Quantifiers: Each, every
try Again
Tip1:hello
Lesson 216
Quantifiers: Each, every
ଟିପ୍
She was wearing a ring on each finger = ସେ ପ୍ରତ୍ୟେକ ଟି ଆଙ୍ଗୁଠି ରେ ଗୋଟେ ମୁଦି ପିନ୍ଧି ଥିଲା.
She calls me every day = ସେ ମତେ ପ୍ରତିଦିନ ଫୋନ୍ କରେ.

Each ଏବଂ every, ର ଠିକ ପରେ singular noun ଲାଗେ. ଏହାର ଅର୍ଥ ପ୍ରାୟ ଏକା ରକମ ର. କିନ୍ତୁ ଧ୍ୟାନ ରଖନ୍ତୁ କି ଯଦି କେବଳ ଦୁଇ ଟା ଜିନିଷ/ବ୍ୟକ୍ତି ଆଡକୁ ସଂକେତ କରା ହେଉଛି ତାହାଲେ 'each' ର ବ୍ୟବହାର ହେବ.
ଟିପ୍
=
କେତେବେଳେ କେମିତି ଆମେ 'each' ଏବଂ 'every' ର ବ୍ୟବହାର ସମାନ ଅର୍ଥ ପାଇଁ ମଧ୍ୟ କରୁ.
=
ଯେତେବେଳେ ବକ୍ତା ପ୍ରତ୍ୟେକ ଟି ବ୍ୟକ୍ତି ବିଷୟରେ କହିବ ତେବେ 'each' ଏବଂ ସମୁହ ବିଷୟରେ କଥା ହେବା ପାଇଁ 'every' ର ବ୍ୟବହାର ହୁଏ.

Each boy was given the school uniform (ଏଠାରେ ପ୍ରତ୍ୟେକ (ଗୋଟେ) ପୁଅ ବିଷୟରେ କଥା ଚାଲିଛି).

Every boy was given the same school uniform (ଏଠାରେ ଏକ ସମୁହ ବିଷୟରେ କଥା ଚାଲିଛି).
ଟିପ୍
Each of us has different views = ଆମ ଭିତରୁ ପ୍ରତ୍ୟେକ ଜଣଙ୍କର ଅଲଗା ଅଲଗା ବିଚାର ଧାରା ଅଛି.
'Each' ପରେ ବହୁବଚନ ସଂଜ୍ଞା ମଧ୍ୟ ଆସି ପାରେ, କିନ୍ତୁ ଏହାର ପ୍ରୟୋଗ 'of' + 'determiner' ବା ସର୍ବନାମ ସହିତ କରା ଯିବା କଥା ଏବଂ କ୍ରିୟା ର କେବଳ ଏକବଚନ ରୁପ ହେବ.
I will never manage to talk to each of my employees = ମୁଁ ମୋର ପ୍ରତ୍ୟେକ ଟି କର୍ମଚାରି ସହିତ କଦାପି କଥା ହେଇ ପାରିବି ନାହିଁ.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Does ______
each
every
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Last year ______
both
every
all
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She seems to be getting prettier ______
all
each
single
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She was wearing beautiful bracelets on ______
each
all
every
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Each
Every
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Almost ______
each
every
both
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The Olympic games are held ______
each
every
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
In a game of tennis there are two or four players. ______
Each
All
Both
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Sarah plays volleyball ______
all
every
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I tried to call her two or three times, but ______
all
each
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Neha has read ______
all
every
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Our football team is playing well. We've won ______
each
every
all
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
There are six apartments in this building. ______
Every
Each
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I understood most of what they said but not ______
each
every
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The book is divided in five parts and ______
both
every
each
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
There's a train to London ______
each
every
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ