Determiners Quantifiers : Tons of, Several, Most, All, Half of, None, The whole,
try Again
Tip1:hello
Lesson 230
Determiners Quantifiers : Tons of, Several, Most, All, Half of, None, The whole,
ଟିପ୍
There are lots of fruits in the baskets = ଡାଲା ଗୁଡାକରେ ବହୁତ ଫଳ ଅଛି.
There are tons of fruits in the baskets = ଡାଲା ଗୁଡାକରେ ବହୁତ ଫଳ ଅଛି.
'Tons of' ର ବ୍ୟବହାର 'a lot of/lots of' ବଦଳରେ କରାଯାଏ. କିନ୍ତୁ ଏହା 'lot/lots' ଠାରୁ ଅଧିକ ଅନୌପଚାରିକ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We need ______
a lots of
several
lots of
a lot
ଟିପ୍
A large number of complaints were registered against the company = ସେହି କମ୍ପାନୀ ବିରୁଦ୍ଧ ରେ ବହୁ ମାତ୍ରା ରେ ଅଭିଯୋଗ ଦର୍ଜ କରା ଯାଇଛି.
Several complaints were registered against the company = ସେହି କମ୍ପାନୀ ବିରୁଦ୍ଧରେ ଅନେକ ଅଭିଯୋଗ ଦର୍ଜ କରା ଯାଇଛି.
'A large number of', ଏବଂ 'several' ର ପ୍ରୟୋଗ ବହୁବଚନ ଗଣନିୟ ସଂଜ୍ଞା ପୁର୍ବରୁ କରାଯାଏ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
A large number
A large number of
Several of
A lot
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I knew ______
whole
several
none
a lot
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ate ______
a lot of
lots of
a lot
several
'ସେମାନେ ସମସ୍ତେ ଆସିବା ପାଇଁ ପ୍ରସ୍ତୁତ ଥିଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
Several of them were ready to come.
None of them was ready to come.
All of them were ready to come.
They were ready to come.
'ସବୁ ରୁମ୍ ଗୁଡା ଚାକର ମାନଙ୍କ ଦ୍ବାରା ସଫା କରା ଯାଇଥିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
The whole room was cleaned by the servants.
None of the rooms were cleaned by the servants.
All the rooms were cleaned by the servants.
Most of the rooms were cleaned by the servants.
ଟିପ୍
Half (of) my friends are bachelors = ମୋର ଅଧେ ସାଙ୍ଗ ଅବିବାହିତ ଅଛନ୍ତି (ମୋର ସାଙ୍ଗ ମାନଙ୍କ ମଧ୍ୟରୁ ଅଧେ)
'Half' କିମ୍ବା 'half of' ପରେ ସବୁ ବେଳେ ଗୋଟେ ନିର୍ଧାରକ(determiner) ଆସେ. 'Half my friends' (ମୋର ଅଧେ ସାଙ୍ଗ) / 'Half of my friends' (ମୋର ସାଙ୍ଗ ମାନଙ୍କ ମଧ୍ୟରୁ ଅଧେ) ଉଭୟ ଠିକ୍.
Half of them were unaware of the new technology = ସେମାନଙ୍କ ମଧ୍ୟରୁ ଅଧେ ନୁଆ ଟେକ୍ନୋଲୋଜି ବିଷୟରେ ଜାଣି ନାହାନ୍ତି.
ଏଠାରେ half them କୁହାଯାଇ ପାରି ନଥାନ୍ତା. Half them = ଅଧା ସେମାନେ; ଏହାର କିଛି ଅର୍ଥ ନାହିଁ.
'ଅଧା ଲୋକ ଲାଇନ୍ ରେ ବସିଥିଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
Most of the people were sitting in the queue.
Half from the people were sitting in the queue.
Halves of the people were sitting in the queue.
Half of the people were sitting in the queue.
'ସବୁ ସୈନିକ ନିର୍ଭିକ ଭାବେ ଲଢିଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
Every of the soldiers fought with courage.
None of the soldiers fought with courage.
All the soldiers fought with courage.
Most of the soldiers fought with courage.
'ମତେ କୌଣସି ଡ୍ରେସ୍ ଫିଟ୍ ହେଲା ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
None of the dresses fit me.
None dresses fit me.
Whole dresses fit me.
No of the dresses fit me.
ଟିପ୍
The whole family came to the ceremony = ସମ୍ପୁର୍ଣ ପରିବାର ଅନୁଷ୍ଠାନ କୁ ଆସିଥିଲେ.
'Whole' ର ଅର୍ଥ ହେଉଛି - ସମ୍ପୁର୍ଣ କିମ୍ବା ସମସ୍ତେ. ଏହାର ପ୍ରୟୋଗ ଏକବଚନ ସଂଜ୍ଞା ସହିତ କରାଯାଏ.
=
'ସମ୍ପୁର୍ଣ କାହାଣୀ ମହିଳା ମାନଙ୍କ ବିଷୟରେ ଥିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
The hole story was about women.
The whole story was about womans.
The whole story was about women.
The whole stories were about women.
ଟିପ୍
Most teenagers love pop music = ଅଧିକାଂଶ ଟିନ୍ଏଜର୍ସ୍ ମାନଙ୍କୁ ପପ୍ ସଙ୍ଗୀତ ପସନ୍ଦ.
'Most' ର ଅର୍ଥ ହେଉଛି: 'ଅଧିକାଂଶ'. ଏହାର ପ୍ରୟୋଗ ସଂଜ୍ଞା ବିଶେଷଣ ପୁର୍ବରୁ କରା ଯାଇ ପାରେ.
Most of the students in my class are Spanish = ମୋର ଶ୍ରେଣୀରେ ଅଧିକାଂଶ ଛାତ୍ର ସ୍ପାନିଶ୍.
ଯଦି ସଂଜ୍ଞା ପରେ 'determiner' (the, those, my, her) ଥାଏ, ତେବେ 'Most of' ର ପ୍ରୟୋଗ କେବଳ ସଂଜ୍ଞା ସହିତ କରାଯାଏ.
'ଅଧିକାଂଶ ଲୋକ ମୋର ଜଣା ଶୁଣା ଥିଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
Most of the people were known to me.
Most the people were known to me.
All the people were known to me.
Most of people were known to me.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He has eaten ______
half a plate
half of plate
halves plate
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I have studied it ______
all
all of
most of
several
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
The whole
Half of
None
Most
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
All
Whole
All of
Most
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
The hole
The whole
Most of
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
None of
None
The whole
Most
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
A lot
Lots
The whole
Half of
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We ______
all
all of
whole
most
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ