Gym ରେ କଥା-ବାର୍ତ୍ତା
try Again
Tip1:hello
Lesson 232
Gym ରେ କଥା-ବାର୍ତ୍ତା
ଡାଏଲଗ୍ ଶୁଣନ୍ତୁ
I am planning to join a gym.
ମୁଁ gym ଯିବାର ଯୋଜନା ବନଉଛି .


That's great, which one?
ବହୁତ ଭଲ, କେଉଁଟା ?


I don't know any good one in this area, can you suggest one?
ମତେ ଏହି ଜାଗାରେ କିଛି ଭଲ ଜଣା ନାହିଁ, ଆପଣ କିଛି ପରାମର୍ଶ ଦେଇ ପାରିବେ?


Sure, my friend Ram runs a gym nearby.
ନିଶ୍ଚୟ, ମୋ ସାଙ୍ଗ ରାମ୍ ର gym ଏହି ପାଖରେ ଅଛି .


Ok, I will visit him today.
ଠିକ ଅଛି, ମୁଁ ତାଙ୍କ ସହିତ ଆଜି ସାକ୍ଷାତ କରିବି.


ଡାଏଲଗ୍ ଶୁଣନ୍ତୁ
Hello Dev, how are you? I was expecting you.
ହେଲୋ ଦେବ୍, ଆପଣ କେମିତି ଅଛନ୍ତି? ମୁଁ ଆପଣଙ୍କର ଅପେକ୍ଷା କରିଥିଲି.


Can you tell me the benefits f joining a gym?
କଣ ଆପଣ ମତେ gym ଯିବାର ଉପକାରିତା ବିଷୟରେ କହି ପାରିବେ?


'ଆପଣ ଅତି କମ ରେ 5 କିଲୋ ଓଜନ କମେଇ ପାରିବେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You have reduced your weight by at least 5 kg.
You will reduce your weight by at least 5 kg.
'ଆପଣ ଚିନ୍ତା ମୁକ୍ତ ରହିବେ ଏବଂ ଜୀବନ ବିଷୟରେ ସକାରତ୍ମକ ରହିବେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You will be relaxed and positive about life.
You are relaxed and positive about life.
'ଆପଣଙ୍କୁ ଅଧିକ ତରୁଣ ଏବଂ ସୁସ୍ଥ ଅନୁଭବ କରିବେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You will feel younger and healthier.
You will be feeling younger and healthier.
ଆପଣଙ୍କର ଉର୍ଜା ସ୍ଥର ବହୁତ ବୃଧି ପାଇଯିବ.
    • much higher
    • level
    • are
    • will be
    • is
    • Your energy
    ସାଙ୍ଗ ମାନଙ୍କ ସହିତ ସମ୍ବନ୍ଧ ଅଧିକ ଆନନ୍ଦ ଦାୟକ ରହିବ.
    • happier.
    • your relationships
    • are
    • with friends
    • is
    • will be much
    'ଆପଣଙ୍କର ସାମାନ୍ୟ ଫିଟ୍ନେସ୍ ବୃଧି ପାଇଯିବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    Your general fitness is improve.
    Your general fitness will improve.
    ଖାଦ୍ୟ ପ୍ରତି ଆପଣଙ୍କର ବିଚାର ବଦଳି ଯିବ.
    • will
    • the way you
    • is
    • think about food
    • are
    • change.
    'ଆପଣଙ୍କର ସାଙ୍ଗ ମାନେ ଭାବିବେ, ଆପଣ ଅତି ଉତ୍କୃଷ୍ଟ ଦେଖା ଯାଉଛନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    Your friends think you are looking wonderful.
    Your friends will think you are looking wonderful.
    ଡାଏଲଗ୍ ଶୁଣନ୍ତୁ
    When you join, I will make you meet my instructor.
    ଆପଣ ଭର୍ତୀ ହେଲେ, ମୁଁ ଆପଣଙ୍କୁ ମୋର ଇନ୍ସଟ୍ରକ୍ଟର ସହିତ ସାକ୍ଷାତ କରେଇବି.


    Thanks a lot.
    ବହୁତ ଧନ୍ୟବାଦ.


    ଆପଣଙ୍କୁ ପ୍ରତିଦିନ ବ୍ୟାୟାମ୍ କରିବା ପାଇଁ ଚେଷ୍ଟା କରିବା କଥା.
    • exercice
    • every day.
    • You should
    • try to
    • every daily.
    • exercise
    'ଯଦି ଅଧିକ ଗରମ ହେଉଥିବ, ତାହାଲେ ଆପଣଙ୍କୁ ଦୌଡିବା ବନ୍ଦ କରିଦେବା କଥା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    You should stop running if it's too hot.
    You should stop run if it's too hot.
    ଆପଣଙ୍କୁ ପ୍ରତ୍ୟେକ 10 ମିନିଟ ରେ ଥରେ ରହିକି ଆରାମ କରିବା କଥା.
    • to rest
    • every
    • you should
    • 10 minutes.
    • stop
    • you would
    'ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାର ର ବ୍ୟାୟାମ କରିବା କଥା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    You will do different kinds of exercises.
    You should do different kinds of exercises.
    ଆପଣଙ୍କୁ ପ୍ରତିଦିନ ଗୋଟେ ନିର୍ଦ୍ଧିଷ୍ଟ ସମୟରେ ବ୍ୟାୟାମ କରିବା କଥା.
    • every day.
    • You should
    • at the same time
    • You will
    • exercise
    • You are
    'ଶୀତ ଦିନରେ ମଧ୍ୟ ଆପଣଙ୍କୁ ବ୍ୟାୟାମ କରିବା କଥା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    You should exercise through the winter months.
    You have to exercise through the winter months.
    ଯେତେ ଶୀଘ୍ର ହେଇ ପାରିବ, ଆପଣଙ୍କୁ ବ୍ୟାୟାମ ଆରମ୍ଭ କରିଦେବା ଉଚିତ.
    • you are
    • As soon as you can,
    • exercising.
    • you should
    • you do
    • start
    'ଆପଣଙ୍କୁ କେବେଳ ସେହି ବ୍ୟାୟାମ କରିବା କଥା ଯେଉଁଥିରେ ଆପଣଙ୍କୁ ଆନନ୍ଦ ଆସେ.'
    You should only do those exercises that you really enjoy doing.
    You only do those exercises that you really enjoy doing.
    ଡାଏଲଗ୍ ଶୁଣନ୍ତୁ
    What are the benefits of joining a gym?
    ଜିମ୍ ଯିବାର ଉପକାର କଣ?


    You will reduce at least 5 kg weight.
    ଅତି କମରେ ଆପଣ 5 କିଲୋ ଓଜନ କମ କରି ଦେଇ ପାରିବେ.


    What else?
    ଆଉ କଣ?


    You will be relaxed and positive about life.
    ଆପଣ ଚିନ୍ତା ମୁକ୍ତ ରହିବେ ଏବଂ ଜୀବନ ବିଷୟରେ ସକାରତ୍ମକ ରହିବେ.


    That would be a good feeling! What else?
    ସେହିଟା ତ ବହୁତ ଭଲ ଅନୁଭବ ହେବ! ଆଉ କଣ?


    You will feel younger and healthier. Your general fitness will improve.
    ଆପଣଙ୍କୁ ଅଧିକ ତରୁଣ ଏବଂ ସୁସ୍ଥ ଅନୁଭବ ହେବ. ଆପଣଙ୍କର ସାମାନ୍ୟ ଫିଟ୍ନେସ୍ ରେ ବୃଧି ହେବ.


    Wow! I can't wait to join now. Tell me more!
    ବାଃ! ମୁଁ ଭର୍ତୀ ହେବା ପାଇଁ ଅପେକ୍ଷା କରି ପାରୁନି. ମତେ ଆଉ କିଛି କୁହନ୍ତୁ !


    Your friends will think you are looking wonderful.
    ଆପଣଙ୍କର ସାଙ୍ଗ ମାନେ ଭାବିବେ, ଆପଣ ଅତି ଉତ୍କୃଷ୍ଟ ଦେଖା ଯାଉଛନ୍ତି.


    ଡାଏଲଗ୍ ଶୁଣନ୍ତୁ
    What are the do's and don'ts of doing exercise?
    ବ୍ୟାୟାମ କରିବା ବେଳେ କଣ କରିବା କଥା ଏବଂ କଣ ନୁହେଁ?


    You should stop running if it's too hot.
    ଅଧିକ ଗରମ ହେଲେ, ଆପଣଙ୍କୁ ଦୌଡିବା ବନ୍ଦ କରିଦେବା କଥା.


    Oh, I will keep that in mind. What else?
    ଓଃ! ମୁଁ ଧ୍ୟାନ ରଖିବି. ଆଉ କଣ?


    You should do different kinds of exercises.
    ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାର ର ବ୍ୟାୟାମ୍ କରିବା କଥା.


    I will make sure I do that. Anything else?
    ମୁଁ ନିଶ୍ଚୟ କରିବି. ଆଉ କିଛି?


    You should exercise through the winter months.
    ଆପଣଙ୍କୁ ଶୀତ ଦିନ ରେ ମଧ୍ୟ ବ୍ୟାୟାମ କରିବା ଦରକାର.


    Anything specific about difficult exercises?
    କଷ୍ଟକର ବ୍ୟାୟାମ ବିଷୟରେ କିଛି ପରାମର୍ଶ?


    You should only do those exercises that you really enjoy doing.
    ଆପଣଙ୍କୁ କେବକ ସେହି ବ୍ୟାୟାମ କରିବା କଥା ଯେଉଁଥିରେ ଆପଣଙ୍କୁ ଆନନ୍ଦ ଆସିବ.


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ