Making plurals (ବହୁବଚନ ବନେଇବା): Using -ves
try Again
Tip1:hello
Lesson 217
Making plurals (ବହୁବଚନ ବନେଇବା): Using -ves
ଟିପ୍
Singular: The cow gave birth to a calf = ଗାଇ ଟା ଗୋଟେ ବାଛୁରୀ କୁ ଜନ୍ମ ଦେଲା.
ଅଧିକାଂଶ ସଂଜ୍ଞା ରେ '-s/-es' ଯୋଡା ଯାଇକି ବହୁବଚନ ବନେ, କିନ୍ତୁ କିଛି ଟା ସଂଜ୍ଞା ଅନିୟମିତ ବହୁବଚନ ମଧ୍ୟ ଅଟନ୍ତି.
ଏହି ଅନିୟମିତ ସଂଜ୍ଞା ଗୁଡିକ ର ଶେଷ ରେ '-f' ଏବଂ '-fe' ଲାଗେ ଓ ତାଙ୍କର ବହୁବଚନ ରୁପ ପାଇଁ '-f' ଏବଂ '-fe' କୁ ବାହାର କରି ଶେଷ ରେ '-ves' ଯୋଡା ଜାଏ.
Plural: Cows give their calves milk every morning = ଗାଇ ମାନେ ତାଙ୍କର ବାଛୁରୀ ମାନଙ୍କୁ ପ୍ରତିଦିନ ସକାଳୁ କ୍ଷୀର ଦିଅନ୍ତି.
ମନେ ରଖନ୍ତୁ '-f' ବା '-fe' ରେ ଶେଷ ହେଉଥିବା ସଂଜ୍ଞା ଶବ୍ଦ ଗୁଡିକ ର ବହୁବଚନ ଏମିତି ଭାବେ (-ves ଯୋଡି କି) ବନେ ନାହିଁ, କିଛି ଟାରେ କେବଳ '-s' ଲାଗେ.
ଟିପ୍
=
'-Ves' ନିୟମ ଟା ସବୁବେଳେ ବ୍ୟବହାର ହୁଏ ନାହିଁ.
=
ଯେମିତି ଏହି ଶବ୍ଦ ଗୁଡିକ ର ବହୁବଚନ ରୁପ '-s' ଯୋଡା ହେଇକୀ ବନେ:

Cliff - Cliffs
Sniff - Sniffs
Roof - Roofs
Chief - Chiefs.

ଏହି ଶବ୍ଦ ଗୁଡିକ ର ବହୁବଚନ ରୁପ, ଉଭୟ '-s/-ves' ମଧ୍ୟରୁ କୌଣସି ଗୋଟେ ଯୋଡା ହେଇକି ବନିବ:
Scraf - Scarfs, Scarves
Dwarf - Dwarfs (common), Dwarves.
Singular Plural
Calf Calves
Scarf Scarfs/Scarves
Half Halves
Dwarf Dwarfs/Dwarves
Knife Knives
Leaf Leaves
Life Lives
Loaf Loaves
Self Selves
Shelf Shelves
Thief Thieves
Wife Wives
Wolf Wolves
'Scarf' ର ବହୁବଚନ ରୁପ ବାଛନ୍ତୁ.
Scarves
Scarfes
'Half' ର ବହୁବଚନ ରୁପ ବାଛନ୍ତୁ.
Halfs
Halves
'Dwarf' ର ବହୁବଚନ ରୁପ ବାଛନ୍ତୁ.
Dwarfs
Dwarfes
'Knife' ର ବହୁବଚନ ରୁପ ବାଛନ୍ତୁ.
Knives
Knifes
'Leaf' ର ବହୁବଚନ ରୁପ ବାଛନ୍ତୁ.
Leafs
Leaves
'Life' ର ବହୁବଚନ ରୁପ ବାଛନ୍ତୁ.
Lives
Lifes
'Loaf' ର ବହୁବଚନ ରୁପ ବାଛନ୍ତୁ.
Loafs
Loaves
'Self' ର ବହୁବଚନ ରୁପ ବାଛନ୍ତୁ.
Selfs
Selves
'Shelf' ର ବହୁବଚନ ରୁପ ବାଛନ୍ତୁ.
Shelves
Shelfs
'Thief' ର ବହୁବଚନ ରୁପ ବାଛନ୍ତୁ.
Thieves
Thiefs
'Wife' ର ବହୁବଚନ ରୁପ ବାଛନ୍ତୁ.
Wifes
Wives
'Wolf' ର ବହୁବଚନ ରୁପ ବାଛନ୍ତୁ.
Wolves
Wolfs
'Roof' ର ବହୁବଚନ ରୁପ ବାଛନ୍ତୁ.
Roofs
Rooves
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ