିଲା.
I ought to have bought her a gift. = ମତେ ତା ପାଇଁ ଏକ ଉପହାର କିଣି ଦେବା କଥା ଥିଲା.
ଯଦି ଅତୀତ ରେ କିଏ କିଛି ଭୁଲ୍ କରିଛି ତେବେ ଆମେ 'should have/ought to have + past participle' ର ବ୍ୟବହାର କରୁ.
'ଆମକୁ ପୋଷାକ ଉପରେ ଏତେ ଖର୍ଚ୍ଚ କରିବା କଥା ନଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ଚୟନ କରନ୍ତୁ.;
We should not have spent that much on the clothes.
We should not has spent that much on the clothes.
We should not have spend that much on the clothes..
We could not have spent that much on the clothes.
'ମତେ ଘରକୁ ଶୀଘ୍ର ଆସିବା କଥା ଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I ought have come home earlier.
I ought to have came home earlier.
I ought to have come home earlier.
I ought to has come home earlier.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They ______
should
should had
should have
should to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
We ______
should to
should have
ought to
ought
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He ______
should have study
should has studied
should have studied
should have studyed
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
should not to have had
should not has had
should not have have
should not have had
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
ought not have gone
ought not to have go
ought not to have gone
ought not to has gone
ସେମାନଙ୍କୁ ଠିକ ସମୟ ରେ ଆସି ଯିବା କଥା ଥିଲା.
    • time.
    • should have
    • on
    • came
    • come
    • they
    ଆମକୁ ଯାତାୟାତ ନିୟମ ଗୁଡିକୁ ଭାଙ୍ଗିବାର ନଥିଲା.
    • the traffic rules.
    • ought
    • to
    • we
    • have broken
    • not
    ସେମାନଙ୍କୁ ଖାଦ୍ୟ ଟା ଭଲ ଭାବେ ଚୋବେଇବା ଦରକାର.
    • the food
    • chew
    • they
    • chewed
    • should
    • well.
    ତୁମକୁ ଆମ ସହିତ ଆସିବା କଥା.
    ଆମକୁ ଘର କୁ ଯିବା କଥା.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ