Future perfect tense: Affirmative and negative
try Again
Tip1:hello
Lesson 221
Future perfect tense: Affirmative and negative
ଟିପ୍
By this time next year, I will have finished my degree = ଆର ବର୍ଷ ଏହି ସମୟ ପର୍ଯ୍ୟନ୍ତ ମୋର ଡିଗ୍ରୀ ଶେଷ ହେଇ ଯାଇ ଥିବ.

Future Perfect ରେ ଭବିଷ୍ୟତ ର ଏମିତି କାମ କୁ ଦର୍ଶା ଜାଏ ଯେଉଁ ଗୁଡିକ ଭବିଷ୍ୟତ ରେ ଏକ ନିଶ୍ଚିତ ସମୟ ରେ ଘଟି ସାରି ଥିବ(ନିଶ୍ଚିତ ସମୟ ପରେ ନୁହେଁ).
=
ଯେବେ ଆମେ 'Future perfect' ର ବ୍ୟବହାର କରୁ ତେବେ ଆମେ ଭବିଷ୍ୟ ର ଏମିତି ଏକ ସମୟ ଆଡକୁ ସଂକେତ କରୁ ଯେଉଁ ପର୍ଯ୍ୟନ୍ତ ଆମେ କୌଣସି ଏକ କାର୍ଯ୍ୟ କୁ ପୁର୍ଣ କରି ସାରିଥିବୁ.
'ଆମେ ଘଣ୍ଟାଟେ ଭିତରେ କାମ ଶେଷ କରି ଦେଇ ଥିବୁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
We will have finished the work in an hour.
We will have finish the work in an hour.
We will finished the work in an hour.
We have finished the work in an hour.
'ମୁଁ ଏହି ମାସ ଶେଷ ପର୍ଯ୍ୟନ୍ତ ବହି ଟା ପଢି ସାରିଥିବି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I will has read this book by the end of the month.
I will be reading this book by the end of the month.
I will have read this book by the end of the month.
I will have reading this book by the end of the month.
ଟିପ୍
The children will not have arrived by the time we get home = ଆମେ ଘରେ ପହଞ୍ଚିବା ପର୍ଯ୍ୟନ୍ତ ପିଲା ମାନେ ପହଞ୍ଚି ନଥିବେ.

Future perfect tense ର ନକାରାତ୍ମକ ବାକ୍ୟ :
'Will not/Won't + have + past participle' ର ପ୍ରୟୋଗ ହେବ
=
ମନେ ରଖନ୍ତୁ ଆମେ Future perfect tense ରେ ଅଧିକାଂଶ ସମୟ 'by' କିମ୍ବା 'by the time' ର ପ୍ରୟୋଗ କରୁ.
ଡାଏଲଗ୍ ଶୁଣନ୍ତୁ
By Monday, I will have finished all my important work.
ସୋମବାର ପର୍ଯ୍ୟନ୍ତ ମୁଁ ମୋର ସବୁ ଗୁରୁତ୍ବପୁର୍ଣ କାର୍ଯ୍ୟ ଶେଷ କରି ଦେଇଥିବୀ.


Then we can catch up for a movie.
ତାପରେ ଆମେ ଗୋଟେ ଫିଲିମ୍ ଦେଖିବା ପାଇଁ ସାକ୍ଷାତ କରି ପାରିବା.


I don't think so, my relatives will have arrived by then.
ମତେ ଏହା ଲାଗୁ ନାହିଁ, ସେ ପର୍ଯ୍ୟନ୍ତ ମୋର ସମ୍ବନ୍ଧୀ ମାନେ ପହଞ୍ଚି ସାରୀ ଥିବେ.


'ସୋମବାର ପର୍ଯ୍ୟନ୍ତ ମୁଁ ମୋର ଗୁରୁତ୍ବପୁର୍ଣ କାର୍ଯ୍ୟ ଶେଷ କରି ଦେଇ ଥିବି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
By Monday, I have will finished my important work.
By Monday, I will have finishes my important work.
By Monday, I will have finished my important work.
By Monday, I will has finished my important work.
'ମୋର ସମ୍ବନ୍ଧୀ ମାନେ ସେହି ପର୍ଯ୍ୟନ୍ତ ପହଞ୍ଚି ଯାଇ ଥିବେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
My relatives will have arrive by then.
My relatives will have arrived by then.
My relatives will have arrives by then.
My relatives arrived by then.
'ସମୟ କୁ ଚାଁହ ! ମ୍ୟାଚ୍ ଆରମ୍ଭ ହେଇ ସାରିଥିବ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
Look at the time. The match will have started.
Look at the time. The match will be started.
Look at the time. The match will start.
Look at the time. The match has started.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
By 2018, she ______
won't have
will not
has not
must not
'ସେ ଆର ସପ୍ତାହ ପର୍ଯ୍ୟନ୍ତ ବମ୍ବେ ଯାଇ ନଥିବ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
She won't have gone to Bombay by next week.
She isn't have gone to Bombay by next week.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
will have read
will has read
will have reading
will has reading
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He ______
won't have
won't has
ମୋର ମିଟିଂଗ୍ ଆର ସପ୍ତାହ ପର୍ଯ୍ୟନ୍ତ ଚୁଡାନ୍ତ ହେଇ ନଥିବ.
    • finalized
    • finalled
    • My meeting
    • by next week.
    • final
    • will not have
    'ତାର ମାଁ ଆର ମାସ ପର୍ଯ୍ୟନ୍ତ ସୁସ୍ଥ ହେଇ ସାରିଥିବେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    Her mother will have recovered by next month.
    Her mother will have recovery by next month.
    Her mother will have recovering by next month.
    Her mother will have recovers by next month.
    ସେମାନେ ଆର ସପ୍ତାହ ପର୍ଯ୍ୟନ୍ତ ଲଦାଖ୍ ପହଞ୍ଚି ସାରୀ ଥିବେ.
    • reached Ladakh by
    • have
    • has
    • They will
    • next week.
    • reaches Ladakh by
    ସେ ଆର ମାସ ପର୍ଯ୍ୟନ୍ତ କାମ କରିବା ବନ୍ଦ କରି ସାରୀ ଥିବ.
    • next month.
    • stops working by
    • stop working by
    • He will have
    • He will has
    • stopped working by
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Winters ______
    will have became
    will have become
    will have becomes
    will have becoming
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    My friend ______
    will have made
    will have makes
    will have make
    will have making
    ଅଗସ୍ତ ମାସ ପର୍ଯ୍ୟନ୍ତ ମୁଁ ପତଳା ହେଇ ଯାଇ ଥିବି.
    • will have
    • will has
    • becomes thin
    • By August, I
    • must have
    • become thin.
    'ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ iPhone ର ନୁଆ ମଡେଲ୍ ଆସି ସାରିଥିବ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
    By September, iPhone's new model will have arrives.
    By September, iPhone's new model will have arrived.
    ଆର ସପ୍ତାହ ପର୍ଯ୍ୟନ୍ତ ସେ ନେହା ଠାରୁ ଖାତା ନେଇ ସାରିଥିବ.
    • taken
    • he will has
    • By next week,
    • the copy from Neha.
    • he will have
    • takes
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ