ଶହେ ବର୍ଷ ପରେ - Future Perfect Tense
try Again
Tip1:hello
Lesson 224
ଶହେ ବର୍ଷ ପରେ - Future Perfect Tense
ଡାଏଲଗ୍ ଶୁଣନ୍ତୁ
The world's population is increasing day by day.
ବିଶ୍ବ ର ଜନସଂଖ୍ୟା ଦିନ ପ୍ରତିଦିନ ବଢି ଚାଲିଛି.


Yes and by 2100, the world's population will have increased to around 30 Billion.
ହଁ ଏବଂ 2100 ପର୍ଯ୍ୟନ୍ତ ବିଶ୍ବ ର ଜନସଂଖ୍ୟା ପ୍ରାୟ 3000 କୋଟି ପର୍ଯ୍ୟନ୍ତ ବଢି ସାରିଥିବ.


ଟିପ୍
By the year 2100, the world's population will have increased to around 30 Billion = 2100 ପର୍ଯ୍ୟନ୍ତ ବିଶ୍ବ ର ଜନସଂଖ୍ୟା ପ୍ରାୟ 3000 କୋଟି ପର୍ଯ୍ୟନ୍ତ ବଢି ସାରିଥିବ.
Future perfect tense ତେବେ ବ୍ୟବହାର କରାଯାଏ ଯେବେ କୌଣସି ଜିନିଷ ଭବିଷ୍ୟ ରେ ଗୋଟେ ସମୟ ପର୍ଯ୍ୟନ୍ତ ପୁର୍ଣ ହେଇ ସାରିଥାଏ.
=
Future perfect tense ରେ ସାଧାରଣତଃ 'by' କିମ୍ବା 'by then' ବ୍ୟବହାର କରାଯାଏ.
'2100 ପର୍ଯ୍ୟନ୍ତ ବିଶ୍ବ ର ଜନସଂଖ୍ୟା ପ୍ରାୟ 3000 କୋଟି ପର୍ଯ୍ୟନ୍ତ ବଢି ସାରିଥିବ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
By the year 2100, the world's population will be increase to around 30 Billion.
By the year 2100, the world's population have will increased to around 30 Billion.
By the year 2100, the world's population will have increased to around 30 Billion.
By the year 2100, the world's population is increasing to around 30 Billion.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Life ______
will have become
is become
has become
will has become
'ବର୍ଷ 2020 ପର୍ଯ୍ୟନ୍ତ, ଲୋକ ମାନଙ୍କ ଦ୍ବାରା କରା ଯାଉଥିବା କାର୍ଯ୍ୟ ଗୁଡିକ ର ସ୍ଥାନ କମ୍ପ୍ୟୁଟର ନେଇ ସାରିଥିବ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ ;
By the year 2020, computers will taken over many of the jobs that people do today
By the year 2020, computers have to be taken over many of the jobs that people do today
By the year 2020, computers are taken over many of the jobs that people do today
By the year 2020, computers will have taken over many of the jobs that people do today
ଡାଏଲଗ୍ ଶୁଣନ୍ତୁ
By the year 2020, computers will have taken over many of the jobs that people do today.
ବର୍ଷ 2020 ପର୍ଯ୍ୟନ୍ତ, ଲୋକ ମାନଙ୍କ ଦ୍ବାରା କରା ଯାଉଥିବା କାର୍ଯ୍ୟ ଗୁଡିକ ର ସ୍ଥାନ କମ୍ପ୍ୟୁଟର ନେଇ ସାରିଥିବ.


Life will have become more automated by then.
ଜୀବନ ସେଇ ପର୍ଯ୍ୟନ୍ତ ଆହୁରି ସ୍ବୟଂଚାଳିତ ହେଇ ଯାଇ ଥିବ.


ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
By the year 2030, the Earth's supplies of oil, coal, and gas ______
have been run out
will have run out
has run out
will have ran out
'କଣ ବର୍ଷ 2030 ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ଉର୍ଜା ର ଅଲଗା ସ୍ରୋତ ଖୋଜି ସାରିଥିବେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Will scientists have found other sources of energy by the year 2030?
Will scientists are found other sources of energy by the year 2030?
Will scientists have find other sources of energy by the year 2030?
Have scientists found other sources of energy by the year 2030?
ଡାଏଲଗ୍ ଶୁଣନ୍ତୁ
Will scientists have found other sources of energy by the year 2030?
କଣ ବର୍ଷ 2030 ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ଉର୍ଜା ର ଅଲଗା ସ୍ରୋତ ଖୋଜି ସାରିଥିବେ?


Why do you ask that?
ଆପଣ ଏମିତି କାହିଁକି ପଚାରୁଛନ୍ତି?


Because by that time, the Earth's supplies of oil, coal and gas will have run out.
କାରଣ ସେହି ସମୟ ପର୍ଯ୍ୟନ୍ତ ବିଶ୍ବ ର ତେଲ, କୋଇଲା ଏବଂ ଗ୍ୟାସ୍ ର ଭଣ୍ଡାର ଶେଷ ହେଇ ସାରିଥିବ.


ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
How ______
have will
does
has
will have
'କଣ ଆମେ ବର୍ଷ 2030 ପର୍ଯ୍ୟନ୍ତ ବିଶ୍ବ ର ସବୁ ଲୋକ ମାନଙ୍କୁ ଖାଦ୍ୟ ଯୋଗେଇବା ର କିଛି ବାଟ ଖୋଜି ସାରିଥିବୁ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Will we have found a way to feed all the people in the world by the year 2030?
Will we have find a way to feed all the people in the world by the year 2030?
Will we find a way to feed all the people in the world by the year 2030?
We will have found a way to feed all the people in the world by the year 2030?
ଡାଏଲଗ୍ ଶୁଣନ୍ତୁ
By the year 2030, will we have found a way to feed all the people in the world?
କଣ ଆମେ ବର୍ଷ 2030 ପର୍ଯ୍ୟନ୍ତ ବିଶ୍ବ ର ସବୁ ଲୋକ ମାନଙ୍କୁ ଖାଦ୍ୟ ଯୋଗେଇବା ର କିଛି ବାଟ ଖୋଜି ସାରିଥିବୁ ?


Hopefully.
ଆଶାପ୍ରଦ ଭାବରେ.


By that time, how will have education changed?
ସେହି ସମୟ ପର୍ଯ୍ୟନ୍ତ, ଶିକ୍ଷା କେଉଁ ପ୍ରକାର ବଦଳି ସାରିଥିବ ?


ଡାଏଲଗ୍ ଶୁଣନ୍ତୁ
By the year 2100, the situation will have become worse.
ବର୍ଷ 2100 ପର୍ଯ୍ୟନ୍ତ, ସ୍ଥିତି ଟା ଆହୁରି ଖରାପ ହେଇ ସାରିଥିବ.


I don't think so, everything will have become less complicated by then.
ମତେ ଏମିତି ଲାଗୁ ନାହିଁ, ସେଇ ପର୍ଯ୍ୟନ୍ତ ସବୁ ଜିନିଷ ଗୁଡିକ କମ ଜଟିଳ ହେଇ ସାରିଥିବ.


That is true but by that time people will have forgotten to work hard.
ଏହିଟା ସତ୍ୟ, କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଲୋକ ପରିଶ୍ରମ କରିବା ଭୁଲି ସାରିଥିବେ.


ବର୍ଷ 2100 ପର୍ଯ୍ୟନ୍ତ, ସ୍ଥିତି ଆହୁରି ଖରାପ ହେଇ ସାରିଥିବ.
    • By the year 2100,
    • has been
    • will have
    • become worse.
    • has
    • the situation
    'ବର୍ଷ 2100 ପର୍ଯ୍ୟନ୍ତ ଲୋକ ମାନେ ପରିଶ୍ରମ କରିବା ଭୁଲି ସାରିଥିବେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    By the year 2100, people have forgotten hardwork.
    By the year 2100, people will have forgotten hard-work..
    By the year 2100, people are forgetting hard-work.
    By the year 2100, people forgot hard-work.
    'ବର୍ଷ 2100 ପର୍ଯ୍ୟନ୍ତ, ସବୁ ଜିନିଷ କମ ଜଟିଳ ହେଇ ସାରିଥିବ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    By the year 2100, everything will become less complicated.
    By the year 2100, everything becomes less complicated.
    By the year 2100, everything will have become less complicated.
    By the year 2100, everything became less complicated.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ