Future perfect tense - Interrogative
try Again
Tip1:hello
Lesson 222
Future perfect tense - Interrogative
ଟିପ୍
The Earth's supplies of coal will have extinguished by the year 2200 = ପୃଥିବୀ ର କୋଇଲା ସଂଗ୍ରହ 2200 ପର୍ଯ୍ୟନ୍ତ ଶେଷ ହେଇ ସାରିଥିବ.
Future Perfect Tense (affirmative - ସକାରାତ୍ମକ ବାକ୍ୟ) = Subject + 'Will' + 'Have' + Past participle form of verb.
Will you have gone? = କଣ ତୁମେ ପଲେଇ ସାରିଥିବ?
Future Perfect Tense (Interrogative - ପ୍ରଶ୍ନବାଚକ) = 'Will' + Subject + 'Have' + Past participle form of Verb.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Will have you seen
Will you have seen
ଡାଏଲଗ୍ ଶୁଣନ୍ତୁ
Will you have seen Meera by tonight?
କଣ ତୁମେ ଆଜି ରାତି ପର୍ଯ୍ୟନ୍ତ ମୀରା ସହିତ ସାକ୍ଷାତ କରି ସାରିଥିବ?


Yes, I will.
ହଁ, ମୁଁ ସାକ୍ଷାତ କରି ସାରିଥିବି.


ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Will the train have left
Will the train have leave
ଟିପ୍
=
ଯେଉଁ ଭଳିଆ Future Perfect tense ରେ 'ଗୋଟେ ନିର୍ଧାରିତ ସମୟ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ/ଘଟଣା ହେଇ ସାରିଥିବ' ପାଇଁ 'By then', 'By this time' ର ବ୍ୟବହାର, ସେମିତି 'Future Perfect Interrogative' ରେ ମଧ୍ୟ ବ୍ୟବହାର ହୁଏ, ଏହିଟା ହେଉଛି ଆବଶ୍ୟକ, ତେଣୁ ଏହାକୁ Future Perfect Tense କୁହାଯାଏ.
=
'କଣ ଆପଣଙ୍କର ଭଉଣୀ ସୋମବାର ପର୍ଯ୍ୟନ୍ତ ପଳେଇ ଥିବେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
Will your sister have leave by Monday?
Will have your sister left by Monday?
Will your sister have left by Monday?
Will your sister have leaving by Monday?
'କଣ ସେ ଏପର୍ଯ୍ୟନ୍ତ ଘରକୁ ପଳେଇ ଥିବ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
Will he have gone home by now?
Will he has gone home by now?
'କଣ ଆମେ ଏହି ୱିକେନ୍ଡ୍ ପର୍ଯ୍ୟନ୍ତ ଘର ସଜେଇବା ଶେଷ କରି ସାରିଥିବୁ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
We will have finished decorating the house by the end of this week?
Will we have finished decorating the house by the end of this week?
କଣ ଆପଣ ଏପ୍ରିଲ୍ ପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟ୍ ଟା ଶେଷ କରି ସାରିଥିବେ?
    • finished
    • finish
    • Will you have
    • Will have you
    • this project
    • by April?
    କଣ ଆପଣଙ୍କର ସାଙ୍ଗ ଆର ବର୍ଷ ପର୍ଯ୍ୟନ୍ତ ବିବାହ କରି ସାରୀ ଥିଵ?
    • Does your friend
    • by next year?
    • have got marry
    • have got married
    • has got married
    • Will your friend
    'କଣ ଆପଣଙ୍କର ଇଣ୍ଟରଭ୍ୟୁ ସନ୍ଧ୍ୟା ପର୍ଯ୍ୟନ୍ତ ଶେଷ ହେଇ ଯାଇ ଥିବ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    Will you're interview have finished by evening?
    Will yours interview have finished by evening?
    Will your interview have finished by evening?
    Will be your interview have finished by evening?
    'କଣ ଆପଣ ଆର ମାସ ପର୍ଯ୍ୟନ୍ତ ଇଂରାଜୀ ଶିଖି ସାରୀ ଥିବେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    Will you have learned English by next month?
    Will you have learnt English by next month?
    Will you have learning English by next month?
    Will you have learns English by next month?
    ଡାଏଲଗ୍ ଶୁଣନ୍ତୁ
    I will have got promoted by next year.
    ମତେ ଆର ବର୍ଷ ପର୍ଯ୍ୟନ୍ତ ପଦୋନ୍ନତି ମିଳି ସାରିଥିବ.


    That's great. Will you have taken a new house by then?
    ବହୁତ ବଢିଆ. କଣ ତୁମେ ସେପର୍ଯ୍ୟନ୍ତ ଗୋଟେ ନୁଆ ଘର କିଣି ସାରିଥିବ?


    No, I won't.
    ନା, ନେଇ ନଥିବୀ.


    'ମୁଁ ଆର ବର୍ଷ ପର୍ଯ୍ୟନ୍ତ ଗୋଟେ ନୁଆ ଘର କିଣି ସାରିଥିବୀ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    I will have taken a new house by next month.
    I will have take a new house by next month.
    I will have took a new house by next month.
    I will have tooks a new house by next month.
    ଡାଏଲଗ୍ ଶୁଣନ୍ତୁ
    I will have moved to Bombay by next year.
    ମୁଁ ଆର ବର୍ଷ ପର୍ଯ୍ୟନ୍ତ ମୁମ୍ବାଇ କୁ ସ୍ଥାନାନ୍ତରିତ କରି ସାରିଥିବୀ.


    Will you have got married by then?
    କଣ ଆପଣଙ୍କର ସେହି ପର୍ଯ୍ୟନ୍ତ ବିବାହ ହେଇ ସାରିଥିବ?


    Yes, I will.
    ହଁ, ହେଇ ସାରିଥିବ?


    'କଣ ଆପଣ ଆର ବର୍ଷ ପର୍ଯ୍ୟନ୍ତ ମୁମ୍ବାଇ କୁ ସ୍ଥାନାନ୍ତରିତ କରି ସାରିଥିବ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    Will you have moves to Mumbai next year?
    Will you have move to Mumbai next year?
    Will you have moved to Mumbai next year?
    Will you have moving to Mumbai next year?
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ