କାହାକୁ ଇଂରାଜୀରେ ନିମନ୍ତ୍ରଣ ଦେବା ଶିଖନ୍ତୁ
try Again
Tip1:hello
Lesson 241
କାହାକୁ ଇଂରାଜୀରେ ନିମନ୍ତ୍ରଣ ଦେବା ଶିଖନ୍ତୁ
ଡାଏଲଗ୍ ଶୁଣନ୍ତୁ
Hey! I am celebrating my daughter's first birthday tomorrow.
ହେ! ମୁଁ କାଲି ମୋ ଝିଅ ର ପ୍ରଥମ ଜନ୍ମଦିନ ପାଳନ କରୁଛି.


That's great!
ବହୁତ ବଢିଆ !


I am throwing a party, it starts at 4 pm.
ମୁଁ ଗୋଟେ ପାର୍ଟୀ ରଖିଛି. ସେହିଟା ସନ୍ଧ୍ୟା 4 ବେଳେ ଆରମ୍ଭ ହେବ.


I'll be there, what's the venue?
ମୁଁ ସେଇଠିକୁ ଆସିବି. ସଭାସ୍ଥଳୀ ଟା କେଉଁଠି?


It is at MGF mall, at the food court.
MGF ମଅଲ୍ ରେ ଅଛି, ଫୁଡ୍ କୋର୍ଟ୍ ରେ.


ଟିପ୍
Throwing a party = ପାର୍ଟୀ ରଖିବା
=
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I am ______
throw
throwing
thoroughing
throughing
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We will be ______
host
hosting
hoisting
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
What is the ______
venu
venue
vanue
vanu
ପାର୍ଟୀ 8pm ରେ ଆରମ୍ଭ ହେବ.
    • The party
    • starts
    • at
    • is
    • on
    • 8 pm.
    'ଶନିବାର ଦିନ ନିଜକୁ ଫ୍ରି ରଖିବ. ମୁଁ ମୋର ପଦୋନ୍ନତି ର ପାର୍ଟୀ ଦଉଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
    Keep yourself free on Saturday, I'm giving a treat for my promotion.
    Keep ourselves free on Saturday, I'm giving a treat for my promotion.
    Keep you free on Saturday, I'm giving a treat for my promotion.
    Keep yourself free on Saturday, I'm giving a treat for my promote.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    My parents are ______
    celebrating
    celebrate
    celebration
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    You are ______
    cordially
    cordial
    coordinate
    coordination
    ଡାଏଲଗ୍ ଶୁଣନ୍ତୁ
    Hey! You have to be there at my party tomorrow.
    ହେ! କାଲି ତୁମକୁ ମୋର ପାର୍ଟୀ ରେ ଆସିବାକୁ ପଡିବ.


    What's the occasion?
    କେଉଁ ଉପଲକ୍ଷେ?


    I am getting engaged.
    ମୋର ନିର୍ବନ୍ଧ ହେଉଛି.


    That's great news! What time do I have to be there?
    ଏହିଟା ବହୁତ ଭଲ ଖବର! ମତେ କେତେଟା ବେଳେ ପହଁଚିବାକୁ ପଡିବ ?


    Be there by 6 pm, the venue is Ashok Club.
    6 pm ପର୍ଯ୍ୟନ୍ତ ପହଁଚି ଯିବ, ସୋଭାସ୍ଥଳ ହେଉଛି ଅଶୋକ କ୍ଲବ.


    Great! I'll see you there.
    ବହୁତ ଭଲ, କାଲି ସେଠାରେ ଦେଖା ହେବ.


    Look forward to having you there!
    କାଲି ତୁମ ସହିତ ସେଠାରେ ଦେଖା କରିବାକୁ ମୁଁ ଉତ୍ସୁକ!


    ମୋର ବାହାଘର ତାରିକ ଠିକଣା ହେଇ ଯାଇଛି. ଆପଣ ଫ୍ରୀ ରହିବେ.
    • My
    • wedding date
    • keep yourself free.
    • has been fixed,
    • is been fixed,
    • keep yourself freely
    'ଆପଣ ସପରିବାର ମୋର ବିବାହଘର କୁ ଆମନ୍ତ୍ରିତ ଅଛନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
    You and your family are invited to my wedding.
    You and your family are inviting to my wedding.
    You and your family are invitation to my wedding.
    You and your family have invited to my wedding.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I would be ______
    delighted
    delight
    delightment
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    It gives me ______
    immense pleasure
    immense pleasant
    immense pleasing
    immense pleasantly
    'ଆପଣଙ୍କର ଉପସ୍ଥିତି ଏହି ଅବସରକୁ ଆହୁରି ସ୍ମରଣୀୟ କରି ଦେବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
    Your presence will make the occasion even more memorable.
    Your presence will make the occasion even more memory.
    Your present will make the occasion even more memorable.
    Your absence will make the occasion even more memorable.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Your presence will make ______
    this occasion memorable
    this ocasion memorable
    this ocassion memorable
    this occasion memory
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ