ଖାଇବା ପିଇବା ଏବଂ ବାସନ ନାମ
try Again
Tip1:hello
Lesson 214
ଖାଇବା ପିଇବା ଏବଂ ବାସନ ନାମ
ଟିପ୍
=
ଏହି ପାଠ ର ଆମେ ତିନି ଟା ଭାଗ କରିଛୁ.
ପ୍ରଥମ ଭାଗ ରେ ଆମେ ଖାଦ୍ୟ ପ୍ରକାର ବିଷୟରେ ପଢିବା.
ଦ୍ବିତୀୟ ଭାଗ ରେ ଆମେ ଭୋଜନ ରାନ୍ଧିବା ର ବିଭିନ୍ନ ପ୍ରଣାଳୀ ବିଷୟରେ ପଢିବା
ଏବଂ ତୃତୀୟ ଭାଗ ରେ ଆମେ cutlery ବିଷୟରେ ପଢିବା.
=
ଟିପ୍
=
ଖାଦ୍ୟ ପ୍ରକାର :
1. Vegetables (ପରିବା) - ପାଳଙ୍ଗ ସାଗ, କୋବି, ଆଳୁ, ବାଇଙ୍ଗଣ ଇତ୍ୟାଦି
2. Fruits (ଫଳ) - ଆମ୍ବ, କଦଳୀ, ଅଙ୍ଗୁର, କମଳା ଇତ୍ୟାଦି
3. Dairy (ଦୁଧ ଏବଂ ଦୁଧ ରୁ ତିଆରି ଦ୍ରବ୍ୟ) - ଦୁଧ, ଦହୀ, ଲାହୁଣୀ ଇତ୍ୟାଦି
4. Meat (ମାଂସ) - Mutton (ମଟନ୍), Chicken (ଚିକେନ୍), Pork (ଘୁସୁରୀ ମାଂସ)
5. Sea food - ମାଛ, ଚିଙ୍ଗୁଡି, କଙ୍କଡା ଇତ୍ୟାଦି
6. Grains (ଶସ୍ୟ) - Wheat (ଗହମ), Rice (ଚାଉଳ) ଇତ୍ୟାଦି
7. Pulses (ଡାଲି).
=
'Kidney beans କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Pulses
Meat
'Melon କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Dairy
Meat
'Mutton କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Dairy
Meat
'Radish କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Dairy
Meat
'Cheese କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Dairy
Meat
'Lettuce କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Dairy
Meat
'Brinjal/Eggplant କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Dairy
Meat
'Cream କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Dairy
Meat
'Beef କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Dairy
Meat
'Pork କେଉଁ ଖାଦ୍ୟ ବର୍ଗ ସହିତ ସମ୍ପୃକ୍ତ?' ;
Fruit
Vegetable
Dairy
Meat
cooking methods ରନ୍ଧନ ପଦ୍ଧତି/ପ୍ରଣାଳୀ
bake ଓଭନ୍ ରେ ରାନ୍ଧିବା/ସେକିବା (ସିଧା ନିଆଁ ଉପରେ ନୁହେଁ)
roast ସେକିବା/ପୋଡିବା
fry ଛାଣିବା
defrost ବରଫ ଅପସାରଣ କରିବା
stir ଫେନ୍ଟିବା / ମିସେଇବା
grill ଧାତବ ଜାଲି ଉପରେ ରାନ୍ଧିବା
blend ମିଶ୍ରଣ କରିବା
peel ଚୋପା ଛଡେଇବା
slice ଓସାରିଆ ଖଣ୍ଡ କରି କାଟିବା
melt ତରଳେଇବା
boil ଫୁଟେଇବା
mix ମିଶ୍ରଣ କରିବା
squeeze ଚିପୁଡିବା
simmer ଅଳ୍ପ ନିଆଁରେ ରାନ୍ଧିବା
grate ଘସିବା
steam ବାମ୍ଫ ଦେଇ ରାନ୍ଧିବା
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We can ______
bake
slice
blend
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They ______
freeze
chop
roast
mix
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You can ______
buy
defrost
grind
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You will need a wooden spoon to ______
shake
chop
burn
stir
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You can make milkshakes with a ______
blender
oven
microwave
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You need to ______
great
grate
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
slice
break
boil
ସଠିକ୍ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If you ______
boil
grate
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
To mix all the ingredients, we use a ______
oven
gril
mixer
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Grate
Burn
Freeze
Simmer
ଖାଇବା ବାସନ (cutlery)
pitcher ମାଠିଆ
plate ଥାଳି
spoon ଚାମୁଚ୍
fork କଣ୍ଟା
tray ଟ୍ରେ
mug ମଗ୍
knife ଛୁରୀ
straw ସ୍ଟ୍ର
bowl ଗିନା
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You can eat soup with a ______
spoon
knife
fork
pitcher
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You can suck drinks through a ______
glass
straw
bowl
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You can put food on a ______
mug
cup
plate
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You can carry the cups in a ______
knife
fork
oven
tray
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You can slice meat with a ______
spoon
knife
fork
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We can drink coffee or tea from a ______
mug
knife
fork
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We can pour water from ______
knife
fork
oven
pitcher
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ