Future Progessive: Practice
try Again
Tip1:hello
Lesson 218
Future Progessive: Practice
ଟିପ୍
I will be having dinner at 7 = ମୁଁ 7 ଟା ବେଳେ ଡିନର୍ କରିବି.

ଆମେ 'Future Progressive' ର ପ୍ରୟୋଗ ତେବେ କରୁ ଯେବେ ଆମେ ଏହା ଜଣାଉ କି ଭବିଷ୍ୟତ ରେ କୌଣସି ସମୟରେ ଆମେ କଣ କରୁ ଥିବୁ.

I'll be driving into the town later on.
Do you want a ride?
= ମୁଁ ପରେ ସହର ଭିତରକୁ ଡ୍ରାଇଭ୍ କରିକି ଯିବି.
କଣ ଆପଣ ମୋ ସହିତ ଯିବେ ?

ଏହିଟା ସେହି ଗତିବିଧି କୁ ଦର୍ଶାଏ ଯେଉଁ ଗୁଡିକ ଭବିଷ୍ୟ ରେ କୌଣସି ସମୟରେ ଆରମ୍ଭ ହେଇ ଆହୁରି କିଛି ସମୟ ପର୍ଯ୍ୟନ୍ତ ଚାଲୁ ଥାଏ.
ଟିପ୍
Will you be using your camera tomorrow? I was wondering if I could borrow it = କଣ ଆପଣ କାଲି ଆପଣଙ୍କର କ୍ୟାମେରା ଟା ବ୍ୟବହାର କରିବେ ? ମୁଁ ଭାବୁଥିଲି ଯଦି ମୁଁ ଆପଣଙ୍କ ଠାରୁ ସେହି ଟା ଧାର ନେଇ ପାରିବି.
ଯେବେ ଆମେ ଜଣଙ୍କ ଠାରୁ ବିନମ୍ର ଭାବେ ତାଙ୍କର ଯୋଜନା ବିଷୟରେ ପଚାରୁ, ବିଶେଷତଃ ଯେବେ ଆମେ ତାଙ୍କ ଠାରୁ ଆମ ପାଇଁ କିଛି କାମ କରେଇବା ପାଇଁ ଚାହୁଁଛୁ , ତେବେ ମଧ୍ୟ 'Future Progressive' ର ବ୍ୟବହାର ହୁଏ.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Don't call me at 8. ______
I will be doing
will I be doing
I am doing
I was doing
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
What ______
will you be doing
you will be doing
will be you doing
were you doing
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Where ______
will you be living
will you be live
was you be living
will you living
କାଲି 9 ଟା ବେଳକୁ ଆମେ ଉଡା ଜାହାଜ ରେ ବସିକି ଦିଲ୍ଲୀ ଯାଉ ଥିବୁ.
    • Tomorrow at 9,
    • be
    • flying
    • we will
    • be fly
    • to Delhi.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    will be driving
    will be drive
    will driving
    was driving
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    By this time tomorrow night, I ______
    will be sleeping
    will be sleep
    was sleeping
    be will sleeping
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Will we be spending
    Will we be spent
    will spending
    Were spending
    'ମୁଁ 8ଟା ବେଳେ ଭୋଜନ କରି ପାରିବି ନାହିଁ, 8ଟା ବେଳେ ମୁଁ ପହଁରୁ ଥିବି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    I cannot eat at 8, I will be swimming at 8.
    I cannot eat at 8, I be swimming at 8.
    I cannot eat at 8, I had been swimming at 8.
    I cannot eat at 8, I will be swim at 8.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    We ______
    will be work
    will be working
    working
    were working
    'ସେମାନେ ଶୁକ୍ରବାର ଦିନ 6ଟା ବେଳେ ଏକ ନୁଆ ଗୀତ ଗାଉ ଥିବେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    At 6 o'clock on Friday they will be singing a new song.
    At 6 o'clock on Friday they will singing a new song.
    At 6 o'clock on Friday they will be sing a new song.
    At 6 o'clock on Friday they were singing a new song.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Tomorrow at nine, I ______
    will be writing
    will writing
    was writing
    am write
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    She ______
    will be sleeping
    will slept
    will sleeping
    is sleeping
    'ତୁମେ କେଉଁ ଠାରେ ଅପେକ୍ଷା କରୁ ଥିବ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    Where will you be waiting?
    Where you be waiting?
    Where will you be wait?
    Where will you waiting?
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    will be working
    will working
    was working
    were working
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    will be playing
    will be play
    will be played
    was play
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I hope I ______
    will have
    will be having
    be have
    will be have
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ