Astronomy vocabulary (ଗଣିତ ଜ୍ୟୋତିଷ ର ଶବ୍ଦ ଭଣ୍ଡାର)
try Again
Tip1:hello
Lesson 223
Astronomy vocabulary (ଗଣିତ ଜ୍ୟୋତିଷ ର ଶବ୍ଦ ଭଣ୍ଡାର)
ଡାଏଲଗ୍ ଶୁଣନ୍ତୁ
Do you know how many planets are there in the solar system?
କଣ ଆପଣ ଜାଣିଛନ୍ତି ସୌରମଣ୍ଡଳ ରେ କେତଟି ଗ୍ରହ ଅଛନ୍ତି?


There are 9 planets.
9 ଟି ଗ୍ରହ ଅଛନ୍ତି.


Do you know their names?
କଣ ଆପଣ ତାଙ୍କର ନାଁ ଜାଣିଛନ୍ତି?


No, why don't you tell me?
ନା, ଆପଣ ମତେ କାହିଁକି କହି ଦେଉ ନାହାନ୍ତି?


They are - Mercury, Venus, Earth, Mars, Jupiter, Saturn, Uranus, Neptune, and Pluto.
ସେମାନେ ହେଉଛନ୍ତି - ବୁଦ୍ଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍, ନେପ୍ଚ୍ୟୁନ୍ ଏବଂ ପ୍ଲୁଟୋ.


Planets=ଗ୍ରହ
'କଣ ଆପଣ ଜାଣିଛନ୍ତି ସୌରମଣ୍ଡଳ ରେ କେତଟି ଗ୍ରହ ଅଛନ୍ତି?' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Do you know how many planets there are in the solar-system?
Do you know how many planets are there in the solar-system?
Do you know how many planets are there in the soler-system?
Do you know how much planets are there in the solar-system?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Jupiter is ______
one of biggest
one of the biggest
once of the biggest
one of the most big
ମତେ ସବୁ ଗ୍ରହ ର ନାଁ କୁହ.
    • names of all
    • to
    • say me
    • tell me
    • the planets.
    • the
    ଡାଏଲଗ୍ ଶୁଣନ୍ତୁ.
    Did you know that the Sun is a star?
    କଣ ଆପଣଙ୍କୁ ଜଣା ଥିଲା କି ସୁର୍ଯ୍ୟ ହେଉଛି ଗୋଟେ ତାରା?


    Yes, but do you know what is a star?
    ହଁ, କିନ୍ତୁ କଣ ଆପଣଙ୍କୁ ଏହା ଜଣା ଅଛି କି ତାରା ପ୍ରକୃତ ରେ କଣ?


    Yes, I do.
    ହଁ, ମୁଁ ଜାଣିଛି.


    Do you know that the earth revolves around the Sun?
    କଣ ଆପଣ ଜାଣିଛନ୍ତି କି ପୃଥିବୀ ସୁର୍ଯ୍ୟ ଚାରିପଟେ ବୁଲେ?


    Yes, and it also rotates around its own axis.
    ହଁ, ଏବଂ ସେ ନିଜ ଅକ୍ଷଦଣ୍ଡ ରେ ମଧ୍ୟ ବୁଲେ.


    What is the difference between revolution and rotation?
    ପରିକ୍ରମଣ ଏବଂ ପୁନରବର୍ତନ ମଧ୍ୟ ରେ ଅନ୍ତର କଣ?


    When a planet or moon circles around another object, it is called revolution.
    But when it spins on its own axis, it is called rotation.
    ଯେବେ କୌଣସି ଗ୍ରହ ବା ଚନ୍ଦ୍ର, ଆଉ କୌଣସି ଜିନିଷ ଚାରିପଟେ ବୁଲେ - ତାହାଲେ ତାକୁ 'ପରିକ୍ରମଣ' କୁହା ଜାଏ.
    କିନ୍ତୁ ଯେବେ ସେହି ଟା ନିଜ ର ଅକ୍ଷଦଣ୍ଡ ରେ ବୁଲେ ତେବେ ତାକୁ 'ପୁନରବର୍ତନ' କୁହନ୍ତି.


    'ପୃଥିବୀ ସୁର୍ଯ୍ୟ ର ଚାରିପଟେ ଘୁରେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    The Earth revolves around the Sun.
    The Earth rotates around the Sun.
    An Earth revolves around a Sun.
    An Earth rotates around a Sun.
    'କଣ ଆପଣ ଜାଣିଛନ୍ତି କି ତାରା କଣ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    Do you know that the Sun is a star?
    Do you see what a star is?
    Do you know that this is a star?
    Do you know what a star is?
    ଡାଏଲଗ୍ ଶୁଣନ୍ତୁ
    We are like tiny dots in the universe.
    ଆମେ ହେଉଛୁ ବ୍ରହ୍ମାଣ୍ଡ ରେ ଛୋଟ ଛୋଟ ବିନ୍ଦୁ ଭଳିଆ.


    I cannot even imagine how vast it must be.
    ମୁଁ କଳ୍ପନା ମଧ୍ୟ କରି ପାରୁ ନାହିଁ କି ଏହିଟା କେତେ ବିଶାଳ ଥିବ.


    'ଆମେ ହେଉଛୁ ବ୍ରହ୍ମାଣ୍ଡ ରେ ଛୋଟ ଛୋଟ ବିନ୍ଦୁ ଭଳିଆ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    We are like a tiny dot in the university.
    We are like a tiny dot in the universe.
    We are like a tiny dot in the univers.
    We are like a tiny dot in the yuniverse.
    ମୁଁ କଳ୍ପନା ମଧ୍ୟ କରି ପାରୁ ନାହିଁ କି ଏହି ଟା କେତେ ବିଶାଳ ଥିବ.
    • even imagine
    • how much
    • even imazine
    • I can't
    • how vast it is.
    • I am not
    ଡାଏଲଗ୍ ଶୁଣନ୍ତୁ
    What do you know about the Milky Way?
    ଆପଣ ଆକଶ ଗଙ୍ଗା ବିଷୟରେ କଣ ଜାଣିଛନ୍ତି?


    There are over 200 billion stars in the Milky Way.
    ଆକାଶ ଗଙ୍ଗା ରେ 200 ବିଲିୟନ୍ ଉପରେ ତାରା ଅଛନ୍ତି.


    ଆପଣଙ୍କର ଜ୍ୟୋତିର୍ବିଜ୍ଞାନର ଶବ୍ଦସମୁହ ବହୁତ ଭଲ.
    • your astronomy
    • is good.
    • vocabulary
    • your astronaut
    • is better.
    • your astrology
    ଡାଏଲଗ୍ ଶୁଣନ୍ତୁ
    Do you know how old is the Earth?
    କଣ ଆପଣ ଜାଣିଛନ୍ତି ଏହି ପୃଥିବୀ କେତେ ପ୍ରାଚୀନ?


    It is 4.54 billion years old.
    ସେ ହେଉଛି 4.54 ବିଲିଯନ୍ ବର୍ଷ ପ୍ରାଚୀନ.


    It is also the only planet that has life.
    ଏବଂ କେବଳ ଏହି ଗୋଟିଏ ଗ୍ରହ ରେ ଜୀବନ ଅଛି.


    ଉପଯୁକ୍ତ ଶବ୍ଦ ର ଚୟନ କରନ୍ତୁ ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    The level of ______
    gravity
    gravitational
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Have you ever been to ______
    space
    spacious
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ