Could ରା ପ୍ରୟୋଗ
try Again
Tip1:hello
Lesson 236
Could ରା ପ୍ରୟୋଗ
ଟିପ୍
He could play the piano when he was four. = ସେ ଚାରି ବର୍ଷର ଥିଲା ବେଳେ ପିଆନୋ ବଜେଇ ପାରୁଥିଲା .
ଆମେ 'could' ର ପ୍ରୋଗ ଯୋଗ୍ୟତା ଦର୍ଶେଇବା ପାଇଁ କରୁ. 'Could', ହେଉଛି can ର past form .
=
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
He could
He can
Could
Can
ଟିପ୍
He could not play the piano when he was four. = ସେ ଚାରି ବର୍ଷର ଥିଲା ବେଳେ ପିଆନୋ ବଜେଇ ପାରୁନଥିଲା.
Couldn't/could not, 'could' ର ନକାରାତ୍ମକ ରୁପ.
=
'ମୁଁ ପିଲା ଥିଲା ବେଳେ କମ୍ପୁଟର ଚଲେଇ ପାରୁନଥିଲି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I couldn't operate the computer when I was a child.
I can't operate the computer when I was a child.
ଟିପ୍
Could he play the piano when he was four? = କଣ ସେ ଚାରି ବର୍ଷର ଥିଲା ବେଳେ ପିଆନୋ ବଜେଇ ପାରୁଥିଲା?
ପ୍ରଶ୍ନବାଚକ ବାକ୍ୟ 'could' ରୁ ଆରମ୍ଭ ହୁଏ ଏବଂ, ଆମେ 'could' ପରେ subject ଲଗାଉ.
Yes, he could = ହଁ, ସେ ବଜେଇ ପାରୁଥିଲା.
ଏହି ପ୍ରକାର ର ପ୍ରଶ୍ନ ର ଉତ୍ତର ଦେବା ପାଇଁ :
'Yes/No + subject + could/couldn't'.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Could she
She could
Could
Can she
could ସବୁ subject pronouns ସହିତ ଅପରିବର୍ତ୍ତିତ ରୁହେ
i could
you could
he could
she could
it could
we could
they could
'କଣ ଆପଣ ଲେସନ୍ ନେବା ପୁର୍ବରୁ ଗିଟାର ବଜେଇ ପାରୁଥିଲେ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
Could you play the guitar before taking lessons?
Did you could play the guitar before taking the lessons?
You could play the guitar before taking lessons?
Do you could play the guitar before taking the lessons?
'ଆମେ ଛୋଟ ଥିଲା ବେଳେ ଇଂରାଜୀ କହି ପାରୁ ନଥିଲୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
We could not speak English when we were young.
We can not speak English when we were young.
We do not speak English when we were young.
We were not speak English when we were young.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
They could
They were
Could they
Can they
'ଉଚ୍ଚ ସ୍ବର ରେ ମ୍ୟୁଜିକ୍ ବାଜୁଥିବା ଯୋଗୁରୁ, ମୁଁ ଗତ କାଲି ରାତିରେ ତାକୁ ଶୁଣି ପାରିଲି ନାହିଁ. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
I couldn't hear him last night because of the loud music.
I do not hear him last night because of the loud music.
I can't hear him last night because of the loud music.
I wasn't hear him last night because of the loud music.
'ମୋର ଜେଜେବାପା ପହଁରି ପାରୁ ନଥିଲେ.' ର ଇଂରାଜୀରେ ଅନୁବାଦ କରନ୍ତୁ.;
My grandfather couldn't swim.
My grandfather can't swim.
My grandfather didn't swim.
My grandfather hasn't swim.
'କାଲି ଯେତେବେଳେ କମ୍ପ୍ୟୁଟର ଟା ଖରାପ୍ ହେଲା, ମୁଁ ଠିକ କରି ପାରିଲି ନାହିଁ.' ର ଇଂରାଜୀରେ ଅନୁବାଦ କରନ୍ତୁ;
When the computer crashed yesterday, I couldn't fix it.
When the computer crashed yesterday, I didn't fix it.
When the computer crashed yesterday, I could fix it.
When the computer crashed yesterday, I have not fix it.
'ମୁଁ ମୋର ଦ୍ବିତୀୟ ଦସନ୍ଧି ରେ ଦଶ ମାଇଲ୍ ଦୌଡି ପାରୁଥିଲି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I could run ten miles in my twenties.
I could ran ten miles in my twenties.
'ମୁଁ ପିଲା ଥିଲା ବେଳେ ଚାଇନିଜ୍ କହି ପାରୁ ଥିଲି.' ର ଇଂରାଜୀରେ ଅନୁବାଦ କରନ୍ତୁ.;
I could speak Chinese when I was a kid.
I can speak Chinese when I was a kid.
I was spoke Chinese when I was a kid.
I was speak Chinese when I was a kid.
ଗତ କାଲି ମୁଁ କାଉଚ୍ ଟା ନିଜେ ଉଠେଇ ପାରିଲି ନାହିଁ.
    • by myself
    • lift
    • yesterday,
    • I
    • couldn't
    • the couch
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ