Verbs: -ing forms vs. Infinitives
try Again
Tip1:hello
Lesson 239
Verbs: -ing forms vs. Infinitives
ଟିପ୍
=
ଯେତେ ବେଳେ ଦୁଇଟା କ୍ରିୟା ଗୋଟେ ପରେ ଗୋଟେ ଆସେ. ସେତେ ବେଳେ ଦ୍ବିତୀୟ କ୍ରିୟା '-ing' ରୁପରେ କିମ୍ବା 'infinitive' ରୁପରେ ଲାଗି ପାରିବ.
=
ଦ୍ବିତୀୟ କ୍ରିୟା '-ing form' ହେବ କିମ୍ବା 'infinitive', ଏହା ବହୁତ ସମୟରେ, ପ୍ରଥମ କ୍ରିୟା ଉପରେ ନିର୍ଭର କରେ .

ଏହି କ୍ରିୟା ପରେ ସବୁ ବେଳେ 'infinitive' ରୁପ ଲାଗେ: agree, decide, plan, hope, refuse, aim, fail, beg

ହି କ୍ରିୟା ପରେ ସବୁ ବେଳେ '-ing' ରୁପ ଲାଗେ: admit, avoid, give up, mention, involve.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She agreed ______
to come
coming
to comes
come
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I can't resist ______
eating
to eat
eatings
to eats
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They offered ______
helping
to help
helps
ଟିପ୍
I regret calling Geeta a thief = ମୁଁ ଗୀତା କୁ ଚୋର କହିବା ପାଇଁ ଦୁଖ ଅନୁଭବ କରୁଛି.

We regret to inform you that your application has been rejected.
= ଆମେ ଆପଣଙ୍କୁ ଏହା ସୁଚିତ କରିବା ପାଇଁ ଦୁଖ ଅନୁଭବ କରୁଛୁ କି ଆପଣଙ୍କର ଆବେଦନ ପତ୍ର ଅସ୍ବୀକାର ହେଇ ଯାଇଛି.

କିଛି କ୍ରିୟା ଏପରି ଥାଆନ୍ତି, ଯାହା ପରେ '-ing' କିମ୍ବା 'infinitive' - ଦୁଇଟା ଯାକ ରୁପ ଆସି ପାରିବ. କିନ୍ତୁ ଏଠାରେ ଧ୍ୟାନ ଦିଅନ୍ତୁ କି ଦୁଇଟା ଜାକର ଅର୍ଥ ଅଲଗା ହେଇ ଥାଏ.

Regret + call-ing
'Regret + -ing form' ସେତେବେଳେ ବ୍ୟବହାର କରାଯାଏ, ଯେବେ ଜଣେ ନିଜ କାର୍ଯ୍ୟ କୁ ନେଇକି ଦୁଃଖିତ ଥାଏ

Regret + to inform (infinitive)
Regret + infinitive ଦୁଃଖ ସମାଚାର ଶୁଣେଇବା ପାଇଁ ବ୍ୟବହାର କରାଯାଏ.
ଟିପ୍
We don't allow people to talk in the library = ଆମେ ପୁସ୍ତକାଳୟ ରେ ଲୋକ ମାନଙ୍କୁ କଥା ହେବାର ଅନୁମତି ଦେଉ ନାହିଁ.

ଜଦି ବାକ୍ୟରେ object ଥାଏ, ତେବେ: Advise (ପରାମର୍ଶ ଦେବା) / Allow (ଅନୁମତି ଦେବା)/ Permit (ଅନୁମତି ଦେବା) / Forbid (ମନା କରିବା) ପରେ ଆମେ 'infinitive' ଲଗାଉ.
I don't allow talking in the library = ମୁଁ ପୁସ୍ତକାଳୟ ରେ କଥା ହେବାର ଅନୁମତି ଦିଏ ନାହିଁ.
ଯେବେ କୌଣସି 'object' ନଥାଏ, ତେବେ '-ing' ଲଗାଯାଏ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Nothing justifies ______
behaving
to behave
behaved
to behaved
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We regret ______
to inform
informing
to informs
to informing
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I simply forgot ______
to tell
telling
to tells
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The child tried ______
repairs
to repair
to repairs
to repaired
'ମତେ ପରୀକ୍ଷା ପାଇଁ ପଢିବାକୁ ଭଲ ଲାଗେ ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I hate studying for exams.
I hate study for exams.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I would love ______
to travels
to travel
to travelled
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Will you please be quiet, I'm trying ______
to listen
listening
to listens
listened
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
If I'm working at home I often stop ______
to watch
watching
to watchs
to watched
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Why don't we try ______
throwing
throws
throwed
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Will you please stop ______
to shout
shouting
to shouting
to shouts
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I'll never forget ______
coming
to coming
comes
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Oh no! I forgot ______
to go
going
go
to gone
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ