Reflexive pronouns vs. 'each other'
try Again
Tip1:hello
Lesson 228
Reflexive pronouns vs. 'each other'
ଟିପ୍
Karan and Arjun looked at themselves in the photo = କରନ ଏବଂ ଅର୍ଜୁନ୍ ନିଜକୁ ଛବି ରେ ଦେଖିଲେ.
କରନ୍ ନିଜକୁ ଛବି ରେ ଦେଖିଲା ଏବଂ ଅର୍ଜୁନ୍ ନିଜକୁ ଛବି ରେ ଦେଖିଲା.
Karan and Arjun looked at each other = କରନ ଏବଂ ଅର୍ଜୁନ୍ ଦୁହେଁ ପରସ୍ପର କୁ ଦେଖିଲେ.
କରନ ଏବଂ ଅର୍ଜୁନ୍ ଦୁହେଁ ପରସ୍ପର କୁ ଦେଖିଲେ = କରନ୍, ଅର୍ଜୁନ୍ ଆଡକୁ ଚାହିଁଲା ଏବଂ ଅର୍ଜୁନ୍ କରନ୍ ଆଡକୁ ଚାହିଁଲା.
ଟିପ୍
God helps those who help themselves = ଯିଏ ନିଜର ସାହାଯ୍ୟ କରେ,ଭଗବାନ୍ ତାର ସାହାଯ୍ୟ କରନ୍ତି.
Themselves, ourselves, yourself etc. ହେଉଛି 'Reflexive pronoun'. Reflexive - ନିଜେ କିଛି କରିବା/ ନିଜ ପାଇଁ କିଛି କରିବା.
We helped each other in preparing for the exam = ପରୀକ୍ଷା ର ପ୍ରସ୍ତୁତି କରିଲା ବେଳେ, ଆମେ ଦୁହେଁ ପରସ୍ପର ର ସାହାଯ୍ୟ କରିଲୁ.
Each other - ପରସ୍ପର କୁ/ପରସ୍ପର ପାଇଁ କିଛି କରିବା
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Karan, this is Ali. Have you met ______
yourselves
each other
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They love ______
each other
every other
ourselves
himself
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We decided not to ask for help and do it ______
each other
ourselves
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You should stop blaming ______
each other
yourselves
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Have you looked at ______
yourselves
each other
ଟିପ୍
=
'Singular' ରେ 'reflexive pronouns' ପୁର୍ବରୁ 'self' ଲଗାଯାଏ ଏବଂ 'plural' ରେ 'selves' ଲାଗେ.
=
Type Reflexive Pronouns
Singular Myself, Yourself, Himself, Herself, Itself
Plural Ourselves, Yourselves, Themselves
କରନ୍ ଓ ଅର୍ଜୁନ୍ ପରସ୍ପର ସହିତ ବହୁତ ଦିନ ହେଲା ଦେଖା କରି ନାହାନ୍ତି.
    • haven't met
    • each other for
    • Karan and Arjun
    • a long time.
    • themself for
    • themselves for
    'ମୋର ସାଙ୍ଗ ମାନେ କାର୍ଯ୍ୟକ୍ରମର ବହୁତ ଆନନ୍ଦ ନେଲେ/ଉଠେଇଲେ.' ର ଇଂରାଜୀରେ ଅନୁବାଦ କରନ୍ତୁ.;
    My friends enjoyed each other at the concert.
    My friends enjoyed itself at the concert.
    My friends enjoyed themselves at the concert.
    My friends enjoyed herself at the concert.
    ଆୟୁଶ୍ ନିଜ ଗାଡି ର ମରାମତି ନିଜେ କଲା.
    • himselves
    • his car
    • itself
    • himself
    • themselves.
    • Ayush repaired
    'ରାହୁଲ୍ କେବଳ ନିଜ ବିଷୟରେ ଭାବେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
    Rahul only thinks about itself.
    Rahul only thinks about himself.
    Rahul only thinks about herself.
    Rahul only thinks about yourself.
    'ଆମ ରିପୋର୍ଟ୍ ବନେଇଲା ବେଳକୁ ଆମେ ପରସ୍ପର ର ସାହାଯ୍ୟ କରିଲୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
    We helped ourselves with our reports.
    We helped itself with our reports.
    We helped themselves with our reports.
    We helped each other with our reports.
    ମୁଁ ନିଜ ପାଇଁ ଗୋଟେ ଉପହାର କିଣିଲି.
    • a gift.
    • I bought
    • meself
    • I brought
    • mineself
    • myself
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Raghav, did you make this presentation ______
    yourself
    itself
    yourselves
    themselves
    ଦେବ୍ ଓ ସିତା ପରସ୍ପର କୁ ଦେଖିଲେ ଏବଂ ମୁରୁକି କି ହସିଲେ.
    • looked at
    • themselves
    • Dev and Sita
    • and smiled.
    • each other
    • themself
    ଅଜୟ ଏବଂ ଅମର ଅଧିକାଂଶ ସମୟରେ ପରସ୍ପର କୁ ଇ-ମେଲ୍ ଲେଖନ୍ତି.
    • Ajay and Amar
    • write e-mails to
    • themselves.
    • often
    • each other.
    • oftenly
    Personal Pronoun Reflexive Pronoun
    I Myself
    You Yourself
    He Himself
    She Herself
    It Itself
    We Ourselves
    You Yourselves
    They Themselves
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ