Adjective word order : ବିଶେଷଣ ର କ୍ରମ ଶିଖନ୍ତୁ
try Again
Tip1:hello
Lesson 23
Adjective word order : ବିଶେଷଣ ର କ୍ରମ ଶିଖନ୍ତୁ


ଫଟୋ ଦେଖିକି, ସଠିକ୍ ଉତ୍ତର ର ଚୟନ କରନ୍ତୁ
The boy is short
The girl is short


ସଠିକ୍ ଉତ୍ତର ର ଚୟନ କରନ୍ତୁ
The boy is tall
The girl is tall


ସଠିକ୍ ଉତ୍ତର ର ଚୟନ କରନ୍ତୁ
The girl is tall
The girl is short
'ଏକ ଡେଙ୍ଗା ଲୋକ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.(1 ବିକଳ୍ପ ବାଛନ୍ତୁ);
Tall a man
A man tall
A tall woman
A tall man
'ଏକ ଗେଡା ମହିଳା ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.(1 ବିକଳ୍ପ ବାଛନ୍ତୁ);
A short woman
A woman short
Woman short
A tall woman
'ଏକ ଗେଡା ବାଳକ ' ର ଇଂରାଜୀରେ ସଠିକ୍ ଅନୁବାଦ କରନ୍ତୁ. (1ବିକଳ୍ପ ବାଛନ୍ତୁ);
A short girl
A short boy
A boy short
A tall boy


ଫଟୋ ଦେଖିକି, ସଠିକ୍ ଉତ୍ତର ବାଛନ୍ତୁ
A big dog
A small dog


ଫଟୋ ଦେଖିକି, ସଠିକ୍ ଉତ୍ତର ବାଛନ୍ତୁ
A small cat
A small dog


ଫଟୋ ଦେଖିକି, ସଠିକ୍ ଉତ୍ତର ବାଛନ୍ତୁ
A dog small
A small dog
'ଏକ ବଡ଼ କୁକୁର ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
A big dog
a small dog
A small cat
A big cat
'ଗୋଟେ ମୋଟା ମହିଳା ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
A fat man
A thin woman
A fat woman
A thin man
'ଏକ ପତଳା ଲୋକ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
A fat woman
A thin man
A thin woman
A fat man
ଟିପ୍
=
A thin girl = ଏକ ପତଳା ଝିଅ
A thin boy = ଏକ ପତଳା ବାଳକ
A tall woman = ଏକ ଡେଙ୍ଗା ମହିଳା
A tall man = ଏକ ଡେଙ୍ଗା ଲୋକ
=
ଇଂରାଜୀ ରେ ବିଶେଷଣ, ଲିଂଗ ସାଂଗରେ ରେ ବଦଳେନି. ବିଶେଷଣ, ସଂଜ୍ଞା ର ଠିକ୍ ପୁର୍ବରୁ ଆସିବ.
ଇଂରାଜୀରେ ଅନୁବାଦ କରନ୍ତୁ
ଡେଙ୍ଗା
ଇଂରାଜୀ ରେ ଅନୁବାଦ କରନ୍ତୁ
ଗେଡା
ଇଂରାଜୀରେ ଅନୁବାଦ କରନ୍ତୁ
ପତଳା
'ପତଳା ଝିଅ ଟା ନାଚୁଚୀ ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
The fat girl is dancing
The tall girl is dancing
The girl thin is dancing
The thin girl is dancing
'ଏଇଟା ଗୋଟେ ଛୋଟ ଗାଡି' ର ଇଂରାଜୀରେ ସଠିକ ଅନୁଵାଦ ଵାଛନ୍ତୁ.(1 ବିକଳ୍ପ ବାଛନ୍ତୁ);
This is a big car
This is a small car
This is a car small
This is small car
'ଆପଣଙ୍କର ଭଉଣୀ ଏକ ସୁନ୍ଦର ମହିଳା .' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
Your sister is a pretty women
Your sister is a pretty woman
Your sister is pretty woman
Your sister is the pretty woman
'ଆପଣଙ୍କର ପିତା ସ୍ମାର୍ଟ୍ .' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
Your father is a smart
Your father is tall
Your father is smart
Your mother is pretty
ଟିପ୍
This is a small car = ଏହି ଟା ଏକ ଛୋଟ ଗାଡି.
This car is small = ଏହି ଗାଡି ଟା ଛୋଟ.
ଦ୍ବିତୀୟ ବାକ୍ୟ ରେ 'a' ଲଗେଇବା ର ଆବଶ୍ୟକ ନାହିଁ.
ଉପଯୁକ୍ତ ଶବ୍ଦ ବାଛନ୍ତୁ
Your father is ______
a smart
smart
smarty
ଉପଯୁକ୍ତ ଶବ୍ଦ ବାଛନ୍ତୁ
Your father is ______
a smart
smart
ଆପଣଙ୍କ ମାଁ ସୁନ୍ଦର.
    • your
    • is
    • are
    • pretty
    • a
    • mother
    ଆପଣଙ୍କର ଭାଇ ଡେଙ୍ଗା ଅଟେ.
    • your
    • is
    • are
    • brother
    • a
    • tall
    ସେମାନେ ହେଉଛନ୍ତି ଜାପାନୀ
    • they
    • is
    • are
    • a
    • Japanese
    • the
    ସେ ଏକ ସୁନ୍ଦର ମହିଳା.
    • woman
    • is
    • women
    • a
    • pretty
    • she
    ଏହିଟା ଏକ ବଡ କୁକୁର
    • this
    • is
    • big
    • a
    • dog
    • that
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    She is ______
    smart
    smarty
    a smart
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    This is ______
    red
    a red
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    I have 2 ______
    reds
    a red
    red
    ଇଂରାଜୀରେ ଅନୁବାଦ କର
    Nano ଏକ ଛୋଟ ଗାଡି ଅଟେ.
    ଇଂରାଜୀରେ ଅନୁବାଦ କରନ୍ତୁ
    ଐଶବର୍ୟା ରାଏ ଏକ ସୁନ୍ଦର ମହିଳା ଅଟେ.
    My=ମୋର
    bag=ବ୍ୟାଗ୍
    is=ହେଉଛି
    very=ବହୁତ
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    My bag is ______
    very big
    a very big
    ଏହି6ଟା ଏକ ବହୁତ ବଡ ଗାଡି
    • this
    • is
    • big
    • a
    • Car
    • very
    'ସେ ଏକ ବହୁତ ଭଲ ଶିକ୍ଷୟିତ୍ରୀ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    She is a too much good teacher
    She a very good teacher
    She is a very good teacher
    She are a very good teacher
    'ଏହି ଛାତ୍ର ଟା ବହୁତ ବୁଧିମାନ୍ ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    You are a very intelligent student
    The student is a very intelligent
    The student a very intelligent
    The student is very intelligent
    ' ଡେଙ୍ଗା ଓ ରୁପବାନ୍ ଅଟେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    is a tall and handsome
    is looks tall and handsome
    is the tall and handsome
    is tall and handsome
    ' ଏକ ପ୍ରସିଦ୍ଧ ଅଭିନେତା ଅଟେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
    is a famous actor
    is famous actor
    is the famous actor
    has a famous actor
    ଇଂରାଜୀ ରେ ଅନୁବାଦ କରନ୍ତୁ
    ପ୍ରସିଦ୍ଧ
    ' ଏକ ନିଷ୍ଠାପର ବ୍ୟବସାୟୀ ଅଟନ୍ତି ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ . (1 ବିକଳ୍ପ ବାଛନ୍ତୁ);
    is honest businessman
    is the honest businessman
    is an honest businessman
    has is an honestly businessman
    ଇଂରାଜୀରେ ଅନୁବାଦ କରନ୍ତୁ
    ସେ ବହୁତ ନିଷ୍ଠାପର
    'ଏହି ଛାତ୍ର ଟା ବହୁତ ବୁଧିମାନ୍ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    He student is very intelligent
    This student is a very intelligent
    This student a very intelligent
    This student is very intelligent
    'ମୋର ଫୋନ୍ ଧଳା ରଂଗ ର ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    My phone has white
    My phone's is white
    My phone is white
    My phone is a white
    'ମୋର ଫୋନ୍ ଧଳା ରଂଗ ର ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    My phones have white
    My phones is white
    My phones are white
    My phones are whites
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    My bag is ______
    a white
    the white
    white
    ' ର ଆଖି ନୀଳ ରଂଗ ର ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    have blue eyes
    has blue eyes
    has a blue eyes
    has the blue eyes
    ' ଗୋରା ଓ ସୁନ୍ଦର ଅଟେ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    is fair pretty
    is fair and pretty
    has fair and pretty
    is dark and pretty
    ଇଂରାଜୀ ରେ ଅନୁବାଦ କରନ୍ତୁ
    ମୋର ମାଁ ଗୋରା ଅଟେ.
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    have
    has a
    has
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    has black and white ______
    hair
    hairs
    'ତାର (ସ୍ତ୍ରୀଲିଂଗ୍) କଳା ବାଳ ଅଛି. ' ର ଅନୁବାଦ ର ଚୟନ କରନ୍ତୁ.
    She has black hair
    She has black hairs
    'ତାର ନୀଳ ଆଖି. ' ର ସଠିକ୍ ଅନୁବାଦ ର ଚୟନ କରନ୍ତୁ.
    He has blue eyes
    He has blues eyes
    'ମୋ ପାଖରେ ଗୋଟେ କଳା ଫୋନ୍ ଅଛି. ' ର ସଠିକ୍ ଅନୁବାଦ ର ଚୟନ କରନ୍ତୁ
    I have black phone
    I have a black phone
    ଶୁଣନ୍ତୁ
    She is
    ସେ ହେଉଛନ୍ତି


    She is a movie star
    ସେ ଏକ ମୁଭି ସ୍ଟାର ଅଟନ୍ତି.


    She is tall and thin
    ସେ ଡେଙ୍ଗା ଓ ପତଳା


    She has brown hair and blue eyes
    ତାଂକ ର ମାଟିଆ ବାଳ ଓ ନେଳି ଆଖି ଅଛି


    She is very pretty
    ସେ ବହୁତ ସୁନ୍ଦର


    ଶୁଣନ୍ତୁ
    He is Amitabh Bachan
    ସେ ହେଉଛନ୍ତି ଅମିତାଭ୍ ବଚ୍ଚନ୍


    He is an actor
    ସେ ଏକ ଅଭିନେତା


    He is tall and handsome
    ସେ ଡେଙ୍ଗା ଅବଂ ସୁନ୍ଦର


    He has black and white hair
    ତାଂକ ର ବାଳ ହେଉଛି କଳା ଓ ଧଳା


    He is a good actor. He is very famous
    ସେ ଜଣେ ଭଲ ଅଭିନେତା ଅଟନ୍ତି. ସେ ବହୁ ପ୍ରସିଦ୍ଧ.


    He has 1 son and 1 daughter
    ତାଂକ ର ଗୋଟେ ପୁଅ ଓ ଗୋଟେ ଝିଅ.


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ