Reflexive pronouns vs. Object pronouns
try Again
Tip1:hello
Lesson 229
Reflexive pronouns vs. Object pronouns
ଟିପ୍
He spoke to us = ସେ ଆମ ସାଙ୍ଗରେ କଥା ହେଲା .
Us = object pronoun. ଉପରେ ଦିଆ ଯାଇଥିବା ବାକ୍ୟରେ 'he' (subject) , 'us' (object) ସହିତ କଥା ହେଲା (verb = spoke).
We were proud of ourselves = ଆମକୁ ନିଜ ଉପରେ ଗର୍ବ ଥିଲା.
Ourselves = Reflexive pronoun (ନିଜେ).
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We turned around and saw a strange animal behind ______
us
ourselves
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Don't help me. I can help ______
me
myself
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I can't believe you cut ______
yourself
your
yours
you
'ମୁଁ ମୋର ଭାଇ କୁ ମୋ ସହିତ ଆନିବି. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I will bring my brother along with me.
I will bring my brother along with myself.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Don't worry, the children are big enough to look after ______
themselves
theirselves
themself
themselfs
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Suddenly, I saw Raj standing beside ______
me
myself
'ସେ ତାକୁ ସତ କହିଲା.' ର ଇଂରାଜୀରେ ଅନୁବାଦ କରନ୍ତୁ.
She told herself the truth.
She told her the truth.
ଟିପ୍
=
Object pronoun (me, you, him, her, it, them) ର ପ୍ରୟୋଗ 'verb' ପରେ ହୁଏ କିମ୍ବା 'preposition' ପରେ.
=
ନେହା ତା ସହିତ ପାର୍ଟୀ ବିଷୟରେ କଥା ହେଉଛି.
    • Neha
    • her
    • herself
    • is talking to
    • about the party.
    • themselves
    ମୁଁ ଏହିଟା ନିଜେ କରି ପାରିବି.
    • me
    • myself.
    • them
    • I can
    • by me
    • do this
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    You don't have to tell ______
    myself
    me
    ସେ ସବୁବେଳେ ତାଙ୍କ ସହିତ କଥା ହେଉ ଥାଏ.
    • always
    • himself.
    • she is
    • them.
    • talking to
    • themselves.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I am never able to tell ______
    himself
    him
    ସେମାନେ ନିଜେ ଘରକୁ ପଳେଇବେ.
    • themselves.
    • they will
    • them
    • go home
    • go to home
    • their
    ସବୁ ପିଲାମାନେ ନିଜର ବ୍ୟାଗ୍ ନିଜେ ପ୍ୟାକ୍ କଲେ.
    • packed their bags
    • them
    • All the kids
    • themselves.
    • themselfs
    • itself
    'ସେମାନେ ଆମ ବିଷୟରେ କଥା ହୁଅନ୍ତି, କିନ୍ତୁ ସେମାନେ ଆମକୁ ଭଲ ଭାବେ ଜାଣି ନାହାନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
    They talk about us, but they don't really know us well.
    They talk about ourselves, but they don't really know us well.
    They talk about us, but they don't really know ourselves well.
    They talk about us, but they don't really know we well.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    We went for a horror movie. We were shivering with fear in the middle of ______
    itself
    it
    ମତେ ତାକୁ ନିଜେ ବାହର କରିବାକୁ ପଡିଲା.
    ଆପଣଙ୍କୁ ନିଜ ଉପରେ ଲଜ୍ଜିତ ହେବା କଥା.
    • your.
    • yourself.
    • ashamed of
    • you
    • ashamed to
    • should be
    ଡାଏଲଗ୍ ଶୁଣନ୍ତୁ
    We went to a jungle this morning. We all were very excited and all the kids had packed their bags themselves. I was scared because I was the only elder among us.
    ଆମେ ଆଜି ସକାଳେ ଜଂଗଲ କୁ ଗଲୁ. ଆମେ ସବୁ ବହୁତ ଉତ୍ସାହିତ ଥିଲୁ ଏବଂ ପିଲା ମାନେ ନିଜ ବ୍ୟାଗ୍ ନିଜେ ପ୍ୟାକ୍ କରିଲେ.


    Jungle? That sounds interesting!
    ଜଂଗଲ? ସେହିଟା ବହୁତ ରୋଚକ ଜଣା ପଡୁଛି!


    The starting one hour was thrilling but we were afraid to see there was no other jeep on either side of our jeep. We got down to see some plants and our jeep accidentally left us.
    ଆରମ୍ଭ ର ଘଣ୍ଟେ ବହୁତ ରୋମାଞ୍ଚକର ଥିଲା, କିନ୍ତୁ ଆମର ଦୁଇ ପାଖରେ ଜୀପ୍ ନଥିବା ଦେଖିକି ଆମେ ବହୁତ ଡରି ଯାଇଥିଲୁ. ଆମେ ଗଛ ପତ୍ର ଦେଖିବାକୁ ତଳକୁ ଓଲ୍ହେଇଲୁ ଏବଂ ଦୁର୍ଭାଗ୍ୟ ଜନକ, ଆମର ଜୀପ୍ ଆମକୁ ଛାଡିକି ପଳେଇଲା.


    That's scary! What happened next?
    ଏହା ତ ବହୁତ ଭୟାନକ ! ତାପରେ କଣ ହେଲା?


    The jungle was horrifying and we were shivering in the middle of it. We had nobody around us. Two kids started looking for help while Ram and I were keeping an eye on our bags.
    ଜଂଗଲ ବହୁତ ଭୟାନକ ଥିଲା ଏବଂ ଆମେ ତା ଭିତରେ ଥରୁ ଥିଲୁ. ଆମର ଚାରି ପାଖରେ କେହି ନଥିଲେ. ଦୁଇ ଜଣ ପିଲା ସାହାଯ୍ୟ ଖୋଜୁ ଥିଲେ ଏବଂ ରାମ୍ ଓ ମୁଁ ବ୍ୟାଗ୍ ଜଗିଥିଲୁ.


    You are very brave, I must say!
    ମତେ ମାନିବାକୁ ପଡିବ କି ତୁମେ ବହୁତ ସାହସୀ !


    The kids were nowhere to be seen and Ram fell in a pit. He got scared and started to cry, I had to pull him out myself.
    ପିଲା ମାନଙ୍କର କେଉଁଠି ଦେଖା ନଥିଲା ଏବଂ ରାମ୍ ଗୋଟେ ଗାତ ରେ ପଡିଗଲା. ସେ ଡରି ଗଲା ଏବଂ କାନ୍ଦିବା ଆରମ୍ଭ କରି ଦେଲା, ମତେ ତାକୁ ନିଜେ ବାହର କରିବାକୁ ପଡିଲା.


    Oh no! I What happened finally?
    ଓଃ ହୋ ! ଶେଷରେ କଣ ହେଲା?


    Finally, after two hours we got some help and came back to our hotel. We got ourselves some food at the restaurant and relaxed for a while.
    ଶେଷରେ ଆମକୁ ସାହାଯ୍ୟ ମିଳିଲା ଏବଂ ଆମେ ହୋଟେଲ୍ କୁ ଫେରି ଆସିଲୁ. ଆମେ ରେସ୍ଟୋରନ୍ଟ୍ ରୁ କିଛି ଖାଇବା ମଗେଇକି ଟିକିଏ ଆରାମ କଲୁ.


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ